ଦ୍ଵିତୀୟ ଟେଷ୍ଟରେ ଖେଳିବେନି Rohit Sharma ! ରାହୁଲଙ୍କ ମୁଣ୍ଡରୁ ବୋଝ ଗଲା…ରୋହିତ ଖେଳିଥିଲେ ହୋଇଥାନ୍ତା ଏହି ବଡ ଅସୁବିଧା…
ବନ୍ଧୁଗଣ, ସୂଚନା ଅନୁଯାୟୀ ଡିସେମ୍ବର ୨୨ ରୁ ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟମ୍ୟାଚ ସିରିଜରେ ଦ୍ଵିତୀୟ ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିବେ ନାହିଁ । ଆଘାତରୁ ଆଶ୍ବସ୍ଥି ପାଇଥିବା ରୋହିତ ଶର୍ମା ଏ ପର୍ଯ୍ୟନ୍ତ ମ୍ୟାଚ ଖେଳିବାକୁ ଫିଟ …
Read More