ତିରୁମାଲା ମନ୍ଦିର ଦର୍ଶନ କରି ତେଲୁଗୁ ଭଉଣୀ ମାନଙ୍କ ସହ ଦାଣ୍ଡିଆ ଖେଳିଲେ ଭୁବନେଶ୍ବର ସାଂସଦ Aparajita Sarangi
ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅପରାଜିତା ଷଡଙ୍ଗୀ ତେଲୁଗୁ ଭଉଣୀ ମାନଙ୍କ ସହ ଦାଣ୍ଡିଆ ନାଚିଲେ । ତେବେ ଭୁବନେଶ୍ବରର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ମହୋଦୟା ହେଉଛନ୍ତି ଅପରାଜିତା ଷଡଙ୍ଗୀ । ତେବେ …
Read More