ଆପଣ ପିମ୍ପଲ ସମସ୍ୟାରେ ଚିନ୍ତିତ କି ? ଆପଣାନ୍ତୁ ଏହି ୪ ଟି ଯାଦୁଇ ଟିପ୍ସ, ୨୪ ଘଣ୍ଟାରେ ମିଳିବ ଆଶ୍ଚର୍ଯ୍ୟକର ପରିଣାମ

ବ୍ରଣର ସମସ୍ୟାର କାରଣ ବୟସ ବଢିବା ସମୟରେ ଶରିରର ହରମୋନ ରେ ପରିବର୍ତ୍ତନ ହୋଇଥାଏ । ଏହା ବ୍ୟତୀତ ବଢୁଥିବା ବାୟୁ ମଣ୍ଡଳରେ ପ୍ରଦୂଷଣ ଓ କେମିକାଲ ମିଶ୍ରିତ ବିୟୁଟି ପ୍ରଡକ୍ଟ କୁ ବ୍ୟବହାର କରିଲେ ମଧ୍ୟ ବ୍ରଣର ସମସ୍ୟା ଆରମ୍ଭ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ସରଳ ଉପାୟ କହିବାକୁ ଯାଉଛୁ କି ଯାହାର ବ୍ୟବହାର ଫଳରେ ଆପଣ ବ୍ରଣର ସମସ୍ୟା ରୁ ସମାଧାନ ପାଇ ପାରିବେ।

୧. ଯଦି ବ୍ରଣ ସମସ୍ୟାରୁ ସମାଧାନ ପାଇବାକୁ ଚାହୁଁଛନ୍ତି ତା ହେଲେ ଏସ୍ପ୍ରିନ ର ଟାବ୍ଲେଟ କୁ ବ୍ୟବହାର କରନ୍ତୁ । ଏସ୍ପ୍ରିନ ଟାବ୍ଲେଟ ବ୍ୟବହାର କରିବା ଦ୍ୱାରା ବ୍ରଣ ର ସମସ୍ୟା ଦୂର ହୋଇ ଯାଇଥାଏ । ଏଥିପାଇଁ ଏସ୍ପ୍ରିନ ର ଟାବ୍ଲେଟକୁ ଗୁଣ୍ଡ କରି ଓ ଏଥିରେ ଅଳ୍ପ ପାଣି ମିଶାଇ ରଖନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ଏହାକୁ ନିଜର ବ୍ରଣ ଉପରେ ଲଗାଇ ଛାଡି ଦିଅନ୍ତୁ । ସକାଳୁ ଉଠିବା ପରେ ମୁହଁ କୁ ଭଲ ପାଣି ରେ ଧୋଇ ଦିଅନ୍ତୁ । ଆପଣ ଏମିତି ସବୁଦିନ କରିବା ଦ୍ୱାରା ଆପଣଙ୍କ ମୁହଁରୁ ବ୍ରଣର ସମସ୍ୟା ଦୂର ହୋଇ ଯାଇଥାଏ ।

୨. ବ୍ରଣକୁ ଦୂର କରିବା ପାଇଁ ଡାଲଚିନି ଓ ମହୁର ପେଷ୍ଟ କୁ ମଧ୍ୟ ବ୍ୟବହାର କରାଯାଇଥାଏ । ଏଥିପାଇଁ ଡାଲଚିନିର ପାଉଡରରେ ମହୁ ମିଶାଇ ଆପଣଙ୍କ ବ୍ରଣ ଉପରେ ଲଗାନ୍ତୁ । ଯେତେବେଳେ ଏଇଟା ଶୁଖି ଯିବ ତାପରେ ଉଷମ୍ ପାଣି ରେ ମୁହଁକୁ ଭଲ କରି ଧୋଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ବ୍ରଣର ସମସ୍ୟା ଦୂର ହୋଇ ଯିବା ସହିତ ମୁହଁ ବି ଗ୍ଲୋ କରିବ ।

୩. ପିପରମେଣ୍ଟ ତେଲ ର ବ୍ୟବହାର କରିବା ଦ୍ୱାରା ମଧ୍ୟ ବ୍ରଣ ସମସ୍ୟା ଦୂର ହୋଇ ଯାଇଥାଏ । ଏଥିପାଇଁ ପ୍ରଥମେ ଆପଣ ନିଜ ଚେହେରାକୁ ଭଲ କି ଧୋଇ ସଫା କରିଦିଅନ୍ତୁ । ଏବେ ବ୍ରଣ ଉପରେ ପିପରମେଣ୍ଟ ର ତେଲ କୁ ଲଗାଇ ଛାଡି ଦିଅନ୍ତୁ । ସକାଳୁ ଉଠିବା ମାତ୍ରେ ଥଣ୍ଡା ପାଣିରେ ନିଜ ମୁହଁକୁ ଧୋଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ବ୍ରଣର ସମସ୍ୟା ଦୂର ହୋଇ ଯାଇଥାଏ ।

୪. ଯଦି ଆପଣଙ୍କର ବ୍ରଣ ଅଳ୍ପ ଓ ହାଲୁକା ଭବରେ ଉଠିଛି ତାହେଲେ ଆଲୋବେରା ର ରସ ଆପଣଙ୍କ ମୁହଁ ର ସ୍କିନ୍ ପାଇଁ ଭଲ ଅଟେ । ଆଲୋବେରା ଗଛର ରସ ରେ ବ୍ରଣ ର ପ୍ରତିରୋଧକ ଶକ୍ତି ଥାଏ ଏବଂ ଏହା ବ୍ରଣ ର ଦାଗ କୁ ମଧ୍ୟ କମ କରିଥାଏ । କାହିଁକିନା ଆଲୋବେରା ରସ ର ପାରଦର୍ଶିତା ହୋଇ ଥାଏ ଏଥିପାଇଁ ଆପଣ ଏହାକୁ ନିଜ ମୁହଁ ରେ ଲଗାଇ ପାରିବେ ।  ଆଶା କରୁଛୁ ଆମର ଏହି ଟିପ୍ସ ଗୁଡିକ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ  ।

Leave a Reply

Your email address will not be published. Required fields are marked *