ସବୁ ମାମଲାକୁ କରି ଦେଉଥିଲେ ରଫା-ଦଫା, ଅର୍ଚ୍ଚନାଙ୍କୁ ସୁରକ୍ଷା ଦେଉଥିଲେ ଲେଡି ଇନ୍ସପେକ୍ଟର ! ଦେଖନ୍ତୁ କିଏ ସେହି ଲେଡି ଇନ୍ସପେକ୍ଟର?
ବନ୍ଧୁଗଣ, ସୂଚନା ଅନୁଯାୟୀ ହନିଟ୍ରପ ସାମ୍ରାଜ୍ୟର ଲିଡ ରୋଲରେ ଥିଲେ ଜଣେ ଲେଡି ଇନ୍ସସ୍ପେକ୍ଟର । ଏବଂ ସେ ମାମଲା କୁ ରଫା ଦଫା କରି ଚପାଇ ଦେବାରେ ଭୂମିକା ତୁଲାଉଥିଲେ । କାଷ୍ଟିଂକାଉଚ ଅଭିଯୋଗରେ ପ୍ରଯୋଜକଙ୍କ ସହ ଡିଲ କରାଉଥିଲେ …
Read More