ନଳକୂପରୁ ବାହାରୁଛି mada ! ଯେତେ ମାରିଲେ ସେତେ ବାହାରୁଛି, ଲିଟର ଲିଟର madare ଭାସୁଛି ଫସଲ କିଆରୀ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ନଳକୂପ ରୁ ବାହାରୁଛି ମ-ଅଦ । ଯେତେ ମାରିଲେ ସେତେ ମ-ଅଦ ବାହାରୁଥିବାର ଦେଖିବାକୁ ମିଳିଥିଲା । ଲିଟର ଲିଟର ମ-ଅଦରେ ଭାସିଥିଲା ଫସଲ । ବିଲରେ ପୋଲିସ, ଏବଂ ପୋଲିସ ହାତରେ ହ୍ୟାଣ୍ଡପମ୍ପ ଥିଲା । ଯେତିକି ହ୍ୟାଣ୍ଡପମ୍ପ ମାରୁଥିଲେ ସେତିକି ଭାବରେ ବାହାରୁ ଥିଲା ମ-ଅଦ । ମ-ଅଦରେ ଭାସୁଥିଲା ବିଲ ଏବଂ ଏହାକୁ ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ବିଲ ମଝିରେ ପୋଲିସ କରୁଥିଲେ ରେଡ । ମାଟିତଳୁ ବାହାର କରୁଥିଲେ ଦେଶୀ ମ-ଅଦ । ଚାଷ ଜମିରେ ପୋତା ହୋଇଥିଲା ଡ୍ରମ ଡ୍ରମ ଦେଶୀ ମ-ଅଦ । ମଧ୍ୟ ପ୍ରଦେଶ ର ଭାନପୁର ଗ୍ରାମରେ ପୋଲିସ କରିଥିଲେ ଦେଶୀ ମ-ଅଦର ଚଢାଉ । ଗାଁ ର ଘର ଘର ବୁଲି ରେଡ କରିବା ପରେ ପୋଲିସ ପହଞ୍ଚିଥିଲା ଚାଷ ଜମିରେ । ଏହାପରେ ପୋଲିସ ଯାହା ଦେଖିଲା ତାହା ଦେଖି ବହୁତ ଆଶ୍ଚର୍ଯ୍ୟ ।

ତେବେ ଚାଷ ଜମିରେ ପୋତା ହୋଇଥିଲା ୮ ଟି ଡ୍ରମରେ ଦେଶୀ ମ-ଅଦ । ପୋଲିସ ମ-ଅଦର ସୁରାଗ ପାଇଲା ପରେ ହ୍ୟାଣ୍ଡପମ୍ପ ସାହାର୍ଯ୍ୟ ରେ ମ-ଅଦ କୁ ବାହାର କରିଥିଲା । ଏହା ପରେ ମ-ଅଦ ଏତେ ମାତ୍ରାରେ ବାହାରିଥିଲା ଯେ ଫସଲ ଜମି ମ-ଅଦରେ ଉବୁଡୁବୁ ହେଉଥିଲା । ମାତ୍ର ପୋଲିସ ଦେଶୀ ମ-ଅଦ କୁ ନଷ୍ଟ କରିବା ସହିତ ମ-ଅଦ ବେପାରୀ ଙ୍କୁ ଚିହ୍ନଟ କରିଥିବା ଜଣା ପଡିଛି ।

ତେବେ ଏହିଭଳି ନିଶା ଦ୍ଵାରା ଅନେକ ପରିବାର ନଷ୍ଟ ହେବାରେ ଲାଗିଛି । ପରିବାରର ମୁଖିଆ ଯେତେବେଳେ ମ-ଅଦ ନିଶାରେ ବୁଡି ରହୁଛି ସେତେବେଳେ ସେ ଇନ୍ଦ୍ରଚନ୍ଦ୍ର ମଧ୍ୟ ମାନୁନାହିଁ । ଏହାଫଳରେ ତାଙ୍କ ପରିବାର ଲୋକେ ତଥା ପିଲାଛୁଆ ଙ୍କୁ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଛୋଟ ଛୋଟ ଛୁଆ ମାନଙ୍କର ଭବିଷ୍ୟତ ନଷ୍ଟ ହେବାରେ ଲାଗିଛି ।

ବିଶେଷ କରି ଏହା ଗାଁ ମାନଙ୍କରେ ବିଶେଷ ଭାବରେ ଦେଖିବାକୁ ମିଳିଛି । ଘରର ମହିଳା ମାନେ ଏ ନେଇ ବହୁତ ଚିନ୍ତିତ ହୋଇଗଲେଣି । କାରଣ ସେମାନଙ୍କ ସ୍ଵାମୀ ଯେତେବେଳେ ନିଶା କରି ଆସୁଛନ୍ତି ସେତେବେଳେ ମାରପିଟ କରିବା ସହିତ ଝଗଡା କରି ଘରେ ଅଶାନ୍ତି ର ମାହୋଲ କରିବାକୁ ପଛାଉ ନାହାଁନ୍ତି । କିନ୍ତୁ ଏ ସବୁ ପରେ ମଧ୍ୟ ସେମାନଙ୍କ ମୁଣ୍ଡରେ ବୁଦ୍ଧି ପଶୁନାହିଁ କି ସୁଧୁରୁ ନାହାଁନ୍ତି । ଶେଷରେ ପୋଲିସ ହାତରେ ପଡି ଜେଲ କୁ ଯାଉଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *