ରାତିରେ ଶୋଇବା ସମୟରେ ମୋଜାରେ ରଖନ୍ତୁ ଏକ ପିଆଜ ଖଣ୍ଡ, ମିଳିବ ଏହି ଚମତ୍କାରୀ ଫାଇଦା

ଆଜିକାଲି ସାରା ଦୁନିଆରେ ପ୍ରଦୂଷଣର ସମସ୍ୟା ଲଗାତାର ବଢ଼ିବାରେ ଲାଗିଛି । ବଢୁଥିବା ପ୍ରଦୂଷଣ କାରଣରୁ ଲୋକଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବଢ଼ିବାରେ ଲାଗିଛି । ଏହି ପ୍ରଦୂଷଣ ପୂର୍ଣ୍ଣ ବାତାବରଣରେ ଯଦି କୌଣସି ବ୍ୟକ୍ତି ନିଜ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ନ ଦେବେ ତେବେ ସେ କିଛି ସମୟରେ ହିଁ ଗମ୍ଭୀର ରୋଗର ଶିକାର ହୋଇ ଯିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଟିପ୍ସ ବିଷୟରେ କହିବୁ ଯାହାର ଉପଯୋଗ କରିଲେ ଆପଣ ପ୍ରଦୂଷଣ କାରଣରୁ ହେବାକୁ ଥିବା ସମସ୍ୟାରୁ ଛୁଟକାରା ପାଇ ପାରିବେ ।

ଏହି କଥା ଜାଣିଲେ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ କି ନର୍ମାଲି ଘରେ ସହଜରେ ମିଳୁଥିବା ପିଆଜ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆଜ୍ଞା ହଁ ଆପଣଙ୍କୁ କହି ଦେଉଛୁ କି ଏହାର ବ୍ୟବହାର କରିବା ଦ୍ଵାରା ଶରୀରରୁ ଅନେକ ସମସ୍ୟା ମନକୁ ମନ୍ ଗାୟବ ହୋଇଯିବ । ଏମିତି କୁହାଯାଏ କି ପିଆଜରେ ବହୁତ ଗୁଡିଏ ଔଷଧୀୟ ଗୁଣ ରହିଛି । ଯେଉଁଥି ପାଇଁ ଏହାର ସେବନ କରିବା ସହିତ ଏହାକୁ ବାହାର ର ବ୍ୟବହାର ଦ୍ଵାରା ଶରୀର ସ୍ୱାସ୍ଥ୍ୟକୁ ଠିକ ରଖିବାରେ ବହୁତ ସହାୟତା ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ପିଆଜର ବାହ୍ୟ ବ୍ୟବହାର ବିଷୟରେ ।

ଏହି ଘରୋଇ ଟିପ୍ସକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ପିଆଜର ଗୋଟେ କଟା ହୋଇଥିବା ଖଣ୍ଡକୁ ରାତିରେ ଶୋଇବା ସମୟରେ ନିଜ ମୋଜା ଭିତରେ ରଖି ଶୋଇବାକୁ ପଡିବ । ଏମିତି କରିବା ଦ୍ଵାରା ଆମ ଶରୀରରେ ଉପସ୍ଥିତ ବିଷାକ୍ତ ତତ୍ତ୍ଵ ମଳ, ମୁତ୍ର ସହାୟତାରେ ବାହାରକୁ ବାହାରି ଯାଇଥାଏ । ଏହା ସହିତ ଯଦି କିଛି ଟକ୍ସିକ ବଞ୍ଚିବି ଯାଏ ତେବେ ତାହା ପିଆଜରେ ଅବଶୋଷିତ ହୋଇ ଶରୀର ବାହାରକୁ ବାହାରି ଯାଇଥାଏ ।

ଏହି କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ କି ମେଡିକାଲ ସାଇନ୍ସ ମଧ୍ୟ ଏହି କଥାକୁ ସମର୍ଥନ କରିଛି କି ପିଆଜରେ ଉପସ୍ଥିତ ଫସଫୋରିକ ଏସିଡ ରକ୍ତର ଧମନିରେ ପଶି ତାକୁ ଶୁଦ୍ଧ ବନେଇବାରେ ବହୁତ ସାହାଯ୍ୟ କରିଥାଏ । ଗୋଟେ ଛୋଟ ପିଆଜର ଖଣ୍ଡ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ରକ୍ତର ଅଶୁଦ୍ଧତାକୁ ଶେଷ କରିବା ସହିତ ରକ୍ତର ପ୍ରବାହକୁ ମଧ୍ୟ ଭଲ ଭାବରେ ମେଣ୍ଟନ କରିବାରେ ସାହାଯ୍ୟ କରିଥାଏ । ଏହାର ବ୍ୟବହାର କରିବାର କିଛି ଦିନ ପରେ ହିଁ ଏହାର ପ୍ରଭାବ ଆମ ତ୍ୱଚା ଓ ଚୁଟିରେ ଦେଖିବାକୁ ମିଳିବ ।

ପିଆଜ ଖଣ୍ଡକୁ ନିଜ ମୋଜାରେ ରଖି ଶୋଇଲେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ବି ଶେଷ ହୋଇଯାଏ । ଏହା ସହିତ ହିଁ ଯଦି ଆପଣ ଜର ପାଇଁ ବହୁତ ଚିନ୍ତିତ ଅଛନ୍ତି ତେବେ ଏମିତିରେ ଶୋଇବା ପୂର୍ବରୁ ପିଆଜର ସ୍ଲାଇସ କୁ କାଟି ମୋଜାରେ ରଖି ଶୋଇ ପଡନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ସକାଳ ସମୟରେ ବହୁତ ଆରାମ ମିଳିବ । ଏହା ସହିତ ହିଁ ଏହି ପ୍ରକ୍ରିୟାକୁ ଆପଣେଇଲେ ଆମ ମୁଣ୍ଡ ବହୁତ ଥଣ୍ଡା ରହିବ । ଯେଉଁଥିପାଇଁ ମାନସିକ ଚିନ୍ତାରୁ କିଛି ମାତ୍ରା ପର୍ଯ୍ୟନ୍ତ ଆମକୁ ଆରାମ ମିଳିବ ।

ଆପଣଙ୍କୁ ଆମର ଏହି ଟିପ୍ସ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଯଦି କେହି ଏହି ସମସ୍ୟାରେ ଅଛନ୍ତି ସେମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ଓ ଆଗକୁ ଏମିତି ହିଁ କିଛି ନୂଆ ନୂଆ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *