
Draupadi Murmu ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ହେବାପରେ ଅଡୁଆରେ ରାଜ୍ୟ କଂଗ୍ରେସ, ଦେଖନ୍ତୁ ଏନେଇ କଂଗ୍ରେସ ବିଧାୟକ Sura Routray କଣ କହିଲେ ? ଦେଖନ୍ତୁ Video
ଦେଶରେ ରାଷ୍ଟ୍ରପତି ପଦବୀ ପାଇଁ ଅଙ୍କକଷା ଚାଲିଥିବା ବେଳେ ଏବେ ସମସ୍ତଙ୍କ ମୁହଁରେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ କଥା । ଏନଡ଼ିଏ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଠିଆ କରିଥିବା ବେଳେ ବିଜେଡି ଏହାକୁ ସମର୍ଥନ କରୁଥିବା ଦେଖାଯାଇଛି …
Read More