କାଲି ଫାଷ୍ଟ ଆଣ୍ଡ ଲାଷ୍ଟ, ଦିନେଶ ଆସିବ, ନିଆଯିବ ଶେଷ ନିଷ୍ପତ୍ତି, କଣ କହିଲେ Pramila Tripathy, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଦୀପିକା ଙ୍କ ପାଖ କୁ ଫେରି ଆସିଲେ ପ୍ରମିଳା ମା ଦୀର୍ଘ ଦୀନ ପରେ ଫୁଣି ବସିଲେ ପ୍ରମିଳା ତ୍ରିପାଠୀ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା କି ପ୍ରମିଳା ତ୍ରିପାଠୀ କାଳେ ଦୀପିକା ଙ୍କ ସାଥ ଛାଡ଼ି ଦେଲେ କିନ୍ତୁ ସମସ୍ତ ଙ୍କ କଥା କୁ ଭୁଲ୍ ପ୍ରମାଣିତ କଲେ ଆଜି ଫୁଣି ଫେରିଆସିଛନ୍ତି ଦୀପିକା ଙ୍କ ପାଖକୁ ଆଊ ଦୀପିକା ଙ୍କ ପାଇଁ ବହୁତ୍ ସାରା ଜିନିଷ ପତ୍ର ଆଣିଛନ୍ତି କୁମାରର୍ପୂର୍ଣିମା ପାଇଁ ଟଙ୍କା ମଧ୍ୟ ଦେଇଥିଲେ ।

ତେବେ ପ୍ରମିଳା ମା ଗଣ ମାଧ୍ୟମ ସାମ୍ନା ରେ ମଧ୍ୟ କହିଛନ୍ତି ତାଙ୍କର ଦଶ ଦିନ ହେବ ତାଙ୍କ ଦେହ ଖରାପ ଥିଲା ସେଥି ପାଇଁ ସେ ଦୀପିକା ଙ୍କ ପାଖ କୁ ଆସି ପାରୁ ନଥିଲେ ସେ ଅସୁସ୍ଥ ଥିବାରୁ କ୍ୟାମେରା ସାମ୍ନା ରେ ମେଡିକାଲ ରିପୋର୍ଟ ମଧ୍ୟ ଦେଖେଈଛନ୍ତି । ପ୍ରମିଳା ତ୍ରିପାଠୀ ମିଡ଼ିଆ ରିପୋର୍ଟର ସାମ୍ନା ଆଗରେ ବି କହିଛନ୍ତି ତାଙ୍କ ଦେହ ଏତେ ଅସୁସ୍ଥ ଥିଲା କି ତାଙ୍କୁ ସଲାଇନ ମଧ୍ୟ ଲାଗିଛି ତାଙ୍କ ପୁଅ ଝିଅ ତାଙ୍କ ସେବା ଯତ୍ନ କରି ତାକୁ ଭଲ କରିଛନ୍ତି ସେ ଏହା ମଧ୍ୟ କହିଛନ୍ତି ପ୍ରମିଳା ତ୍ରିପାଠୀ ଗାଏବ ହୋଇନି ଦିନେଶ ଓ ତାର ପରିବାର ଗାଏବ ହୋଇଛନ୍ତି ।

ତେବେ ଦର୍ଶକ ବନ୍ଧୁ ୭୦ ଦିନ ବିତି ଗଲାଣି ଦୀପିକା ଙ୍କ ଘଟଣା ଖରା ବର୍ଷା ରେ ବସିଛନ୍ତି ନାୟ ପାଇଁ ସେମିତି ଧାରଣ ରେ ବସିଛନ୍ତି ଦୀପିକା । ଦର୍ଶକ ବନ୍ଧୁ ଯଦି ଦେଖିବା ଦୀପିକା ଓ ଦିନେଶ ଙ୍କ ପ୍ରେମ କାହାଣୀ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି ବିଶ୍ୱାସ ରୁ ଆରମ୍ଭ ହୋଇଥିବା ପ୍ରେମ ଏବେ ଦାଣ୍ଡ ରେ ପଡ଼ି ହାଟ ରେ ଗଡିଲାନି । ଦାଣ୍ଡରେ ପଡ଼ିରହିଛନ୍ତି ଦୀପିକା ଙ୍କ ବିଶ୍ୱାସ ଦିନେଶ ତାଙ୍କ ପାଖକୁ ଆସିବେ ଓ ତାଙ୍କ ପ୍ରେମ ସହ କୋଳେଇ ନେବେ ଆଉ ସ୍ତ୍ରୀ ର ମାନ୍ୟତା ଦେବେ ଘରେ ରଖିବେ ଓ ତାଙ୍କ ପୁଅ ସ୍ତ୍ରୀ ସହିତ ହସ ଖୁସିରେ ସଂସାର ଗଢିବେ ।

ତେବେ ଆଜି ସେମାନେ ସବୁ ମହିଳା କମିଶନଙ୍କ ପାଖକୁ ଯାଇଥିଲେ ତେବେ ନିଜର କାଉନସିଲିଂ ପାଇଁ । ତେବେ କିନ୍ତୁ ସେମାନେ ଭୁଲ ତାରିଖରେ ଆସି ଯାଇଥିଲେ । ତେବେ ଆସନ୍ତା କାଲି ରେ ହେବ ଦୀପିକା ଓ ଦିନେଶ ଙ୍କ ଭିତରେ କାସୁନସିଲିଂ । ତେବେ ପ୍ରମିଳା ତ୍ରିପାଠୀ ଙ୍କ କହିବା କଥା କି ଆଜି ସେମାନେ ମହିଳା କମିଶନର ମାଡାମ ଙ୍କ ସହ କଥା ହୋଇଛନ୍ତି ସେ ଦିନେଶ କୁ ନିର୍ଦେଶ ଦେଇଛନ୍ତି କି ଆସନ୍ତା କାଲି ଏଠାରେ ପହଂଚିବେ ଏବଂ ସବୁ କଥାର ସମାଧାନ ହେବ ।

ତେବେ ଦୀପିକା କହିଛନ୍ତି ଯେଉଁ ପର୍ଯ୍ୟନ୍ତ ମୋ ପିଲା କୁ ବାପର ପରିଚୟ ମିଳି ନାହିଁ ସେତେ ଦିନ ପର୍ଯ୍ୟନ୍ତ ମୁ ଧାରଣାରେ ବସି ରହିବି । ତେବେ ଆପଣ ମାନେ ଜାଣିଥିବେ କି ମୋ ଶାଶୁ ଶଶୁର କିପରି ମୋତେ ହଇରାଣ କରିଥିଲେ । ତେବେ ମୋତେ ନ୍ୟାୟ ଦରକାର । ତେବେ ଏହା ଛଡା ସେ କହିଛନ୍ତି କି ମୋତେ କୌଣସି ନୋଟିସ ମିଳି ନଥିଲା ତେବେ ମୁଁ କିପରି ଜାଣିବି କି ମୋତେ କେଉଁ ତାରିଖ ମିଳିଛି । ତେବେ ସେଥିପାଇଁ ଏହି ଦ୍ଵନ୍ଦ ହୋଇଛି । ତେବେ କାଲି ଦିନେଶ ନିଶ୍ଚିତ ଆସିବେ ବୋଲି ମୁଁ ଆଶା ରଖିଛି ।

ତେବେ ସୂଚନାଯୋଗ୍ୟ ଯେ ଯୁବକ ଦିନେଶ ଗତ କିଛି ବର୍ଷ ଧରି କେ.ଦୀପିକାଙ୍କୁ ପ୍ରେମ କରୁଥିଲେ । ତେବେ ଏହାପରେ ଦୀପିକା ଗର୍ଭବତୀ ହେବାରୁ ତାଙ୍କୁ ଛାଡିଦେଇ ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ କଲେ ଦିନେଶ । ଏନେଇ ଟାଉନ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଆଉ ଦିନେଷ ଗିରଫ ହୋଇଥିଲେ । ପରେ ଜାମିନ୍ ରେ ମୁକୁଳି ଥିଲେ ।

ଘଟଣା ଏବେ ହାଇକୋର୍ଟରେ ବିଚାରଧୀନ ଥିବାବେଳେ ଏବେ ଦିନେଶଙ୍କ ପିରବାର ଲୋକେ ତାଙ୍କୁ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଖବର ପାଇଲେ ଦୀପିକା । ଯାହାକୁ ନେଇ ଦିନେଶଙ୍କ ଘର ବାହାରେ ନିଜ ଏକ ବର୍ଷର ଶିଶୁ ପୁତ୍ରକୁ ନେଇ ଦୀର୍ଘ ୭୦ ଦିନ ହେବ ଧାରଣାରେ ବସିଛନ୍ତି ଦୀପିକା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *