ବୁଡ଼ିଲା ପରେ ବୁଦ୍ଧି ଶିଖିଲା ଛତିଶଗଡ଼, ବାଟକୁ ଆସିଲେ ବାଘେଲ ସରକାର…କହିଲେ କିଛି ଏମିତି…ଦେଖନ୍ତୁ Video
ବନ୍ଧୁଗଣ ଉପରମୁଣ୍ଡରେ ବର୍ଷା ଯୋଗୁଁ ଏବେ ବନ୍ୟା ରେ ଉବୁଟୁବୁ ହେଉଛି ଛତିଶଗଡ଼ । ଠିକ ଏତିକିବେଳେ ଓଡ଼ିଶା କୁ ପାଣି ଛାଡ଼ିବାକୁ ନେଇ ପୂର୍ବରୁ ମନମାନି କରୁଥିବା ଛତିଶଗଡ଼ ର ବାଘେଲ ସରକାର ଙ୍କ ଚେତା ପଶିଲା । ହୀରାକୁଦ …
Read More