‘ମା ତୁ କାନ୍ଦେନି, ତ କଥା ମୁଁ ବୁଝିବି, ତୋ ପୁଅକୁ ଚାକିରୀ ଦେବି…’ BMC ଗାଡି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ କଣ କହିଲେ BMC ମେୟର ଦେଖନ୍ତୁ
ବନ୍ଧୁଗଣ, ସୂଚନା ଅନୁଯାୟୀ ଭଉବନେଶ୍ଵରରେ ଘଟିଯାଇଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲି ଯାଇଛି । ତେବେ ଏହି ଦୁର୍ଘଟଣାରେ ସ୍ଵାମୀ ଙ୍କୁ ହରାଇଥିବା ସ୍ତ୍ରୀ ଜଣଙ୍କ ବହୁତ ଭାଙ୍ଗି ପଡିଛନ୍ତି ତେବେ ତାଙ୍କୁ ଆଶ୍ଵାସନା ଦେବାକୁ ଯାଇ ମେୟର ସୁଲୋଚନା …
Read More