‘ମୋ ପୁଅ ସିର୍ଦ୍ଧାଥକୁ ମୁଖ୍ୟମନ୍ତ୍ରୀ କୁଣ୍ଡେଇ ଧନ୍ୟବାଦ ଦେଲେ ଆଉ କହିଲେ…’: Sura Routray

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ପୁଅ ସିଦ୍ଧାର୍ଥକୁ ମୁଖ୍ୟମନ୍ତ୍ରୀ କୁଣ୍ଢେଇ ଧରି  ଧନ୍ୟବାଦ ଦେଲେ । ତେବେ ବିରୋଧୀ ପାର୍ଟି ଦଳର ମାନ୍ୟବର ଜଟଣୀ ବିଧାୟକ ସୁରେଶ ରାଉତରାୟ ଗଣ ମାଧ୍ୟମର ଏକ ସାକ୍ଷାତକାରରେ ନିଜର ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ଉପରେ କିଛି ପ୍ରତିକ୍ରିୟା କରିଥିଲେ । ତେବେ ବିଧାୟକ ସୁର ରାଉତଙ୍କ କହିବା ଅନୁଯାଇ ମୋ ପୁଅ ଆମେରିକାର ଏକ କମ୍ପାନୀରେ ଡ଼ାଇରେକ୍ଟର ଅଛି ।

ଆମେରିକାରେ ମୋ ପୁଅକୁ ଆଇରନ ମ୍ୟାନର ଆକ୍ଷା ମଧ୍ୟ ମିଳିଛି । ତେବେ ମୋ ବଡ ପୁଅ ସିଦ୍ଧାର୍ଥର ଛୋଟ ବେଳୁ ହିଁ ଦୌଡିବା, ପହଁରିବା, ପାହାଡ ଚଢିବା ଆଦି ଏହି ସବୁ ଅଭ୍ଯାସ ରହିଛି । ତେଣୁ ବିଶ୍ଵର 7 ଟି ବଡ ବଡ ଦେଶର ପର୍ବତ ମୋ ପୁଅ ଆହୋରାଣ କରିସାରିଲାଣି । ତେବେ ନିକଟ ଅତୀତରେ ଆଣ୍ଟାର୍କଟିକାର ମାଉଣ୍ଟମିଶନରେ ପର୍ବର ମଧ୍ୟ ଚଢିଥିଲା । ତେବେ ସେଠାରେ ଚଢି ଦେଶର ପତାକା ମଧ୍ୟ ଉଡାଇଛି ।

ତେଣୁ ମୋ ପୁଅର ଏହି ସମସ୍ତ କାର୍ଯ୍ୟ ଦେଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ପୁଅକୁ ବଧାଇ ଦେବା ପାଇଁ ତାଙ୍କ ନବୀନ ନିବାସକୁ ଡକାଇ ପଠାଇଥିଲେ । ତେବେ ବିଧାୟକ ସୁର ରାଉତଙ୍କ କହିବା ଆଧାରରେ ମୁଁ ଓ ମୋ ପୁଅ ସିଦ୍ଧାର୍ଥଙ୍କୁ ସୌଜନ ମଣ୍ଡଳରେ ସାକ୍ଷାତ କରିବା ନବୀନ ନିବାସ ଯାଇଥିଲୁ । ସେଠାରେ ମାନ୍ୟବର ନବୀନ ପଟ୍ଟନାୟକ ଓ 5 ଟି ସଚିବ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ସେଠାରେ ମୁଖ୍ୟମନ୍ତ୍ରୀ ମୋ ପୁଅ ସିଦ୍ଧାର୍ଥକୁ ସମସ୍ତ ତଥ୍ୟ ପଚାରି ବୁଝିଲେ । ସିଦ୍ଧାର୍ଥର ପର୍ବତ ଆହୋରାଣ ଷ୍ଟୋରି ଜାଣିଲ ପରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଖୁସି ହୋଇଗଲେ । ମୋ ପୁଅ ସିଦ୍ଧାର୍ଥକୁ ତା’ ର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ବଧାଇ ମଧ୍ୟ ଜଣାଇଲେ । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋ ପୁଅ ସିଦ୍ଧାର୍ଥ ଏହି ସମସ୍ତ କଥା ବିଷୟରେ ଆଲୋଚନା କରିବା ପାଇଁ ନବୀନ ନିବାସ ଯାଇଥିଲା ।

ତେବେ ଯେଉଁ ଲୋକ ଭାବୁଛନ୍ତି । ଯେ ମୁଁ ଆଉ ମୋ ପୁଅ ରାଜନୀତି ପ୍ରଶଙ୍ଗରେ କିଛି ଆଲୋଚନା କରିବା ପାଇଁ ନବୀନ ନିବାସକୁ ଯାଇଥିଲୁ । ତେବେ ତାଙ୍କର ଧାରଣା ସଂପୂର୍ଣ୍ଣ ଭୁଲ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *