2 ଯୁବନେତାଙ୍କ ମୁହାଁମୁହିଁ, Rudra ଙ୍କ ମିଛ ଧରାଇଦେଲେ Suraj…ଜାଣନ୍ତୁ କଣ ଅଟେ ପୁରା ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଜ୍ୟର ସବୁଠୁ ବଡ ବର୍ତ୍ତମାନର ବିବାଦୀୟ ଘଟଣାକୁ ନେଇ ଗଣ ମାଧ୍ୟମ ଆଗରେ ମୁହାଁମୁହିଁ ହେଲେ ୨ ଯୁବ ନେତା ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ତେବେ ବର୍ତ୍ତମାନ ସମୟରେ ପ୍ରଥମ ଥର କରି ହୋଇଥିବା ୨ ବିଧାୟକଙ୍କ ମଧ୍ୟରେ ମୁହଁ ତୋଡ ଜବାବ ଦିଆଦେଇ ହେଉଛି ବୋଲି ଚର୍ଚା ଉଠିଛି ।

ତେବେ ବହୁ ଚର୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କର ହତୟଆକୁ ନେଇ ବିଧାୟକ ରୁଦ୍ର ମହାରଥୀ ଗଣ ମାଧ୍ୟମ ନିକଟରେ କିଛି ଏପରି ବୟାନ ରଖିଛନ୍ତି । ଯେଉଁଠାରେ ବିଧାୟକ ରୁଦ୍ର ମହାରଥୀ କହୁଛନ୍ତି । ଯେ ପୂର୍ବରୁ ଥରେ ପଦ୍ମପୁର ଉପ ନିର୍ବାଚନ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଦ୍ଧି ନେତା ଜୟନାରାୟଣ ମିଶ୍ର ନବ ଦାସଙ୍କୁ ଧ-ଅମ-କ ଦେଇଥିଲେ ଓ ନିର୍ବାଚନକୁ ନଆସିବାକୁ ବୋଲି ମଧ୍ୟ କହିଥିଲେ । ମନ୍ତ୍ରୀ ନବ ଦାସ ମୋତେ ଆସି କହୁଥିଲେ ।

ତେବେ ଏପରି ରୁଦ୍ରଙ୍କର ନବ ଦାସଙ୍କ ଉପରେ ବୟାନ ଶୁଣି ଏହାର ମୁହଁତୋଡ ଜବାବ ରଖିଥିଲେ ଧାମନଗର ବିଧାୟକ ସୁରଜ । ତେବେ ବିଧାୟକ ସୂରଜଙ୍କ କହିବା ଅନୁଯାଇ ତେବେ ମନ୍ତ୍ରୀ ନବ ଦାସଙ୍କ ଉପରେ ଯଦି କାହାର ହତୟଆ ଧ-ଅମ-କ ରହିଥିଲା । ତେବେ ଏହି କଥା ମନ୍ତ୍ରୀ ନବ ଦାସ ବିଜେଡି ସୁପ୍ରିମୋଙ୍କୁ କି ନିର୍ବାଚନ କମିଶନର, ଦଳ ସଭାପତି ବା  ଅନ୍ୟ କାହାକୁ ନକହି ରୁଦ୍ର ମହାରଥୀଙ୍କୁ କଣ ପାଇଁ କହିଥିଲେ ?

ଯଦି ଏହି ସବୁ ମନ୍ତ୍ରୀ ନବ ଦାସଙ୍କର କଥା ବିଧାୟକ ରୁଦ୍ର ମହାରଥୀ ଆଗରୁ ଜାଣିଥିଲେ । ତେବେ ଆଗରୁ କାହାକୁ କିଛି ନଜଣାଇ ଚୁପ ହୋଇ କାହିଁକି ବସିଥିଲେ । ତେବେ ଯଦି ସେତେବେଳେ ଏହି ସବୁ କିଛି କଥା କହିନଥିଲେ । ତେବେ ଏହି ସବୁ ଭିତ୍ତିହୀନ ଓ ପ୍ରମାଣହୀନ କଥା ରୁଦ୍ର ମହାରଥୀ ଗଣ ମାଧ୍ୟମ ନିକଟରେ ଏବେ କାହିଁକି କହୁଛନ୍ତି । ତେବେ ଏହି ପ୍ରମାଣବିହୀନ କଥାରେ କେତେ ମାତ୍ରାରେ ସତ୍ୟତା ଲୁଚି ରହିଛି ?

ତାହାକୁ ସଠିକ ଭାବରେ ଜାଣିବା ପାଇଁ ମନ୍ତ୍ରୀ ନବ ଦାସ ହତୟଆ ମାମଲାକୁ CBI ତଦନ୍ତର ପରିସର କରିବା ଉଚିତ ବୋଲି କହିଛନ୍ତି ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ତେବେ ୨  ଯୁବନେତାଙ୍କ ଏପରି ଗଣ ମାଧ୍ୟମ ଆଗରେ ଟକରାଟକରି ମୁହଁତୋଡ ଜବାବ କଥା ବର୍ତ୍ତମାନ ସମୟରେ ରାଜନୀତିର ଚର୍ଚା ଘେରକୁ ଆସିଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *