ଓ୍ବାନ୍ ମେନ୍ ସୋ’ ନୁହେଁ ପୁରା ଟିମ୍ ର ଖେଳ ! କ’ଣ ଥିଲା ଷ୍ଟାଡିୟମ ମୁନସୀର ଭୂମିକା?। ସହଯୋଗୀ ରାଧେ ଗୋବିନ୍ଦଙ୍କୁ କ’ଣ କରିଥିଲା ସହଯୋଗ ? ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୱାନ୍ ମେନ୍ ସୋ ନୁହେଁ ପୁରା ଟିମ୍ ଖେଳ । ଏତେ ବଡ଼ ହ-ତ୍ୟା-କା-ଣ୍ଡ ଏକାକୀ ସମ୍ଭବ ନୁହେଁ । କଣ ଥିଲା ଷ୍ଟାଡିଅମ ମୁନ୍ସୀ ର ଭୂମିକା ? ସହଯୋଗୀ ରାଧେ ଗୋବିନ୍ଦ ଙ୍କୁ କଣ କରିଥିଲା ସହଯୋଗ-? ଗାତ ଖୋ-ଳି-ବା ପୂର୍ବରୁ ଜାଣିଥିଲା କି ଜେସିବି ଡ୍ରାଇଭର ? ଏଭଳି ତ-ମା-ମ ପ୍ରଶ୍ନ ଏବେ ସାମ୍ନା କୁ ଆସୁଛି ଯେତେବେଳେ ଗୋବିନ୍ଦ ସାହୁ ଙ୍କୁ ୫ ଦିନିଆ ରି-ମା-ଣ୍ଡ ରେ ନେଇଛି ବଲାଙ୍ଗୀର ପୋଲିସ ।

ମମତା ଙ୍କୁ ତ-ଣ୍ଟି- ଚି-ପି ହ-ତ୍ୟା କରିଥିଲା ଗୋବିନ୍ଦ । କିନ୍ତୁ ହ-ତ୍ୟା-କା-ଣ୍ଡ କୁ ଲୁ-ଚା-ଇ-ବା ପାଇଁ ହୋଇଥିବା ଉଦ୍ୟମ ରେ କେଉଁ ମାନେ ସଂ-ପୃ-କ୍ତ ଥିଲେ?  ମୁନ୍ସୀ, ରାଧେ, ଜେସିବି ଡ୍ରାଇଭର ସେମାନେ ସମସ୍ତେ ଜାଣିଥିଲେ ଅଥବା ନୁହେଁ ଯେ ଗୋବିନ୍ଦ ଏଭଳି ଏକ କା-ଣ୍ଡ କରି ଲୁ-ଚା-ଇ-ବା-କୁ ଯାଉଛି । ଗୋବିନ୍ଦ ଙ୍କ ସହଯୋଗୀ ରାଧେ ଆଣିଥିଲା କାଠ । ଷ୍ଟାଡିଅମ ମୁନ୍ସୀ ଆଣିଥିଲା ଟାୟାର ।

ପଛ ଗେଟ୍ ଖୋଲି ରଖିବାକୁ କହିଥିଲା ଗୋବିନ୍ଦ । ଗା-ତ ଖୋ-ଳି-ଥି-ଲା ଜେସିବି ଡ୍ରାଇଭର । ଗୋବିନ୍ଦ ଙ୍କ ଅଧିନ ରେ କାମ କରୁଥିବା ଏହି ସମସ୍ତ ହ-ତ୍ୟା-କା-ଣ୍ଡ ସଂପର୍କ ରେ ଜାଣିଥିଲେ ଅଥବା ନୁହେଁ ସେହି ଦିଗ ଉପରେ ବର୍ତ୍ତମାନ ଫୋ-କ-ସ କରିଛି ବଲାଙ୍ଗୀର ପୋଲିସ । କାରଣ ଗୋବିନ୍ଦ କହିଛି ସେମାନଙ୍କୁ କେବଳ ଯାହା କୁହାଯାଉଛି ସେତିକି କରିବାକୁ ସେ ନିର୍ଦ୍ଧେଶ ଦେଇଥିଲା ।

ଆଉ ଏହି ସବୁ ଭିତରେ ଘ-ଟ-ଣା ସ୍ଥଳ ରେ ପୋଲିସ ସ୍ପେଶାଲ ଟିମ୍ ମେଟାଲ ଡିଟେକ୍ଟର ଧରି ଛା-ନ-ବି-ନ୍ କରିଛି । ଉତ୍ତରାଞ୍ଚଳ ଡି ଆଇ ଜି ମଧ୍ୟ ଏହି ଘ-ଟ-ଣା ର ଚେର ପର୍ଯ୍ୟନ୍ତ ପହଁଚିବା ପାଇଁ ବଲାଙ୍ଗୀର ରେ ଡେରା ପକାଇଛନ୍ତି । କିନ୍ତୁ ଏତେ ବଡ଼ ହ-ତ୍ୟା-କା-ଣ୍ଡ କୁ ଏକୁଟିଆ ଚୂଡାନ୍ତ ରୂପ ଦେବା ସମ୍ଭବ ନୁହେଁ । ତେଣୁ କେଉଁମାନେ ସହଯୋଗ କରିଥିଲେ ଏବଂ କେଉଁ ଭଳି ସହଯୋଗ କରିଥିଲେ ତା’ ଉପରେ ଅଧିକ ନଜର ରଖିଛି ବଲାଙ୍ଗୀର ପୋଲିସ ।

Leave a Reply

Your email address will not be published. Required fields are marked *