ଦାନ୍ତରେ ଜମିଥିବା ମଇଳାକୁ ବାହାର କରିବା ପାଇଁ ଏହା ଅଟେ ୩ ଟି ସବୁଠୁ ସହଜ ଉପାୟ

ସାଙ୍ଗମାନେ ଆପଣ କେତେଥର ଦେଖିଥିବେ କି ଭୁଲ ଖାଦ୍ୟ ପେୟ କାରଣରୁ ଲୋକଙ୍କ ଦାନ୍ତ ବହୁତ୍ ଶୀଘ୍ର ଖରାପ ହେବାକୁ ଲାଗିଥାଏ । ଏହାର ମୁଖ୍ୟ କାରଣ ଗୁଟଖା, ଜର୍ଦା ଓ ସ୍ମୋକିଂ କରିବା କାରଣରୁ ହୋଇଥାଏ । ଆମେ ନିଜ ଦାନ୍ତକୁ ରଗଡ଼ି ରଗଡ଼ି ସଫା କରିଥାଉ କିନ୍ତୁ ଏହା ସଫା ହେବାର ନାମ ନେଇ ନଥାଏ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ କିଛି ଜଣାଶୁଣା ଉପାୟ ଆଣି ଆସିଛୁ ଯାହାର ବ୍ୟବହାର ଦ୍ଵାରା ଆପଣଙ୍କ ଦାନ୍ତର ଚମକ୍ ପୁଣିଥରେ ଆସିଯାଏ ଥାଏ ଓ ଦାନ୍ତ ମଝିରେ ଜମିଥିବା ମାଇଲାକୁ ବାହାର କରିଥାଏ ।

ଉପାୟ

ଏଲୋବେରା

ଯଦି ଆପଣଙ୍କ ଦାନ୍ତରେ ପୁରୁଣା ମଇଳା ଜମା ହୋଇଥାଏ ତେବେ ସେଥିପାଇଁ ଆପଣଙ୍କୁ ଏକ ତାଜା ଛୋଟ ଏଲୋବେରା , ଅଧା ଚାମଚ ବେକିଙ୍ଗ ସୋଡା ସହିତ ଅଧା ଚାମଚ ଲେମ୍ବୁ ର ରସ ମିଶେଇ ଦିଅନ୍ତୁ ଓ ଏହାକୁ ପେଷ୍ଟ ବନାଇ ଦାନ୍ତରେ ଲଗାଇ ଭଲ ସେ ରଗଡନ୍ତୁ ଓ କିଛି ସମୟ ପର୍ଯ୍ୟନ୍ତ ଏହି ପେଷ୍ଟକୁ ଲଗାଇ ଛାଡ଼ି ଦିଅନ୍ତୁ । ଗୋଟେ ସପ୍ତାହ ପର୍ଯ୍ୟନ୍ତ ଏମିତି କରନ୍ତୁ ଓ ଏହା କରିବା ଦ୍ୱାରା ଜମି ଥିବା ମଇଳା ବାହାରକୁ ଆସିଯିବ ।

ତୁଳସୀ

ଯଦି ଆପଣଙ୍କ ଦାନ୍ତରେ ମଇଳା ସହିତ ସହିତ ଅଧିକ ବିନ୍ଧା ହେଇଛି, ତେବେ ଏହି ସ୍ଥିତିରେ ଆପଣ ୧୦ ଟି ତୁଳସୀ ପତ୍ରର ପେଷ୍ଟ ତିଆରି କରି ନିଅନ୍ତୁ ଓ ତାପରେ ସେହି ପେଷ୍ଟରେ କିଛି ସମୟ ଯାଏ ଲଗାତାର ବ୍ରସ କରନ୍ତୁ । ଏମିତି ସବୁଦିନ କରିବା ଦ୍ଵାରା ଆପଣ ଦାନ୍ତ ବିନ୍ଧାରୁ ମୁକ୍ତି ପାଇଯିବେ ଓ ଦାନ୍ତରେ ଜମି ରହିଥିବା ମଇଳା ମଧ୍ୟ ବାହାରକୁ ଆସିଯିବ ଓ ଆପଣଙ୍କ ଦାନ୍ତ ପୁଣି ଥରେ ପ୍ରଥମ ଭଳି ମଜବୁତ ହୋଇଯିବ ।

କମଳା

ତୃତୀୟ ଉପାୟ ଏହା କି ତୁଳସୀର କିଛି ପତ୍ର ସହିତ କମଳାର ହଳଦିଆ ଚୋପାକୁ ଖରାରେ ଭଲସେ ଶୁଖାଇ ଦିଅନ୍ତୁ ଓ ତାପରେ ସେହି ସୁଖିଥିବା ପତ୍ର ଓ ଚୋପାକୁ ଭଲସେ ଏକା ସାଙ୍ଗରେ ବାଟି ଦିଅନ୍ତୁ । ପୁଣି ଏଥିରୁ ହୋଇଥିବା ଗୁଣ୍ଡରେ ଦାନ୍ତ ସଫା କରନ୍ତୁ । ଦୁଇ ଦିନ ପର୍ଯ୍ୟନ୍ତ ଏହା କରନ୍ତୁ ଦେଖିବେ ଦାନ୍ତ ମୋତି ପରି ଚମକି ଉଠିବ ।

ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *