ନିଜର ଦ୍ଵିତୀୟ ବାହାଘରକୁ ନେଇ ଶେଷରେ ମୁହଁ ଖୋଲିଲେ Anubhav Mohanty, କହିଲେ ‘3 ବର୍ଷ ହେଲାଣି ମୋ ସହ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଅଭିନେତା ଅନୁଭବ ମହାନ୍ତି ଙ୍କ ନାମରେ କିଛି ନା କିଛି ଚର୍ଚ୍ଚା ସୋ-ସି-ଆ-ଲ ମି-ଡି-ଆ ରେ ଦେଖିବାକୁ ମିଳୁଛି । ଏହାକୁ ନେଇ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି କିଛି ଏଭଳି କହିଛନ୍ତି, ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ ବିବାହର କଥା କେବଳ ଏକ ଗୁଜବ ଥିଲା ୩ ବର୍ଷ ହେବ ଏହିଭଳି ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେଉଛି । ଏହାକୁ ନେଇ ସେ ବର୍ତ୍ତମାନ ଏହିଭଳି କିଛି କଥା କହିଛନ୍ତି ।

ତାଙ୍କ ନାମରେ କିଛି ଦିନ ତଳେ ଏହିଭଳି କିଛି ଖବର ଭା-ଇ-ରା-ଲ ହୋଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସମସ୍ତେ ଗୋଟିଏ ଜିନିଷ ଜାଣିବାକୁ ଆଗ୍ରହ ରଖିଥିଲେ ଯେ ସତରେ କ’ଣ ସାଂସଦ ଅନୁଭବ ମହାନ୍ତି ବାସ୍ତବରେ ଦ୍ଵିତୀୟ ବିବାହ କରିନେଲେ କି ? ଅନୁଭବ କହିଥିଲେ ଯେ ତାଙ୍କ ଫିଲ୍ମ “ଲଭ ଇନ ଲଣ୍ଡନ” ଗୋଟିଏ ପ୍ରକୃତ କାହାଣୀ କୁ ନେଇ ଆସୁଛି ଏବଂ ଏଥିରେ ଭଲ କାମ ମଧ୍ୟ ହୋଇଛି । ଏହା ବହୁତ ସୁନ୍ଦର କାହାଣୀ ଅଟେ ।

ଏହା ଗୋଟିଏ ବଡ ଚଳଚିତ୍ର ଅଟେ ଯାହାକୁ ଓଡିଆ ଫିଲ୍ମ ପ୍ରେମୀ ଦେଖିବାକୁ ପାଇବେ ପରଦାରେ ବହୁତ ଜଲ୍ଦି । ଅନୁଭବ ମହାନ୍ତି କହିଛନ୍ତି ଯେ ତାଙ୍କ ବିଷୟରେ ଗୁଜବ ଗତ ୩ ବର୍ଷ ହେବ କେତେ କେତେ ସମୟରେ ଉଠୁଛି ସେ ସବୁ ଗୁଜବ କୁ ଯଦି ଧ୍ୟାନ ଦେବେ ତା’ ହେଲେ ନିଜେ କିଭଳି କାମ କରିବେ ? ଏଣୁ ସେ ସବୁକୁ ଇଗନୋର ମାରିଛନ୍ତି ।

ଖବର ସୂତ୍ର ରୁ ପ୍ରକାଶ ହୋଇଛି ଯେ ଅନୁଭବ ଙ୍କ ନାମରେ ଯେଉଁ ଗୁଜବ ଉଠିଲା ସେଥିରୁ ଅନୁଭବ ଙ୍କ ଚଳଚିତ୍ର କୁ ମିଳିଛି ବହୁତ ଭଲ ମାଇଲେଜ । କିନ୍ତୁ ଏହିସବୁରେ ଅନୁଭବ ରୋକଠୋକ ମନା କରୁଛନ୍ତି । ପରୋକ୍ଷରେ ସେ କହିଛନ୍ତି ଯେ ଏ ସବୁ କେବଳ ଗୋଟିଏ ଗୁଜବ ହିଁ ଥିଲା । ଯଦି ଏହିସବୁ ଗୁଜବ ଥିଲା ତେବେ ଅନୁଭବ ଙ୍କ ଫ୍ୟାନ ଏ ସବୁକୁ କାହିଁକି ସତ ବୋଲି କହୁଛନ୍ତି । ଏହା ସହିତ ସେ କହିଥିଲେ ଯେ ଅନୁଭବ ଙ୍କୁ ଶଳାବିଧା ମାରି ବିବାହ ହୋଇଥିଲେ ।

ଫ୍ୟାନ୍ସ ମାନେ ଯେଉଁ କଥା କହୁଛନ୍ତି ତାହା ସତ ନା ଅନୁଭାବ ଯାହା କହୁଛନ୍ତି ତାହା ସତ ? ଅନୁଭବ ଙ୍କ ଫ୍ୟାନ କହିଥିଲେ ଯେ ଅନୁଭବ ତାଙ୍କୁ ନିଜେ ତାଙ୍କ ବିବାହରେ ଡ଼ାକିଥିଲେ ଏବଂ ସବୁକିଛି ସତ ସତିକା ଥିଲା । ମାତ୍ର ଏସବୁ ନେଇ ଅନୁଭବଙ୍କୁ ନିଜ ପକ୍ଷ ରଖିବାର ଥିଲା । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *