ଓଃ କି ଭୟଙ୍କର ଦୃଶ୍ୟ ! ବାପା ସାମ୍ନାରେ ପୁଅକୁ ପିଟିଦେଲା କାର…ଭାଇରାଲ ହେଉଛି ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିଲାଙ୍କ ପିଲାଳିଆମୀ ଯେ କେତେ ଭୟଙ୍କର ସାବ୍ୟସ୍ତ ହୋଇପାରେ । ଘଟିଯାଇଥିବା ଯାଇଥିବା ବର୍ତ୍ତମାନର ଏପରି ଘଟଣାକୁ ଅନୁଧ୍ୟାନ କରିଲେ ସ୍ପଷ୍ଠ ଭାବରେ ଜଣା ପଡିଯାଇଥାଏ । ତେବେ ନିରୀହ ୭ ବର୍ଷର ପିଲାଟି କଣ ଜାଣିଥିଲା ତା’ ର ଏହି ସାମାନ୍ଯ ଚଞ୍ଚଲତା ତା’ ପାଇଁକି କେତେ ବଡ ଗୁରୁତର ପରିସ୍ଥିତି ନେଇକି ତା’ ଜୀବନକୁ ଆସିଯିବ ।

ତେବେ ହଁ ବନ୍ଧୁଗଣ ସୂଚନା ମୁତାବିକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରୁ ଆସିଥିବା ଏକ CC TV ଫ୍ୟୁଟେଜରୁ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସେହି ଫ୍ୟୁଟେଜରେ ଜଣେ ବାପା ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରୁ ସମୟ କାଢି ନିଜ ଛୋଟ ପୁଅଟିକୁ ବୁଲାଇବା ପାଇଁ ଆଣିଥିଲା । ଟିକିଏ ଅନ୍ୟମନସ୍କ ହୋଇ ବାପା ଟିକେ ଘର ଭିତରକୁ ପଳାଇଥିଲେ । ତେବେ ପୁଅଟି ବାପାଙ୍କ ଅନୁପସ୍ଥିତିରେ ରାସ୍ତାର ଏପଟେ ସେପଟେ ଗାଡି ଯାଉଥିବା ରାସ୍ତାରେ ଦୌଡାଦୌଡି କରୁଥିଲା ।

ତେବେ ବାପା ଯେତେବେଳେ ଦେଖିବାକୁ ପାଇଲେ ଯେ ତାଙ୍କ ପୁଅ ରାସ୍ତାର ସେପଟକୁ ଚାଲିଯାଇଛି । ତେବେ ସେ ପୁଅକୁ ଏପଟ ରାସ୍ତାକୁ ସୁରକ୍ଷାର ସହ ଆଣିବାକୁ ଉଦ୍ୟମ କରିଥିଲେ । ହେଲେ ସାମାନ୍ଯ କିଛି ମୂହୁର୍ତ୍ତର ସମୟ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ରାସ୍ତାରେ ପ୍ରତିଦିନ କେତେ ଯେ ଗାଡି ମଟର ଯିବା ଆସିବା ପାଇଁ କରୁଥାନ୍ତି । ତେବେ ପିଲାଟି କଣ ଜାଣିଥିଲା । ଏହି ରାସ୍ତା ପାର ତା’ ପାଇଁ ଏତେ ମହଙ୍ଗା ପଡିଯିବ ।

ତେବେ ପିଲାଟି ସେପଟ ରାସ୍ତା ପାଟରୁ ଏପଟ ରାସ୍ତା ପାର ହେବା ସମୟରେ ହଟାତ ଏକ ଗାଡି ଆସି ପିଲାଟିକୁ ପିଟିଦେଇଥିଲା । ତାପରେ ସଙ୍ଗେ ସଙ୍ଗେ ପିଲାଟି ସ୍ଵାସ୍ଥବସ୍ତା ଗୁରୁତର ହୋଇଯାଇଥିଲା । ତେବେ ପିଲାଟିକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରଯାଇଥିଲା । ତେବେ ପିଲାଟି ବର୍ତ୍ତମାନ ଜୀବନ ମରଣ ସହିତ ସଂଘର୍ଷ କରୁଛି । ତେବେ ପିଲାଟିକୁ ଧକ୍କା ଦେଇଥିବା କାରଟି ଧକା କରିସାରିବା ପରେ ଘଟଣା ସ୍ତଳରୁ ଛୁ ମନ୍ଥର ହୋଇଯାଇଥିଲା ।

ତେବେ ଏହା ଉପରେ ଅଭିଯୋଗ କରିବା ପରେ CC TV ଫ୍ୟୁଟେଜ ଆଧାରରେ ପୋଲିସ ମାମଲା ଉପରେ ତଦନ୍ତ ଜାରୀ କରିଛି । ତେବେ ଏପରି ଘଟଣା ପ୍ରତ୍ଯେକଟି ବାପା ଓ ମାଆଙ୍କ ପାଇଁ ସନ୍ଦେଶ ଓ ଚେତାବନୀ ସୃଷ୍ଟି କରିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *