୨୭ ବର୍ଷ ପରେ ଆଜି ଏମିତି ନଜର ଆସୁଛନ୍ତି ଶ୍ରୀ କୃଷ୍ଣଙ୍କର ଏହି ୬ ଜଣ କଳାକାର

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ସମଗ୍ର ଭାରତ ବର୍ଷରେ କାରୋନା ଭାଇରସ ପାଇଁ ଲକଡାଉନ ରହିଛି । ଏହି ସମୟରେ ହିନ୍ଦୀ ଟେଲିଭିଜନର ଲୋକପ୍ରିୟ ଧାରାବାହିକ ରାମାୟଣ ପ୍ରସାରିତ ହୋଇଥିଲା । ବର୍ତ୍ତମାନ ରାମାୟଣ ସରିବା ପରେ ଶ୍ରୀ କୃଷ୍ଣ ସିରିୟଲ ଦେଉଛି । ଏହି ଦୁଇଟି ସିରିୟଲ ହେଉଛି ରାମାନନ୍ଦ ସାଗରଙ୍କର । ଶ୍ରୀ …