ମାଛ ମୁଣ୍ଡ ଖାଉଥିବା ବ୍ୟକ୍ତି ଏହି ଖବରକୁ ଥରେ ନିଶ୍ଚୟ ପଢନ୍ତୁ, ନହେଲେ ବହୁତ ପସ୍ତେଇବେ

ଯେମିତି କି ଆପଣ ସମସ୍ତେ ଜାଣିଥିବେ କି ଭାରତରେ ବ୍ବାହୁତ ଲୋକ ଅଛନ୍ତି ଯେଉଁମାନେ ମାଂସାହାରୀ ଅଟନ୍ତି ତ ସେଇଠି ଆଉ କିଛି ଲୋକ ଶାକାହାରୀ ଅଟନ୍ତି । କିନ୍ତୁ ଭାରତରେ ଏମିତି କିଛି ରାଜ୍ୟ ଅଛନ୍ତି ଯେଉଁଠି ମାଛକୁ ବହୁତ ପସନ୍ଦ କରାଯାଏ । ଯେଉଁଥିରେ ଖାସ କରି ସମୁଦ୍ର ବା ନଦୀ କୁଳବର୍ତ୍ତୀ ସହର ଅଟେ । ସେମିତି ତ କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ମାଛର ସେବନ କରିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ସେହି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ମାଛ ମୁଣ୍ଡ ଖାଇବା ବହୁତ ପସନ୍ଦ ଅଟେ । ତେବେ ଆସନ୍ତୁ ଜାଣିବା ମାଛ ମୁଣ୍ଡ ଖାଇବା ଦ୍ଵାରା କଣ କଣ ଫାଇଦା ମିଳିଥାଏ ।

୧. ଆଖିର ଦୃଷ୍ଟିଶକ୍ତି

ଡାକ୍ତରଙ୍କ ଅନୁସାରେ ମାଛରେ ଥିବା ପ୍ରୋଟିନ ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ । ସେଇଠି ମାଛ ମୁଣ୍ଡ ଆଖି ପାଇଁ ସର୍ବାଧିକ ଲାଭକାରୀ ହୋଇଥାଏ । ମାଛ ମୁଣ୍ଡ ଖାସ କରି ସେହି ଲୋକଙ୍କୁ ଅଧିକ ଖାଇବା ଆବଶ୍ୟକ ଯାହାଙ୍କୁ ଆଖିର ସମସ୍ଯା ଅଛି ।

୨. ସ୍ଟୋନ

ଯଦି ଆପଣଙ୍କ ପେଟରେ ଦରଜ ରହୁଛି ବା ଆପଣଙ୍କୁ ସ୍ଟୋନ ର ସମସ୍ଯା ଅଛି ଓ ବହୁତ ଅଧିକ କଷ୍ଟ ହେଉଛି ତେବେ ଆପଣଙ୍କୁ ମାଛ ମୁଣ୍ଡ ଖାଇବା ଦ୍ଵାରା ସ୍ଟୋନ ସମସ୍ୟାରୁ ଆରାମ ମିଳବ । ଏଥିପାଇଁ ଯେଉଁମାନଙ୍କୁ ସ୍ଟୋନ ର ସମସ୍ୟା ହୋଇଥାଏ ଡାକ୍ତର ସେମାନଙ୍କୁ ଅଧିକରୁ ଅଧିକ ମାଛ ମୁଣ୍ଡ ଖାଇବାକୁ ଉପଦେଶ ଦିଅନ୍ତି ।

୩. ଆଣ୍ଠୁ ଗଣ୍ଠି ଦରଜ

ସାଧାରଣତଃ ଦେଖାଯାଏ କି ବୟସ ବଢିବା ସହିତ ଅତୁ ଗଣ୍ଠି ସମସ୍ୟା ଦେଖାଯାଏ ଓ ଆଉ କିଛି ଲୋକଙ୍କର ଅଳ୍ପ ବୟସରେ ହିଁ ବାଳ ଝଡିବାକୁ ଲାଗିଥାଏ । ଏମିତି ଲୋକଙ୍କୁ ନିଜ ଖାଦ୍ଯରେ ମାଛକୁ ସାମିଲ କରିବା ଆବଶ୍ୟକ । ମାଛ ଆପଣଙ୍କ ଶରୀରରେ ଆଣ୍ଠୁ ଗଣ୍ଠି ଦରଜରେ ଆରାମ ପହଞ୍ଚାଇବାର କାମ କରିଥାଏ ଓ ଆପଣଙ୍କର ବାଳ ଝଡିବା ସମସ୍ୟାକୁ ମଧ୍ୟ କମ କରିଥାଏ । ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଟିପ୍ସ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *