ପିଆଜ ଚୋପାକୁ ଅଳିଆ ଗଦାରେ ନ ପକାଇ ଏମିତି କରନ୍ତୁ ବ୍ୟବହାର, ମିଳିଥାଏ ଗଜବ ଫାଇଦା
ଖାଦ୍ୟରେ ପିଆଜର ବ୍ୟବହାର ସବୁଦିନ କରାଯାଇଥାଏ । ଯେବେ ବି ଆପଣ ପିଆଜ କୌଣସି ତରକାରିରେ ପକାନ୍ତି ବା ସାଲାଡ଼ ବନେଇବାର, ତେବେ ଆପଣ ଏହାର ଚୋପା ବାହାର କରି ଦେଇ ଥାଆନ୍ତି ଓ ପିଆଜକୁ ବ୍ୟବହାର କରି ଥାଆନ୍ତି । …
Read More