‘ତା’ର ଆଜି ଡେଟ ଥିଲା, ସେ ଆଜି କାହିଁକି ଜେଲ୍ ରେ ଆତ୍ମହତ୍ୟା କଲା, ଏଇଟା ଆତ୍ମହତ୍ୟା ନୁହେଁ, ଏହା ଏକ ଷଡଯନ୍ତ୍ର, ଯେତେ ଶୀଘ୍ର ଏହାର…’ Sura Routray

ବନ୍ଧୁଗଣ, ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ମମିତା ହତୟଆ-କା-ଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଆଜି ଆ-ତ୍ମ-ହତୟଆ କରିଛି । ତେବେ ଏହାକୁ ନେଇ ସଭିଏଁ  ଚାରିଆଡେ ଭିନ୍ନ ଭିନ୍ନ ମତ ଦେବାକୁ ଲାଗିଛନ୍ତି । ସାଂସଦ ସୁର ରାଉତରାୟ ଏହି ସମ୍ବନ୍ଧରେ ନିଜର ମତ କ’ଣ ରଖିଛନ୍ତି ଆସନ୍ତୁ ସେ ସମ୍ବନ୍ଧରେ ଜାଣିନେବା । ସୁର ରାଉତରାୟ କହିଛନ୍ତି ଯେ ଗୋବିନ୍ଦ ସାହୁ  ଆ-ତ୍ମ-ହତୟଆ କରିଛି କି ତାହାର ମଡର କରାଯାଇଛି, ତାହା କହିବା ଅସମ୍ଭବ ।

ଆଜି ତାହାର କୋର୍ଟ ରେ ଡେଟ ଥିଲା ତେବେ ସେ କାହିଁକି ସକାଳୁ ଆ-ତ୍ମ-ହତୟଆ କରିଲା ? ସବୁଠାରୁ ବଡ କଥା ହେଉଛି ଜେଲରେ ଥାଇ ସେ କିଭଳି ଏପରି କରି ପାରିଲା ? ଏତେବଡ କେସ ରେ ସେ ଇନଭଲ୍ବ, ତାଙ୍କୁ ରଖା ଯାଇଥିଲା, ସେ ଡିଆଇଜି ଜାଆନ୍ତୁ ଇନକ୍ଵାରୀ କରିବାକୁ କି ଆଉ କିଏ ଜାଆନ୍ତୁ ସେ ବ୍ୟକ୍ତି ତ ଦୁନିଆ ଛାଡି ଚାଲିଗଲାଣି । ମାତ୍ର ସେ ଆ-ତ୍ମ-ହତୟଆ କରିଛି ନା ତାକୁ ମାରିଦିଆଯାଇଛି ? ଏହି ବିଷୟରେ ଆଗ ତଦନ୍ତ କରାଯାଉ ବୋଲି କହିଛନ୍ତି ସୁର ରାଉତରାୟ ।

ଏତେବଡ କେସ, ଏଥିରେ ସରକାର ରହିବା ତଥା ନ ରହିବା ଉପରେ ନିର୍ଭର କରୁଛି କେତେ ମନ୍ତ୍ରୀ ତଥା କେତେ ଲୋକ ସେଥିରେ ଇନଭଲ୍ବ, କେତେ ଲୋକଙ୍କ ଫଟୋ ମଧ୍ୟ ଆସିଛି, କେତେ ଲୋକଙ୍କର ଚିହ୍ନ ଆସିଛି, ଏହି ସବୁକୁ ନେଇ ସଂପୂର୍ଣ୍ଣ ଓଡିଶା ଉଠିଲା ପଡିଲା, ମାତ୍ର ଏତେବଡ ଘଟଣା କୁ କିଭଳି ଦୃଷ୍ଟି ନ ରଖାଗଲା ?

ତଥା ସେ କେମିତି ଏପରି କରିଲା ? କେବଳ ଏହି କେସ କୁ ଘୋଡାଇ ଦେବା ପାଇଁ ଏହି ଚକ୍ରାନ୍ତ । ଏହି କେସ ର ସେ ଏକମାତ୍ର ସାକ୍ଷୀ ଥିଲା, ପ୍ରମାଣ ହୋଇସାରିଲା ପରେ ସରକାର ଭାଙ୍ଗି ଯାଇଥାନ୍ତା ଏଥିରେ ବହୁ ନେତା ମନ୍ତ୍ରୀ ଇନଭଲ୍ବ ଅଛନ୍ତି । ଏଣୁ ଏହାକୁ ଚକ୍ରାନ୍ତ କରି ମାରିଦିଆଯାଇଛି ବୋଲି ସୁର ନିଜର ମତ ରଖିଛନ୍ତି ।

ସୁର ସେହି ନେତା ମନ୍ତ୍ରୀ ଙ୍କ ନାମ କହିବାକୁ ମନା କରିଛନ୍ତି ଏବଂ କହିଛନ୍ତି ଯେ ସବୁ ଜାଣିଛନ୍ତି ଓଡିଶାବାସୀ ସେ କାହିଁକି ସେମାନଙ୍କ ନାମ କହି ଅତି ତଳକୁ ଖସିବେ ? କିନ୍ତୁ ଏହି ଘଟଣା କୁ ନେଇ ଇନକ୍ଵାରୀ କରାଯାଉ । ଯୁଡିସିଆଲ ଇନକ୍ଵାରୀ କରିବା ପାଇଁ କହିଛନ୍ତି ସୁର । ହାଇକୋର୍ଟ ଜର୍ଜ ଏହାକୁ ବାହାର କରିଲେ ସଠିକ ତଥ୍ୟ ଆସିବ ଲୋକେ ଜାଣିବେ ବୋଲି କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *