ଫଟୋରେ ଥିବା ଏହି ଦୁଇ ଭଉଣୀ ଆଜି କୋଟି କୋଟି ଫ୍ୟାନ୍ସଙ୍କ ହୃଦୟରେ କରନ୍ତି ରାଜ, କଣ ଆପଣ ଚିହ୍ନି ପାରିଲେ ?

ବନ୍ଧୁଗଣ, ବଲିଉଡ ସେଲିବ୍ରେଟି ଙ୍କ ପିଲା ଦିନର ଫଟୋଚିତ୍ର କିଏ ବା ନ ଦେଖିବାକୁ ଚାହିଁଥାଏ ? ଅନେକ ଥର ଏହି ଫଟୋଚିତ୍ର କୁ ଦେଖି ତାଙ୍କୁ ଚିହ୍ନିବା କଷ୍ଟକର ହୋଇଯାଇଥାଏ । ସେହିଭଳି ଆଜିର ଏହି ଫଟୋଚିତ୍ର ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ସମୟ ସମୟ ରେ କିଛି ଏଭଳି ଫଟୋଚିତ୍ର ସୋ-ସି-ଆ-ଲ ମି-ଡି-ଆ ରେ ଫ୍ୟାନ କ୍ଲବ ତରଫରୁ ଭା-ଇ-ରା-ଲ ହୋଇଥାଏ ଯାହାକୁ ନେଇ ଫ୍ୟାନ୍ସ ମାନେ ବହୁତ ହଙ୍ଗାମା ମଚାଇ ଦେଇଥାନ୍ତି ।

ବଲିଉଡ ର ଦୁଇ ସୁପରଷ୍ଟାର ଭଉଣୀଙ୍କ ଫଟୋଚିତ୍ର ସୋ-ସି-ଆ-ଲ ମି-ଡି-ଆରେ ବହୁତ ପପୁଲାର ହୋଇଥିବାର ନଜର ଆସୁଛି । ଏହି ଫଟୋ ରେ ଦୁଇ ଭଉଣୀ ଙ୍କ କ୍ୟୁଟ ଅନ୍ଦାଜ କୁ ଦେଖାଯାଇପାରିବ । ଏହି ଦୁଇ ଭଉଣୀ ଆଉ କେହି ନୁହନ୍ତି ବରଂ ବଲିଉଡ ର ହିରୋଇନ ଲୋଲୋ ଏବଂ ବେବୋ ଅଟନ୍ତି । ଲୋଲୋ ଅର୍ଥାତ କରିଷ୍ମା କପୁର ଆଉ ବେବୋ ଅର୍ଥାତ କରିନା କପୁର ।

କରିଷ୍ମା କପୁର ଏହି ଫଟୋ କୁ 2021 ରେ କରିନା କପୁର ଙ୍କ ଜନ୍ମଦିନରେ ସେୟାର କରିଥିଲେ । ଏହି ଫଟୋରେ କରିଷ୍ମା କପୁର ନିଜ ଭଉଣୀ କରିନା କପୁର ଙ୍କ ସହିତ ବସି ଥିବାର ଦୃଶ୍ୟ ନଜର ଆସୁଛନ୍ତି । ଦୁଇଜଣ ଏହି ଫଟୋରେ ବହୁତ କ୍ୟୁଟ ନଜର ଆସୁଛନ୍ତି । ଏହି ଫଟୋ ରେ କରିନା କପୁର କରିଷ୍ମା କପୁର ଙ୍କ ପାଖରେ ବସିଛନ୍ତି ଏବଂ ତାଙ୍କ ମୁଣ୍ଡରେ ଗୋଲାପି ରଙ୍ଗର ହେୟାର ବ୍ୟାଣ୍ଡ ଲଗାଯାଇଅଛି ଯାହା କି ତାଙ୍କୁ ବହୁତ ମାନୁଛି ।

କରିନା କପୁର ନିଜ ସମୟର ବହୁତ ଦମଦାର ଅଭିନେତ୍ରୀ ଭାବରେ ପରିଚିତ ରହି ଆସିଛନ୍ତି । କରିନା କପୁର ଏବଂ କରିଷ୍ମା କାପୁର ଙ୍କ ଫିଲ୍ମ ଦେଖିବାକୁ ସମସ୍ତେ ଭଲ ପାଇଥାନ୍ତି । ଉଭୟଙ୍କର ଅନେକ ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ଅଛନ୍ତି । ଅଭିନେତ୍ରୀ ମାନଙ୍କ ପିଲା ଦିନର ଏହିଭଳି ଫଟୋଚିତ୍ର କୁ ଦେଖି ସମସ୍ତେ ବହୁତ ପ୍ରଶଂସା କରି ସୁନ୍ଦର ବୋଲି କହିଛନ୍ତି ।

ବର୍ତ୍ତମାନ ଉଭୟ ଫିଲ୍ମୀ ଦୁନିଆରୁ ଦୂରେଇ ନିଜ ଘର ପରିବାର ସମ୍ଭାଳି ବେସ ହସ ଖୁସି ରେ ଜୀବନ ଯାପନ କରୁଥିବାର ନଜର ଆସିଛନ୍ତି । କରିନା କପୁର ଶଈଫଅଲ୍ଲୀ ଖାନ କୁ ବିବାହ କରି ବେସ ଖୁସ ଥିବାର କହିଥିଲେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କରିନା ଏବଂ କରିଷ୍ମା ଙ୍କ ଅଭିନୟ କିଭଳି ଲାଗେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *