ଜେଲ୍ ରେ ସ୍ତ୍ରୀ ସୁନିତାକୁ ଦେଖି ଭୋ-ଭୋ ହେଇ କାନ୍ଦିଲା ଶିବ, ସୁନିତା କଲେ ବଡ ଖୁଲାସା ! କହିଲେ ‘ଏବେ ତ ମୁଁ ପେପର ଠୁଙ୍ଗା…’ ଦେଖନ୍ତୁ Video

ନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା ପୋଲିସ । ଆଉ ଗତ ପହଡଦିନ କ୍ରାଇମ ରି-କ୍ରିଏସନ କରିଥିଲା ପୋଲିସ । ତେବେ ଗତ କିଛି ଦିନ ତଳେ ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ ।

ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ । ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ହତୟଆ କରିବା ପରେ ଶିବ ଏକ ଭିଡିଓ ମଧ୍ୟ ଭାଇରାଲ କରିଥିଲା ସେହି ଭିଡିଓରେ ଶିବ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏହି ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବନ୍ଧୁଗଣ ଶିବ ଏବେ ପୁରା ଗୁମ ଖାଇ ବସୁଛି ଅନୁତାପ କରୁଛି  । ସେ ଜାଣି ସରାଇଛି ସେ କରିଥିବା ପାପ ପାଇଁ ତାକୁ ଯେତେ ଶାସ୍ତି ଦେଲେ ବି ଦୁନିଆର ସବୁ ଶାସ୍ତି ଠାରୁ କମ ହୋଇଯିବ । ଆଉ ଏହାରି ମଧ୍ୟରେ ଶିସୁଆ ଜେଲ ଭିତରେ ଥିବା ଶିବକୁ ଦେଖା କରିଛନ୍ତି ତାଙ୍କ ସ୍ତ୍ରୀ ।

ଜେଲରେ ନିଜ ସ୍ତ୍ରୀ ସୁନୀତାକୁ ଦେଖିବା ପରେ ଭୋ ଭୋ ହେଇ କାନ୍ଦି ଥିଲେ ଶିବ । ନିଜ କର୍ମ ପାଇଁ ଶିବ ଖୁବ ଅନୁତାପ କରୁଛନ୍ତି ବୋଲି କହିଛନ୍ତି ସ୍ତ୍ରୀ ସୁନିତା । ଶିବ ସୁନୀତାକୁ କାଳେ କହିଥିବ, ଯାହା ହେଲା ମୋତେ କ୍ଷମା କରିଦେବୁ ଆଇନ ଯାହା ଦଣ୍ଡ ଦେବ ମୁଁ ସହିବି । ହେଲେ ତୁ ଝିଅର ଧ୍ୟାନ ରଖୁଥିବୁ । କ୍ୟାମେରା ଆଗରେ ପରିବାର ଚଳେଇବା କଥା କହି ମନ ଦୁଃଖ କରିଥିଲେ ସୁନୀତା ।

ଶିବ ଜେଲକୁ ଯିବା ପରେ ସୁନୀତା ପେପର ଠୁଙ୍ଗା କରି ବଜାରରେ ବିକୁ ଛନ୍ତି । ଶେଷରେ ମନ ଦୁଃଖ କରି କଲା କର୍ମର ଫଳ ପାଇବୁ ବୋଲି କାନ୍ଦି କାନ୍ଦି କହିଥିଲେ ସୁନୀତା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *