ଝିଅମାନଙ୍କ ସୁନ୍ଦରତା ଅପେକ୍ଷା ଏହି ଜିନିଷ ପାଇଁ ଅଧିକ ପାଗଳ ହେଇଥାନ୍ତି ପୁଅମାନେ

ଏହି କଥାତ ସମସ୍ତେ ଜାଣିଥିବେ କି ପୁଅମାନେ ଅଧିକ ଆଟେନ୍ସନ ସୁନ୍ଦରୀ ଝିଅମାନଙ୍କୁ ଦେଇଥାନ୍ତି । କିନ୍ତୁ ଏହା ସତ ନୁହେଁ କି ଝିଅଙ୍କୁ ଭଲ ପାଇବା ଖାଲି ତାଙ୍କ ମୁହଁକୁ ଦେଖିକି ହିଁ ହୋଇ ନଥାଏ । ଆପଣଙ୍କୁ କହିବାକୁ ଚାହିଁବୁ କି ଝିଅମାନଙ୍କର କେତେ ଗୁଡ଼ିଏ ଏମିତି ଜିନିଷ ଅଛି ଯାହା ପୁଅ ମାନଙ୍କୁ ବହୁତ ଆଟ୍ରାକ୍ଟ କରିଥାଏ । ଏତିକି ହିଁ ନୁହେଁ ସେହି ଜିନିଷ କାରଣରୁ ପୁଅ ଓ ଝିଅ ଆଗକୁ ସମ୍ପର୍କ ବଢାଇବା ପାଇଁ ଭାବି ଥାଆନ୍ତି । ଚାଲନ୍ତୁ ଜାଣିବା ଏମିତି କି କଥା ଅଛି ଯାହା ପୁଅମାନଙ୍କୁ ଅଧିକ ଆଟ୍ରାକଟ କରିଥାଏ ।

ହସ ଖୁସିରେ ରହୁଥିବା ଝିଅ :

ସମସ୍ତେ ସେଇ ମଣିଷ ଠାରୁ ଦୂରେଇ ଯିବାକୁ ଚାହାନ୍ତି  ,ଯିଏ ତାଙ୍କୁ ୨୪ ଘଣ୍ଟା କେବଳ ଅଭିଯୋଗ କରିଥାଏ । ପୁଅମାନଙ୍କୁ ସବୁ ସମୟରେ ଅଭିଯୋଗ କରୁଥିବା ଝିଅ ଜମାରୁ ପସନ୍ଦ ନଥାନ୍ତି ଓ ତାଙ୍କୁ ହସ ଖୁସିରେ ରହୁଥିବା ଝିଅ ବହୁତ ଆଟ୍ରାକ୍ଟିବ ଲାଗି ଥାଆନ୍ତି ।

ସେନ୍ସ ଅଫ ହ୍ୟୁମର :

ଏମିତି ମହିଳାମାନେ ଯିଏ ନିଜ ପାର୍ଟନରଙ୍କ ମଜାକରେ ହସିପାରୁଥିବ ଓ ଯେବେ ଦୁଃଖରେ ଥିବେ ସେ ନିଜ କଥାରେ ତାଙ୍କୁ ହସେଇ ପାରୁଥିବେ, ଯେଉଁ ଝିଅମାନଙ୍କର ସେନ୍ସ ଅଫ ହ୍ୟୁମରର ଲେବଲ ଭଲ ରହିଥାଏ ସେମାନଙ୍କ ପ୍ରତି ପୁଅମାନେ ଆଟ୍ରାକ୍ଟ ହେଇଥାନ୍ତି ।

ଜୋର ପାଟିରେ କଥା କହୁଥିବା :

କୁହାଯାଏ କି ଜୋର ପାଟିରେ କଥା କହୁଥିବା ଝିଅମାନେ ଅଧିକ ଆଟ୍ରାକ୍ଟିଭ ହୋଇଥାନ୍ତି । ଏହା ଦ୍ବାରା ସେ ବୟସ ବଢିବା ସତ୍ବେ ସେ କମ ବୟସ୍କ ଭଳି ଦେଖା ଯାଇଥାନ୍ତି । ସେ ତାଙ୍କ ଶବ୍ଦରେ ହିଁ ରୋମାଞ୍ଚିତ ହୋଇ ଉଠନ୍ତି ।

ଭଲ ରୋଶେଇ କରୁଥିବା ଝିଅ :

ଆପଣ ମଧ୍ୟ ବହୁତ ଥର ଶୁଣିଥିବେ କି ପୁଅମାନଙ୍କର ମନର ରାସ୍ତା ପେଟରୁ ହେଇ ଯାଇଥାଏ । ସେଇଠି ଯେଉଁ ଝିଅ ଭଲ ରୋସେଇ ବନେଇ ଥାଏ, ସେହି ଝିଅକୁ ପୁଅମାନେ ଅଧିକ ପସନ୍ଦ କରିଥାନ୍ତି ।

ସ୍ମାଇଲ :

ଆପଣଙ୍କ ଚେହେରାରେ ହସ ନା ଖାଲି ଆପଣଙ୍କ ସୁନ୍ଦରତାକୁ ବଢାଇ ଥାଏ ବରଂ ଆପଣଙ୍କ ସ୍ମାଇଲ ଦେଖି କି ଆପଣଙ୍କ ପାର୍ଟନରଙ୍କୁ ନିଜ ବିଷୟରେ ପଜିଟିଭ ଫିଲିଙ୍ଗନ୍ସ ଆସିଥାଏ ।

ପିଲାଳିଆମି:

କିଛି ଝିଅମାନଙ୍କ ଭିତରେ ପିଲାଳିଆମି ବହୁତ ହୋଇଥାଏ । ସେହି ପିଲାଳିଆମି ବେଳେ ବେଳେ ସିରିୟସ ଜୋନରୁ ବାହାରି ରିଲାକ୍ସ କରିବା ଦରକାର । ଏମିତିରେ ଏହି ପ୍ରକାର ଝିଅମାନେ ପୁଅ ମାନଙ୍କୁ ବହୁତ ପସନ୍ଦ ଆସିଥାନ୍ତି । ଆପଣଙ୍କୁ ଏହା ଭଲ ଲାଗିଥିଲେ ଲାଇକ ଓ ଶେୟାର କରିଦେବେ ଓ ଆଗକୁ ଏମିତି ସୁନ୍ଦର ସୁନ୍ଦର ପୋଷ୍ଟ ପାଇବା ପାଇଁ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *