ଜେଲ୍ ରେ ପୁଅ ସହ କଥା ହେଲା ବେଳେ ଭୋ-ଭୋ ହେଇ କାନ୍ଦି ପକାଇଲା ଗୋପାଳ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ ଦାସ ନିଜ ପୁଅ ସହ କଥା ହେବା ସମୟରେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଲା । ତେବେ ହଁ ବନ୍ଧୁଗଣ ଏପରି କିଛି ଶୁଣିବାକୁ ମିଳିଛି । ଯେଉଁଠାରେ କି ପୂର୍ବତନ କ୍ଯାବିନେଟ ପାହ୍ୟାର ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ gulee mada କରିବା ଘଟଣାକୁ ୨୫ ଦିନ ଭଳି ବିତିଗଲାଣି । ତେବେ ସେବେଠାରୁ ହିଁ ଅଭିଯୁକ୍ତ ଗୋପାଳକୁ ପୋଲିସ ଅଟକ ରଖି ଗୋଟିଏ ପରେ ଗୋଟିଏ ତଦନ୍ତ ଗୋପାଳ ଉପରେ ଜାରୀ ରଖିଛି ।

ସେବେଠାରୁ ଗୋପାଳ ନିଜ ଘରକୁ ଯାଇ ପାରିଛି  ନା ଗୋପର କେହି ଘର ଲୋକେ ଗୋପାଳକୁ ଭେଟ କରିବାକୁ ଆସିଛନ୍ତି । ତେବେ ଆଜି ଗୋପାଳର ସମ୍ପର୍କୀୟ ତଥା ଗୋପାଳର ବଡ ଭାଇ ସତ୍ୟନାରାୟନ ଦାସ ଓ ଗୋପାଳର ପୁଅ ମନୋଜ ଦାସ ଗୋପାଳ ଦାସକୁ ଭେଟିବା ପାଇଁ ଆସିଥିଲେ । ତେବେ ନବ ଦାସ gulee କା-ଣ୍ଡ ପରେ ଗୋପାଳକୁ ଝାରଶୁଗୁଡା ଚୌଦାର ଜେଲରେ ରଖା ଯାଇଥିଲା । ତେବେ ପାଖାପକ୍ଷୀ ସପ୍ତାହେ ହେବ ଗୋପାଳକୁ ଚୌଦାର ମଣ୍ଡଳ କାରାଗାରକୁ ଅଣା ଯାଇଛି ।

ତେବେ ସେହି ଚୌଦାର ଜେଲରେ ଗୋପାଳର ରହିବା ପରେ ଆଜି ଗୋପାଳର ଘର ଲୋକ ମାନେ ଗୋପାଳର ବଡ ଭାଇ, ଓ ଗୋପାଳର ପୁଅ ଗୋପାଳକୁ ଭେଟିବା ପାଇଁ ଆସିଥିଲେ । ତେବେ ଜେଲ୍ ର ଅନୁମତି ନେଇ ଗୋପାଳ ଦାସକୁ ଭେଟିବାର ସବୁ କିଛି ଠିକ କରଯାଇଥିଲା । ତାପରେ ଗୋପାଳକୁ ନଜର ଆଢୁଆଳରେ ରଖି ୩ ନମ୍ବର ଜେଲର ସେଲରୁ କାଢି ସାକ୍ଷାତକାର ରୁମ୍ ରେ ଗୋପାଳ ସହ ଗୋପାଳର ବଡ ଭୟ ଓ ପୁଅ ଭେଟିଥିଲେ ।

ତେବେ ଏତେ ଦିନ ପରେ ଜେଲରେ ରହୁଥିବା ଅବସ୍ଥାରେ ଗୋପାଳ ନିଜର ପରିବାର ଲୋକଙ୍କୁ ଦେଖି ଅତ୍ୟନ୍ତ ଭାବ ବିହ୍ଵଳ ହୋଇପଡିଥିଲା । ଗୋପାଳ ସହିତ ତା’ ଘର ପରିବାର ଲୋକେ ହତୟଆ ସମ୍ପର୍କରେ କିଛି ମଧ୍ୟ ଇଆଡୁ ସିଆଡୁ ପଚାରିନଥିଲେ । କେବଳ ଗୋପାଳ କେମିତି ଅଛି । ଗୋପାଳର ଭଲ ଓ ମନ୍ଦ ବିଷୟରେ ଗୋପାଳର ବଡ ଭାଇ ଓ ପୁଅ ପଚାରିଥିଲେ ।

ତେବେ ଗୋପାଳ ମଧ୍ୟ ଭାଇ ଓ ପୁଅକୁ ଘରର ପରିସ୍ଥିତି ବିଷୟରେ ପଚାରି ବୁଝିଥିଲା। ତେବେ ୧୦ ମିନିଟର ସାକ୍ଷାତକାର ପରେ ପୁଣି ଥରେ ଗୋପାଳକୁ ଜେଲର ସେଲ ଭିତରକୁ ନିଆଯାଇଥିଲା । ତାପରେ ଗୋପାଳର ଭାଇ ଓ ପୁଅ ଘରକୁ ଫେରିଯାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *