କେଉଁ ମନ୍ତ୍ରୀଙ୍କ ଝିଅକୁ ବାହା ହେବେ Sumit ? ମିଡିଆ ଆଗରେ ମୁହଁ ଖୋଲିଲେ Tapaswini, କହିଲେ ‘ମୁଁ ବଡଲୋକ ଘର ଝିଅ ନୁହେଁ ବୋଲି ସେ ମତେ…’ ଦେଖନ୍ତୁ Video

ବନ୍ଧୁଗଣ, ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ ବର୍ତ୍ତମାନ ନୂଆ ମୋଡ ନେବାକୁ ଲାଗିଛି । ଗୋଟେ ପରେ ଗୋଟେ କଥା ବାହାରକୁ ଆସୁଛି । ସ୍ଵାମୀ ସ୍ତ୍ରୀ ର ସମ୍ପର୍କ, ଉଭୟ ମିଶି ଘର ସଂସାର କରିଲେ ସମସ୍ତଙ୍କୁ ଭଲ ତଥା ସୁନ୍ଦର ଲାଗିବ । ଉଭୟ ଉଚ୍ଚ ଶିକ୍ଷିତ ମଧ୍ୟ ମାତ୍ର ଏଭଳି ଦିନକୁ ଦିନ କଥା ବଢାଇବା ଉଭୟଙ୍କ ପକ୍ଷେ ଉଚିତ ହେଉନାହିଁ । ସୂଚନା ଅନୁଯାୟୀ ତପସ୍ଵିନୀ କିଛି ଏଭଳି କଥା ମିଡିଆ ଆଗରେ କହିଛନ୍ତି ଯାହାକୁ ଜାଣିଲେ ଆପଣ ମର୍ମାହତ ହୋଇଯିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ କଥା ଟି କଣ ?

ତପସ୍ଵିନୀ କହିଛନ୍ତି ଯେ ” ମୋର ଭୁଲ ରହିଗଲା ଏଠି ଯେ ମୁଁ ବଡ ଲୋକ ଘରର ଝିଅ ନୁହେଁ, ମୁଁ ମନ୍ତ୍ରୀ ଙ୍କ ଭାଣିଜୀ ହୋଇପାରିଲିନି କି ମୋ ବାପା ଙ୍କ ପାଖରେ କୋଟି କୋଟି ସମ୍ପତ୍ତି ନାହିଁ । କି ମୁଁ ଜଣେ ଧନୀ ଘରର ଅଥବା ଧନୀ ଝିଅ ନୁହେଁ । ବାସ ଏତିକି ଭୁଲ ରହିଗଲା । ୮ ମାସ ହେଲାଣି ସେ ଆଦୌ କଣ୍ଟାକ୍ଟ ରେ ନଥିଲେ । ଏହାପରେ କଣ ଗୋଟେ ସ୍ଵାମୀ ସ୍ତ୍ରୀ ଘରେ ଏକାଠି ରହିଗଲେ କଣ ସମ୍ପର୍କ ହୋଇଯିବ ?

ଏଠାକୁ କଣ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ବୋଲି କୁହନ୍ତି ? ସୁମିତ ଙ୍କର ସେହିଭଳି ମାଇଣ୍ଡ ହୋଇଥିବ । ମାତ୍ର ମୁଁ ଜାଣିବାରେ ଜଣେ ସ୍ଵାମୀ ସ୍ତ୍ରୀ ହସିକରି ଯେଉଁ ସବୁ କଥା ହୁଅନ୍ତି, ଦୁଖ ସୁଖ ର ସାଥି ହୁଅନ୍ତି, ଏହାକୁ ମୁଁ ଉଭୟଙ୍କର ଭଲ ସମ୍ପର୍କ ବୋଲି ଜାଣିଛି । ମାତ୍ର ଶାରୀରିକ ସମ୍ପର୍କ ଅଲଗା ହୋଇଥାଏ । ତପସ୍ଵିନୀ ଏହା ମଧ୍ୟ କହିଛନ୍ତି ଯେ, ମତେ ସୁମିତ କହିଛନ୍ତି ଯେ ଲିମିଟ ରେ ରହୁନାହାଁନ୍ତି । ମାତ୍ର ମୋର ପ୍ରଶ୍ନ ଯେ ସୁମିତ କେଉଁ ଲିମିଟ ରେ ଅଛନ୍ତି ?

ମତେ ଭଲ ପାଇଗଲେ, ମୋ ସହିତ ସମ୍ପର୍କ ରଖିଲେ, ତାଙ୍କ ବାପା ଙ୍କ ଅନିଛା ସତ୍ବେ ମୋ ସହିତ କୋର୍ଟ ମ୍ୟାରେଜ କରିଲେ । ଏହା ପରେ ଯେତେବେଳେ ମୁଁ ଗର୍ଭବତୀ ଅଛି ବୋଲି ଜଣାପଡିଲା ଗର୍ଭପାତ ମଧ୍ୟ କରାଇଦେଲ, ମତେ ଘରୁ ବାହାର କରିଦେଲ, ତମେ କହୁନ ତମେ କଣ ଲିମିଟ କ୍ରଶ କରିନ ନା ତମର ପରବର୍ତ୍ତୀ ସ୍ତ୍ରୀ ଯିଏ ହେବ ତାର ଇଜ୍ଜତ ବାହାରେ ପଡିଯାଉଛି ? ଡାଇରେକ୍ଟ କହୁନ ସେଇ କଥା ?

ମାତ୍ର ସୁମିତ ଆଜି ଯାହା କହିଛନ୍ତି ଯେ ମୁଁ ଜାଣି ଜାଣି ପବ୍ଲିସିଟି କରୁଛି ବୋଲି । ମୁଁ କଣ ପବ୍ଲିସିଟି କରିଲି ? ମୋ ସହିତ ଅନ୍ୟାୟ ହୋଇଛି ବୋଲି ମୁଁ କହିଲି । ମିଡିଆ ମୋ ପାଖକୁ ଆସୁଛନ୍ତି ବୋଲି ମୁଁ ତାଙ୍କୁ କହୁଛି । ନଚେତ ମୁଁ ଡାକି ଆଣି କାହାକୁ କିଛି କହୁନାହିଁ । ମାତ୍ର ଠିକ ଅଛି ମୁଁ ଯଦି କିଛି ଖରାପ ପବ୍ଲିସିଟି କରୁଛି ତମେ ମଧ୍ୟ ପବ୍ଲିସିଟି କରୁନ । ମାତ୍ର କୋର୍ଟ ଙ୍କର ଅଡରକୁ ତ ତମେ ମାନିଲନି ମତେ କଣ କହୁଛ ? ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମାତ ଅମଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *