ସୂରଜଙ୍କ ବିବୃତି କଲା କି ଚମତ୍କାର ? ବିଧାନସଭାରେ ନିଜ ଆସନରୁ ଉଠି ଆସି BJP ସାଂସଦ Suryabanshi Suraj ଙ୍କ ପିଠି ଥାପୁଡେଇଲେ Pranab Prakash Das…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଧାନସଭାରେ ସୃଷ୍ଟି ହେଲା ନୂଆ ମାହୋଲ ! ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେପିର ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ପିଠି ଥାପୁଡାଇ ସାବଶୀ ଦେଲେ । ତେବେ ସୂଚନା ମୁତାବକ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ପ୍ରଥମ ଥର ପାଇଁ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବିବ୍ରୁତି ରଖିଥିଲେ ।

ତେବେ ସୂର୍ଯ୍ୟବଂଶୀ ସୂରଜ ନିଜ ବିବ୍ରୁତି ଆଧାରରେ ରାଜ୍ୟସରକାରଙ୍କୁ କଡା ସମାଲୋଚନା କରିଥିଲେ । ତେବେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ବିଧାନସଭାରେ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଅନେକ ପ୍ରଶ୍ନ ମଧ୍ୟ ପଚାରିଥିଲେ । ତେବେ ଏହି ପ୍ରସଙ୍ଗର ଉପରେ ଆଲୋଚନା ଓ ପର୍ଜ୍ଯାଲୋଚନା ସରୁ ସରୁ ବିଧାନସଭାରେ ଏକ ସକାରାତ୍ମକ ତଥା ରୋଚକପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ତେବେ ନବ ନିର୍ବାଚିତ ବିଧାୟକ ସୂରଜଙ୍କର ଏପରି ଶାଣିତ ଢଙ୍ଗରେ ଏପରି ଭାବରେ ପ୍ରଥମ କରି ବିଧାନ ସଭାରେ ରାଜ୍ୟପାଳଙ୍କ କଥା ଉପରେ ବିବୃତି ବଢିବ ଦେଖି ସେଠାରେ କିଛି ନୂଆ ଧରଣର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ବିରୋଧୀ ତଥା ବିଜେପି ଦଳର ଧାମନଗରର ନବ ନିର୍ବାଚିତ ବିଧାୟକ ହେଉଛନ୍ତି ସୂର୍ଯ୍ୟବଂଶୀ ସୂରଜ । ତେବେ ନବ ନିର୍ବାଚିତ ସୂର୍ଯ୍ୟବଂଶୀ ସୂରଜଙ୍କର ଏପରି କାମ ଦେଖି ନିଜ ଆସନରୁ ଉଠି ଆସି ବିଜେଡିର ସାଙ୍ଗଠନିକ ସେକ୍ରେଟ୍ରି ପ୍ରଣବ ପ୍ରକାଶ ଦାସ ତାଙ୍କ ପିଠିକୁ ଥାପୁଡାଇ ଥିଲେ ।

ତେବେ ଜଣେ ଅଭିଜ୍ଞ ତଥା ବରିଷ୍ଠ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ବିରୋଧୀ ଦଳର ନବ ନିର୍ବାଚିତ ବିଧ୍ୟକ ସୂରଜଙ୍କୁ ନିଜ ଆସନରୁ ପିଠି ଥାପୁଡାଇବା ।  ଏହି କାର୍ଯ୍ୟଟି ସୂର୍ଯ୍ୟବଂଶୀଙ୍କର ବିଧାନସଭାରେ ଏପରି କାର୍ଯ୍ୟ ପରିବେଷଣ ପାଇଁ ସାବାଶୀ କହିଲେ ଅତ୍ଯୁକ୍ତି ହେବ ନାହିଁ । ତେବେ ସୂଚନା ମୁତାବକ ବିଧାୟକ ସୂରଜଙ୍କର ବିଧାନସଭାରେ ରାଜ୍ୟପାଳଙ୍କ ସଭାରେ ଯୋଗଦାନ ଦେବା ପ୍ରଥମ ଥର ବୋଲି କୁହାଯାଇଛି ।

ତେବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଯଦିୟ ବିରୋଧୀ ଦଳର ନେତା ହିସାବରେ ରାଜ୍ୟସରକାରଙ୍କୁ ତର୍କ ତଥା ସମାଲୋଚନା କରିଥିଲେ । ହେଲେ ରାଜନୀତିର ଉର୍ଦ୍ଧରେ ରହି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସଙ୍କର ବିଧାୟକ ସୂରଜଙ୍କର ପିଠି ଥାପୁଡାଇବା କଥା ରାଜନୀତି ମାହୋଲରେ ଚର୍ଚା ଅସୃଷ୍ଟି କରିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *