ଦୀପିକାଙ୍କ ପାଇଁ ଆସିଲା ଖୁସି ଖବର, ସବୁ ଅପେକ୍ଷାର ଅନ୍ତ ଘଟାଇ ଆସୁଛି ଦିନେଶ, କଣ ଦୀପିକାଙ୍କୁ କରିବ ବିବାହ ? ଦେଖନ୍ତୁ…

ନ୍ଧୁଗଣ ନମସ୍କାର, ତେବେ ଅପେକ୍ଷା ର ଘଟିବ ଅନ୍ତ । ଦୀପିକା ଙ୍କ ପାଇଁ ଆସିବ ଦିନେଶ । ଏତେ ଦିନ ପରେ ମିଳିବ ଖୁସି ଖବର । ଦୀପିକା ଙ୍କ ପାଖକୁ ଫେରି ଆସିବ ଦିନେଶ । ବହୁତ ଦିନରୁ ଅଲଗା ହୋଇ ଯାଇଥିବା ଦୀପିକା ଓ ଦିନେଶ ଆଜି ଏକାଠି ହେବେ । ଆଜି ମିଶିବ ଦୁଇଟି ଆତ୍ମା । ଏକାଠି ହେବ ଦୁଇ ଶରୀର । ସେଥିପାଇଁ ତ ଦୌଡ଼ି ଦୌଡ଼ି ଗଞ୍ଜାମ ରୁ ଆସିଛନ୍ତି ଦୀପିକା । ସାଥିରେ ପୁଅ କୁ ଧରି ଧାଇଁ ଆସିଛନ୍ତି ରାଜଧାନୀ ଭୁବନେଶ୍ବର କୁ ।

ଦୀପିକା ଦିନେଶ କୁ ଦେଖା କରିବାକୁ ଆସିଛନ୍ତି । ଆଜି ପୁଅ ବି ବହୁତ ଖୁସି । କାହିଁକି ନା ପୁଅ ଦେଖିବ ତା’ ବାପା ଙ୍କୁ ଏବଂ ପୁଅ କୁ ମିଳିବ ବାପା ର ପରିଚୟ । ପୁଅ ର ହେବ ଆଧାରକାର୍ଡ ଏବଂ ପୁଅ ଯିବ ସ୍କୁଲ । ଆଜି ତା’ ବାପା ଆସିବେ ଏବଂ ତାକୁ କୋଳେଇ ନେବେ । ସେଥିପାଇଁ ପୁଅ ବି ଆସିଛି ବାପା କୁ ଦେଖିବାକୁ । ଏବେ ହେବ ଗୋଟିଏ ପରିବାର ର ମିଳନ ।

ସବୁ ରାଗରୁଷା ଭୁଲି ଦିନେଶ ଆପଣାଇ ନେବ ଦୀପିକା ଙ୍କୁ । ତେବେ ଦ୍ଵିତୀୟ ଥର ପାଇଁ ମହିଳା କମିଶନ ରେ ହାଜର ହୋଇଛନ୍ତି ଦୀପିକା । ଦୀପିକା ଙ୍କ ସହିତ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ମହିଳା କମିଶନର ଙ୍କ ପାଖରେ ହାଜର ହୋଇଛନ୍ତି ।

ଏବେ ନ୍ୟାୟ ପାଇବା ପାଇଁ ଭୁବନେଶ୍ବର ରୁ ଗଞ୍ଜାମ କୁ ଦୌଡ଼ି ଆସିଛନ୍ତି ପୁଅ କୁ ଧରି ଦୀପିକା । ପୁଅ ର ଆଧାରକାର୍ଡ ହେବା ପରେ ସେ ପାଠ ପଢିବ । ଯେଉଁ କାରଣରୁ ଦିନେଶ ହାଜର ହେବ ମହିଳା କମିଶନର ଙ୍କ ପାଖରେ । ଏବେ ଦୀପିକା ଓ ଦିନେଶ ର ପ୍ରେମ କାହାଣୀ ଗଞ୍ଜାମ ରୁ ଆସି ଭୁବନେଶ୍ୱର ରେ ପହଁଚିଲାଣି । ଓଡ଼ିଶା ରେ ଚହଳ ସୃଷ୍ଟି କଲାଣି ଦୀପିକା ଙ୍କ ଧାରଣା ।

ଭେସ୍ପା ସୋ ରୁମ ରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଏବେ ରାଜଧାନୀ ରେ ଆସି ପହଂଚିଲାଣି । ତେବେ ଏହି ପ୍ରେମ କାହାଣୀ ଆଗାମୀ ସମୟରେ କେଉଁ ମୋଡ଼ ନେବ ତାହା ତ କେବଳ ଭବିଷ୍ୟତ ରେ ହିଁ ଜଣା ପଡ଼ିବ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *