ରାମାୟଣର ରାମ ସେୟାର କଲେ ସେଟରୁ ୩୩ ବର୍ଷ ପୁରୁଣା ଫଟୋ, ଲେଖିଲେ କିଛି ଏମିତି ଯାହା ଆପଣଙ୍କୁ ଭାବୁକ କରିଦେବ
ଏହି ଲକଡାଉନ ମଧ୍ୟରେ ଲୋକମାନଙ୍କ ଅନୁରୋଧ କ୍ରମେ ରାମାନନ୍ଦ ସାଗରଙ୍କ ରାମାୟଣକୁ ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ କରାଯାଉଛି । ୩୩ ବର୍ଷ ପୁରୁଣା ରାମାୟଣ ପୁଣି ଥରେ ଦୂରଦର୍ଶନରେ ଫେରିବା ମାତ୍ରେ ହିଁ ବହୁତ ରେକର୍ଡ ଭାଙ୍ଗି ଦେଇଛି । …
Read More