ସବୁଠୁ ବଡ ଖୁଲାସା ! ଗୋପନରେ ରହି ଯୁବତୀଙ୍କ ମୁହଁ band ରଖିବାକୁ ବାଧ୍ୟ କରୁଛି ଅର୍ଚ୍ଚନାଙ୍କ ସ୍ୱାମୀ, କହୁଛି ଯଦି ତୁମେ କେହି ବି ମୁହଁ ଖୋଲିଲ ତ…

ବନ୍ଧୁଗଣ, ସୂଚନା ଅନୁଯାୟୀ ମହିଳା ବ୍ଲାକମେଲର ସୁନ୍ଦରୀ ଅର୍ଚ୍ଚନା ନାଗ ଧରା ପଡିବା ପରେ ତାଙ୍କ କଳା କାରନାମାର ଫର୍ଦ୍ଧ ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ଏହା ସହିତ ବହୁ ବଡ ବଡିଆ ତାଙ୍କ ସାନିଧ୍ୟ ଲାଭ କରିଥିଲେ ବୋଲି କୁହାଯାଉଛି । ମାତ୍ର ଏହି ରହସ୍ୟ ଉପରୁ ପରଦା ହଟିବା ପୂର୍ବରୁ ଅର୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ ପ୍ରମାଣ ନଷ୍ଟ କରୁଥିବା ବର୍ତ୍ତମାନ ଚର୍ଚା ହେଉଛି । କଥା ଉଠୁଛି ଯେ ଯେଉଁଦିନ ପୋଲିସ ଅର୍ଚନା ଙ୍କୁ ଗିରଫ କରିଥିଲା ସେଦିନ ସତ୍ୟବିହାର ଘରେ ଅର୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ ଉପସ୍ଥିତ ଥିଲେ ।

ମାତ୍ର ପୋଲିସ ଜାଣିଶୁଣି ଜଗବନ୍ଧୁ ଙ୍କୁ ଗିରଫ କରି ନଥିଲା । ଯଦି ପୋଲିସ ସେହି ମହିଳା ଙ୍କ ଅଭିଯୋଗ ଆଧାରରେ ସେହି ମହିଳା ଙ୍କୁ ଗିରଫ କରିଛି ଆଉ ଖଗେଶ୍ଵର ଙ୍କୁ ଜେରା କରିଛି ତେବେ ଅର୍ଚ୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ ଙ୍କୁ କାହିଁକି ନୁହେଁ ? କୁହାଯାଉଛି ଯେ ସୁନ୍ଦରୀ ଅର୍ଚ୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ ଙ୍କର ଦେହ ଖରାପ ଥିବାରୁ ତାଙ୍କୁ ଖାଲି ନୋଟିସ କରିଛି ପୋଲିସ ।

ମାତ୍ର ଏଠାରେ କହି ରଖିବା ନିମନ୍ତେ ଚାହିଁବୁ ଯେ ବର୍ତ୍ତମାନ ଚର୍ଚା ହେଉଛି ଯେ ପ୍ରମାଣ ନଷ୍ଟ କରିବାରେ ଲାଗିଛି ଜଗବନ୍ଧୁ । ଆଉ ଯେଉଁମାନେ ଅଭିଯୋଗ କରିଛନ୍ତି ତାଙ୍କୁ ଡରାଉଛି ଏବଂ ଧମକାଉଛି, ତେବେ ଗୋପନରେ ରହିଛି ସୁନ୍ଦରୀ ଅର୍ଚ୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ । ଆଉ ଖଗା ଜାଗା ଏକାଠି ରହି ସୁନ୍ଦରୀ ଅର୍ଚ୍ଚନା ଙ୍କ ପାଇଁ ଅଣ୍ଟା ଭିଡିଛନ୍ତି ।

ସେମାନେ ସୁନ୍ଦରୀ ଅର୍ଚ୍ଚନା ଙ୍କୁ ମୁକୁଳାଇବା ନିମନ୍ତେ ପ୍ରୟାସ କରୁଛନ୍ତି । ଲୋକେ ଏଥି ନିମନ୍ତେ ଏହି କଥାର ଚର୍ଚ୍ଚା କରୁଛନ୍ତି ଯେ ଅର୍ଚ୍ଚନା ଙ୍କ ଗିରଫ ଦାରି ପରେ ଯେଉଁ ଯୁବତୀ ମାନଙ୍କ କଥା ଉଠୁଥିଲା ତାକୁ ନେଇ ମାଳମାଳ ପ୍ରଶ୍ନ ଉଙ୍କି ମାରୁଛି । ଅପର ପାର୍ଶ୍ଵରେ କୁହାଯାଇଅଛି ଯେ ଅର୍ଚ୍ଚନା ଙ୍କ ସ୍ଵାମୀ ଧମକ ଦେଇ ଯୁବତୀ ଙ୍କ ମୁହଁ ବନ୍ଧ ରଖିବା ନିମନ୍ତେ ବାଧ୍ୟ କରୁଛନ୍ତି । କାରଣ ଅଭିଯୋଗ କରିଥିବା ଯୁବତୀ ଙ୍କର ବର୍ତ୍ତମାନ ଦେଖା ମିଳୁନାହିଁ ।

ଜେଭଳି ପ୍ରଥମେ ଅର୍ଚ୍ଚନା ଅଭିଯୋଗ କରନ୍ତି ଏହାପରେ ଟଙ୍କା ପାଇ ଚୁପଚାପ ବସି ଜାଆନ୍ତି ଆଉ ଯେତେ ଡାକିଲେ ମଧ୍ୟ ଥାନା କୁ ଜାଆନ୍ତି ନାହିଁ କି ପ୍ରମାଣ ଦିଅନ୍ତି ନାହିଁ । ଠିକ ସେହିଭଳି ଟଙ୍କା ର ଲୋଭ ନଚେତ ଧମକ ଦେଇ ଯୁବତୀ ଙ୍କୁ କୁଆଡେ ଲୁଚାଇଥିବା ଚର୍ଚା ହେଉଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *