ଝିଅମାନେ ଚେହେରାରେ କେବେ ବି ବ୍ୟବହାର କରନ୍ତୁ ନାହିଁ ଏହି ସବୁ ଜିନିଷ, ନହେଲେ ହେଇପାରେ ଏହି ସମସ୍ୟା

ମଣିଷଙ୍କ ନଜର ସର୍ବ ପ୍ରଥମେ ଚେହେରା ଉପରେ ପଡିଥାଏ । ସବୁ ଝିଅଙ୍କ ସ୍ବପ୍ନ ହୋଇଥାଏ କି ସେ ଦୁନିଆରେ ସବୁଠୁ ସୁନ୍ଦର ଝିଅ ହୁଅନ୍ତେ ,ସେଥିପାଇଁ କେବେକେବେ ଝିଅ ମାନେ ନିଜ ଚେହେରାକୁ ସୁନ୍ଦର କରିବା ଚକରରେ ନିଜ ସ୍କିନରେ କିଛି ଏମିତି ଜିନିଷର ବ୍ୟବହାର କରି ବସନ୍ତି ଯାହା ସ୍କିନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଫଳରେ ବହୁତ ଅସୁବିଧାର ସାମ୍ନା କରିବାକୁ ହୋଇଥାଏ ଏବଂଏହି ଜିନିଷର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ତ୍ଵଚାର କୋମଳତା ନଷ୍ଟ ହୋଇଯାଏ ।

ଏହି ଜିନିଷର ବ୍ୟବହାର ଦ୍ଵାରା ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ

ଚୁଟି କଲର କରିବା ପାଇଁ ଝିଅମାନେ ମାର୍କେଟରେ ମିଳୁଥିବା ହେୟାର କଲରର ବ୍ୟବହାର କରିଥାନ୍ତି  ଯଦି ଏହି କଲର ଆପଣଙ୍କ ସ୍କିନରେ ଲାଗିଯାଏ ତେବେ ସ୍କିନପାଇଁ ଏହା ବହୁତ କ୍ଷତିକାରକ ହୋଇଥାଏ ।

ମୁହଁର ସ୍କିନକୁ ସଫ୍ଟ କରିବା ପାଇଁ ପେଟ୍ରୋଲିୟମ ଜେଲିର ବ୍ୟବହାର କରାଯାଏ , କିନ୍ତୁ ଆମେ ଆପଣଙ୍କୁ କହି ଦେଉଛୁ କି ପେଟ୍ରୋଲିୟମ ଜେଲିର ବ୍ୟବହାର ଖାଲି ହାତ ଗୋଡ ପାଇଁ ହୋଇଥାଏ । ଏହାକୁ ଭୁଲରେ ବି ଚେହେରାରେ ଲଗେଇବା କଥା ନୁହେଁ ।

ଯେଉଁ ଲୋକମାନେ ନିଜ ସ୍କିନରେ ଭିନେଗାରର ବ୍ୟବହାର କରନ୍ତି , ସେମାନଙ୍କୁ କହିବାକୁ ଯାଉଛୁ କି ଭିନେଗାରରେ ପାଣିର ମାତ୍ରା ବହୁତ କମ ଥାଏ ଯାହାଦ୍ଵାରା ଏହାକୁ ସ୍କିନରେ ଲଗାଇବା ଫଳରେ ସ୍କିନ ପୋଡିବା ଆରମ୍ଭ ହୋଇଥାଏ ।

ବଡ଼ିଲୋସନରେ ଥିବା ଫ୍ରେଗରେଂସ ଆପଣଙ୍କ ଚେହେରାର କୋମଳ ସ୍କିନ ପାଇଁ କ୍ଷତିକାରକ ହୋଇଥାଏ । ସେଥିପାଇଁ ବଡ଼ିଲୋସନର ବ୍ୟବହାର କେବଳ ନିଜ ହାତରେ ବା ଶରୀରରେ ହିଁ କରନ୍ତୁ । କାହିଁକି ନା ଏହା ମୁହଁରେ ବ୍ୟବହାର କଲେ ଚେହେରା ପାଇଁ କ୍ଷତି କାରକ ହୋଇଥାଏ ଓ ବହୁତ ଅସୁବିଧାର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ତେଣୁ ସ୍କିନରେ ଆଡୁସାଡୁ କିଛି ଜିନିଷ ବ୍ୟବହାର ନକରି ଠିକ ଜିନିଷ ବ୍ୟବହାର କରନ୍ତୁ । ଆମର ଏହି ଲେଖାଟି ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *