ଗୋବିନ୍ଦ ମୃତ୍ୟୁର 10 ଅସମାହିତ ପ୍ରଶ୍ନ ! ଦିନବେଳା ଜେଲ ପରିସରରେ କିଭଳି ଆତ୍ମହତ୍ୟା କଲେ ଗୋବିନ୍ଦ ? ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ନା କିଏ କରିଛି ଷଡ଼ଯନ୍ତ୍ର ?

ବନ୍ଧୁଗଣ, ବର୍ତ୍ତମାନ ଗୋବିନ୍ଦ ମୃ-ତ୍ୟୁ କୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଦିନବେଳା ଜେଲ ପରିସର ରେ କିଭଳି ଆ-ତ୍ମ-ହତୟଆ କରିଲେ ଗୋବିନ୍ଦ ? ଏହା ଜେଲ କତୃପକ୍ଷ ଙ୍କ ଅବହେଳା ନା କିଏ କରିଛି ଷଡଯନ୍ତ୍ର ? ସମ୍ପୃକ୍ତ ମାମଲା ଚାପି ଦେବାକୁ ପଡୁଥିଲା କି ଚାପ ? କୋର୍ଟରେ ଆଜି ହାଜର ପୂର୍ବରୁ ଆ-ତ୍ମ-ହତୟଆର କାରଣ କ’ଣ କିଛି ଗୁମର ଖୋଲିଥାନ୍ତେ କି ଗୋବିନ୍ଦ ? କଏଦୀ ଙ୍କ ଉପରେ କ’ଣ ନଜର ରଖୁନଥିଲେ କି ଜେଲ କତୃପକ୍ଷ ?

ନା ସବୁ ଜାଣିଶୁଣି ଢିଲା ଛାଡିଥିଲେ ? ଗୋଟିଏ ଛୋଟ ଗଛରେ କିଭଳି ଝୁଲିଲେ ଗୋବିନ୍ଦ ? ଜେଲରେ ସିସିଟିଭି ଥିଲା କି ନାହିଁ ? ଯଦି ଅଛି ତାହା କାମ କରୁଛି କି ନାହିଁ ? ମମିତା ମେହେର ଘଟଣାରେ ବହୁତ ବଡ ବଡ ନେତା ମନ୍ତ୍ରୀ ଙ୍କ ନାମ ଆସିଥିଲା, ଏହି ଘଟଣା ପଛରେ କାହାର ହାତ ରହିଛି କି ? ସବୁ ଗୁମର ଖୋଲିଯିବ ବୋଲି ଗୋବିନ୍ଦ କୁ ମାରିଦେଲେ କି ? ଜେଲରେ ଏତେ ବଡ ଅବହେଳା ପାଇଁ ଦାୟୀ କିଏ ହେବ ?

ତେବେ ସୂଚନା ଅନୁଯାୟୀ ଗୋବିନ୍ଦ କଣ୍ଟାବାଞ୍ଜି ଜେଲରେ ରହିଥିଲା ଏବଂ ସେ ସେହି ଜେଲରେ ହିଁ ଆ-ତ୍ମ-ହତୟଆ ଉଦ୍ୟମ କରିଛି । ମମିତା ମେହେର ହତୟଆ ଘଟଣାରେ ରାଜନୀତି ଠାରୁ ଆରମ୍ଭ କରି ରାଜ୍ୟର କୋଣ ଅନୁକୋଣରେ ଏହାକୁ ନେଇ ବିରୋଧ ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ଯେଉଁ ଆଶାରେ ମମିତା ଙ୍କୁ ନ୍ୟାୟ ମିଳିବା ଅପେକ୍ଷାରେ ତାଙ୍କ ପରିବାର ଲୋକେ ଥିଲେ ତାହା ସଂପୂର୍ଣ୍ଣ ଭାବରେ ଫସର ଫାଟିଯାଇଥିବା ଭଳି ଦୃଶ୍ୟ ହେଉଛି । ଖବର ଅନୁଯାୟୀ ଗତ କିଛି ଦିନ ଆଗରୁ ଗୋବିନ୍ଦ ସାହୁ କୁ ଜାମିନ ମଧ୍ୟ ମିଳିଥିଲା । ନିଜ ସ୍ତ୍ରୀ ପିଲାଙ୍କ ଶରୀର ଅସୁସ୍ଥ କହି ସେ ରଥଯାତ୍ରା ସମୟରେ ଛିଡା ହୋଇ ରଥଯାତ୍ରା ମଧ୍ୟ ଦେଖିଥିଲା । ଏହା ସହିତ ଦୁଇ ତିନି ଦିନ ପୂର୍ବରୁ ମଧ୍ୟ ଗୋବିନ୍ଦ ସାହୁ ହାଇକୋର୍ଟ ରେ ଜାମିନ ନିମନ୍ତେ ଆପ୍ଳାଏ କରିଥିଲା । ମାତ୍ର ତାକୁ ଜାମିନ ମିଳିନଥିଲା ।

ଏହାକୁ ମୁଣ୍ଡକୁ ନେଇ ସେ ସଠିକ ସମୟରେ ଏଭଳି କରିଛି କି ଏହା ପଛରେ ଆଉ କାହାର ହାତ ରହିଛି ତାହା ଜାଣିବା ସମ୍ଭବ ହୋଇ ପାରି ନାହିଁ । କିନ୍ତୁ ଗୋବିନ୍ଦ ଙ୍କ ସ୍ତ୍ରୀ ଙ୍କ ଅଭିଯୋଗ କ୍ରମେ ତାଙ୍କ ସ୍ଵାମୀ ଙ୍କର ଯଦି ଏହିଭଳି ପ୍ରାଣତ୍ୟାଗ କରିବାର ଥାନ୍ତା ତେବେ ସେ ଏକ ବର୍ଷ ହେବ ଜେଲରେ ରହି ନଥାନ୍ତେ । ଏହା ସଂପୂର୍ଣ୍ଣ ଭାବରେ ହତ୍ୟା ବୋଲି ସେ କହିଛନ୍ତି । ଏହାକୁ ହାଇକୋର୍ଟ ତଦନ୍ତ ପରିସର କୁ ନିଅନ୍ତୁ ବୋଲି ଅନେକ ଦାବି କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *