ଲବଙ୍ଗର ଏହି ସଠିକ ଉପାୟ ବଦଳାଇଦେବ ଆପଣଙ୍କ ଭାଗ୍ୟ, ଥରେ ନିଶ୍ଚୟ କରିକି ଦେଖନ୍ତୁ

ଲବଙ୍ଗର ସ୍ଵାଦ ବହୁତ ଭଲ ହୋଇଥାଏ । ଏହାକୁ ସମସ୍ତଙ୍କ ଘରର ରୋଷେଇ ଘରେ ପ୍ରୟୋଗ କରାଯାଏ । ଏହା ସହିତ ଲବଙ୍ଗ କେତେକ ରୋଗରୁ ଆମକୁ ବଞ୍ଚାଇ ଥାଏ । ଏହାର ପ୍ରୟୋଗ ବିଭିନ୍ନ ପ୍ରକାର କାର୍ଯ୍ୟରେ ବି କରାଯାଏ । କହିବାକୁ ଗଲେ ରାତାରାତି ଭାଗ୍ୟ ବଦଳାଇ ପାରିବ ଏହି ଲବଙ୍ଗ । କେବଳ ଆପଣଙ୍କୁ ଏହି ଛୋଟ ଉପାୟକୁ କରିବାର ଅଛି ।

ଭାଗ୍ୟ ବଦଳାଇ ପାରିବ ଲବଙ୍ଗର ଏହି ଛୋଟ ଉପାୟ

ଲବଙ୍ଗ ସ୍ୱାସ୍ଥ୍ୟ ଓ ଭାଗ୍ୟ ଦୁଇଟିରେ ବହୁତ ଭଲ କାମ ଦେଇଥାଏ । ଏହା ଆମ ଶରୀରର କେତେକ ରୋଗକୁ ଦୂର କରିଥାଏ ଓ ଏହା ସହିତ ଖାଦ୍ୟର ସ୍ଵାଦ ବି ବଢାଇଥାଏ ।

୧. ସକାଳେ ପୂଜା କରିବା ସମୟରେ ଆରତୀ ପାଇଁ ଯେଉଁ ଦୀପ ବ୍ୟବହାର କରୁଛନ୍ତି ସେଥିରେ ୨ଟି ଲବଙ୍ଗ ଦେଇ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ନ ହେଉଥିବା କାମ ବି ହୋଇଯିବ ।

୨. ଦୁଇଟି ଲବଙ୍ଗକୁ ସୋରିଷ ତେଲରେ ଦେଇ ହନୁମାନଙ୍କ ଆରତୀ କରନ୍ତୁ, ପୁଣି ହନୁମାନ ଚାଳିଶାର ପାଠ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଧନ ଲାଭ ନିଶ୍ଚିତ ହେବ ।

୩. କାହାକୁ ଯଦି ନିଜର ପ୍ରେମ ବନ୍ଧନରେ ବାନ୍ଧିବାର ଅଛି ତେବେ ଶୁକ୍ଳ ପକ୍ଷ ରବିବାର ଦିନ ୪ଟି ଲବଙ୍ଗ ନେଇ ନିଜ ଝାଳରେ ବୁଡାଇ ସେହି ଲବଙ୍ଗକୁ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ପୁଣି ଯାହାକୁ ବି ନିଜ ପ୍ରେମରେ ବାନ୍ଧିବାର ଅଛି ତେବେ ତାକୁ ଚା କିମ୍ବା କ୍ଷୀରରେ ସେହି ଲବଙ୍ଗର ଚୁରଣକୁ ମିଶାଇ ପିଇବାକୁ ଦେଇ ଦିଅନ୍ତୁ । ଏହା ପରେ ସେହି ଚୁରଣକୁ ସେବନ କରିବା ପରେ ସେ ଆପଣଙ୍କର ହୋଇଯିବ ।

୪. ଲବଙ୍ଗ ଆପଣଙ୍କ ଆଶାନ୍ତ ମନକୁ ଶାନ୍ତ ବି କରି ପାରିବ । ଗୋଟିଏ ଲବଙ୍ଗ ଓ ଗୋଟିଏ କର୍ପୂରକୁ ଏକାଠି କରି ଜଳାଇ ଦିଅନ୍ତୁ । ପୁଣି ଜଳିଥିବା ଲବଙ୍ଗକୁ ମୁହଁରେ ରଖି କୃଷ୍ଣ ଭଗବାନଙ୍କ ଧ୍ୟାନ ରଖନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଅଶାନ୍ତ ମନକୁ ଶାନ୍ତି ମିଳିଯିବ ।

୫. ଅସଫଳତାକୁ ସଫଳତାରେ ବଦଳାଇବା ପାଇଁ ଏକ ଲେମ୍ବୁ ଓ ୪ ଟି ଲବଙ୍ଗ ନେଇ ହନୁମାନଙ୍କ ମନ୍ଦିର ଯାଆନ୍ତୁ ଓ ତାଙ୍କ ପ୍ରତିମା ସାମ୍ନାରେ ବସି ସେହି ଲେମ୍ବୁ ଉପରେ ଚାରୋଟି ଲବଙ୍ଗ ଲଗାଇ ଦିଅନ୍ତୁ । ଏହା ପରେ ହନୁମାନ ଚାଲିଶାର ପାଠ କରନ୍ତୁ ଓ ତାଙ୍କୁ ନିଜର ସଫଳତା ପାଇଁ ପ୍ରାର୍ଥନା କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଆପଣଙ୍କୁ ଏହି ଟିପ୍ସ ଗୁଡିକ ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଏହିପରି ଅନେକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *