ଏତେ ଦିନ ପରେ ସୌମ୍ଯ ପାଇବେ ନ୍ୟାୟ ? Soumya ଙ୍କ ଘରେ କ୍ରାଇମବ୍ରାଞ୍ଚ ଟୀମ, ବନ୍ଧା ହେବ Sonali !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୌମ୍ଯଙ୍କ ଘରେ କ୍ର-ଆ ଇ-ମ ବ୍ରାଞ୍ଚ ଟିମ । ବନ୍ଧା ହେବେ କି ସୋନାଲୀ ନନ୍ଦ । ତେବେ ହଁ ବନ୍ଧୁଗଣ ମଡେଲ ସୌମ୍ଯ ଓ କଣ୍ଠଶିଳ୍ପୀ ସୋନାଲୀ ନନ୍ଦଙ୍କର ଘଟଣାରେ ପୁଣି ଆସିଛି ଏକ ନୂଆ ମୋଡ । ତେବେ ଦବିଯାଇଥିବା ମାମଲାରେ କ୍ର-ଆ ଇ-ମ ବ୍ରାଞ୍ଚ କରିଛି ପୁନରାବୃତି । ତେବେ ହଟାତ ଭାବରେ ସୌମ୍ଯଙ୍କ ଘରେ କ୍ର-ଆ ଇ-ମ ବ୍ରାଞ୍ଚ ଟିମର ସଦସ୍ୟ ଆସି ପହଞ୍ଚିଥିଲେ । ତେବେ ଘଟଣାକୁ ୧ ବର୍ଷ ବିତିଗଲାଣି ।

ଧୀରେ ଧୀରେ କରି ସୌମ୍ଯଙ୍କ ଆର ପାରିକୁ ଚାଲିଯିବା ଦୁଃଖ ମନରୁ ଦୂରେଇ ଯିବାକୁ ଲାଗିଥିଲା । ହେଲେ ହଟାତ ଭାବରେ ଆଖିର ସେହି ଲୁହକୁ ଜୀବିତ କରିଦେଲା କ୍ର-ଆ ଇ-ମ ବ୍ରାଞ୍ଚ ଟିମ । ତେବେ ସୂଚନା ମୁତବକ ମଡେଲ ସୌମ୍ଯଙ୍କ ଘରେ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ଆସି ସୌମ୍ଯ ହ-ତ୍ୟା ମାମଲାରେ ପୁଣି ଠାରେ ପଚରା ଉପଚରା କରି ଖୋଳଟାଡ ଆରମ୍ଭ କରିଦେଉଇଛି । ତେବେ ସୌମ୍ଯଙ୍କ ବାନ୍ଧବୀ ସୋନାଲୀ କୁଆଡେ ଜେଲକୁ ଯିବେ ବୋଲି ଚର୍ଚା ଉଠୁଛି !

ତେବେ ସୌମ୍ଯଙ୍କ ଘରେ କ୍ର-ଆ ଇ-ମ ବ୍ରାଞ୍ଚ ଟିମକୁ ଦେଖି ଏହାରି କିଛି ଦିନ ଭିତରେ ସୋନାଲୀକୁ ମଧ୍ୟ କ୍ର-ଆ ଇ-ମ ବ୍ରାଞ୍ଚ ଟିମର ଜେରା ହେବାର କଥା ଉଠିପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଗତ ବର୍ଷେ ତଳେ ମଡେଲ ସୌମ୍ଯ ହଟାତ ଜୀବନର ଏକ ଚରମ ସିଦ୍ଧାନ୍ତ ନେଇ ଆତ୍ମହତୟଆ କରିଦେଇଥିଲେ । ତେବେ ଆତ୍ମହତୟଆର କାରଣ ଆଜିପର୍ଯ୍ୟନ୍ତ ମଧ୍ୟ ଠିକ ଭାବରେ ସ୍ପଷ୍ଠ ହୋଇପାରିନଥିଲା । ତେବେ ସୂଚନା ମିଳିଥିଲା ।

ଏହା କି ସୌମ୍ଯଙ୍କ ବାନ୍ଧବୀ ସୋନାଲୀ କୁଆଡେ ସେଲିବ୍ରେଟି ଜୀବନ ବଞ୍ଚିବାକୁ ଚାହୁଁଥିଲେ । ତେବେ ରାତାରାତି ସେଲିବ୍ରେଟି ହୋଇ ଦାମୀ ଦାମୀ ଗାଡି ଚଢି ବୁଲିବାକୁ ଚାହୁଁଥିଲା ସୋନାଲୀ । ସେଥିପାଇଁ ସୋନାଲୀ ସୌମ୍ୟଙ୍କ ଉପରେ କୁଆଡେ ସବୁବେଳେ ଟର୍ଚର କରୁଥିଲା । ଯାହାକୁ ସହିପାରୁନଥିଲା ସୌମ୍ୟ ଓ ଶେଷରେ ନିଜ ଜୀବନକୁ ବଳି ପକାଇଦେଲା ମଡେଲ ସୌମ୍ୟ ।

ତେବେ ମଡେଲ ସୌମ୍ୟଙ୍କ ମୃ-ତ୍ୟୁ ପରେ ଏପରି କିଛି ଅଭିଯୋଗ ସୋନାଲୀଙ୍କ ଉପରେ ଆସିଥିଲା । ତେବେ ଏହି ସବୁ ଅଭିଯୋଗ ସୌମ୍ଯଙ୍କ ଘର ଲୋକେ ସୋନାଲୀ ବିରୁଦ୍ଧରେ ଆଣିଥିଲେ । ତେବେ ୨୦୨୨ ଜାନୁଆରୀ ୩୦ରେ ସୌମ୍ୟଙ୍କର ମୃ-ତ୍ୟୁ ପରେ ସୋନାଲୀ ନନ୍ଦଙ୍କର କିଛି ସୁରଶବ୍ଦ ମିଳିନଥିଲା । ତେବେ କେବେ ମିଳିବ ସୌମ୍ୟଙ୍କୁ ନ୍ୟାୟ ତାହା  ଆଗାମୀ ସମୟରେ ଜଣା ପଡିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *