‘ଏଠୁ ଶୀଘ୍ର ତୁମେ ଯାଅ, ନହେଲେ ମୁଁ ତୁମକୁ…’ ନିର୍ଦ୍ଦେଶକଙ୍କ ଉପରେ ରାଗି କାହିଁକି ଏମିତି କହିଲେ ଅନୁଭବ ?

ବନ୍ଧୁଗଣ, ଓଲିଉଡ ଅଭିନେତା ଅନୁଭବ ମହାନ୍ତି ବର୍ତ୍ତମାନ କିଛି ନା କିଛି ମାମଲାରେ ସୋ-ସି-ଆ-ଲ ମି-ଡି-ଆ ରେ ସବୁବେଳେ ଚର୍ଚ୍ଚାରେ ରହୁଥିବାର ନଜର ଆସିଛନ୍ତି । ତାହା ତାଙ୍କ ଧର୍ମ ପତ୍ନୀ ବର୍ଷା ଙ୍କୁ ନେଇ ବିବାଦ ହେଉ ଅଥବା କୌଣସି ଷ୍ଟାର ପାର୍ଟି ରେ ଯୋଗଦାନ କୁ ନେଇ ହେଉ ଅଥବା ନିଜ ଫିଲ୍ମ କୁ ନେଇ ହେଉ, ଅଭିନେତା ଅନୁଭବ ମହାନ୍ତି ସୋ-ସି-ଆ-ଲ ମି-ଡି-ଆରେ ନିଜର ଜାଦୁ ବଜାୟ ରଖିଛନ୍ତି ।

ତେବେ ଆଜି ଆମ୍ଭେ ଆପଣଙ୍କୁ ଅନୁଭବ ମହାନ୍ତି ଙ୍କ ଅପ କମିଙ୍ଗ ଫିଲ୍ମ “ଲଭ ଇନ ଲଣ୍ଡନ” ର କିଛି ଦୃଶ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏଥିରେ ଅନୁଭବ ମହାନ୍ତି ନିଜ ଫିଲ୍ମ ର ହିରୋଇନ ଙ୍କୁ କହୁଛନ୍ତି “ତୁ ଏଠି କ’ଣ କରୁଛୁ ? ମୋ ବେଡରୁମରେ ତୁ ! ଏଠାରୁ ଜଲ୍ଦି ଯା’ ଶୀଘ୍ର ଯା’ ତତେ ଏଠାକୁ ଆସିବାକୁ କିଏ କହିଲା ? ଏମିତି କହି ସଙ୍ଗେ ସଙ୍ଗେ ନିଜ ରୁମରୁ ବିଦା କରିଦେଉଛନ୍ତି ନିଜ ଫିଲ୍ମର ହିରୋଇନ ଙ୍କୁ ।

ଏହା ପରେ ଅନୁଭବ କହୁଛନ୍ତି ଯେ ଆରେ ଏଠି ତ ଗେଲ ଲାଗିଛି ଆଊ… । ତେବେ ଯେଉଁ ହିରୋଇନ ତାଙ୍କ ପାଇଁ ବ୍ରତ ରଖି ସାବିତ୍ରୀ କରିଥିଲେ ସେହି ହିରୋଇନ ଙ୍କୁ ନିଜ ରୁମରୁ ତଡି ଦେଉଛନ୍ତି ଅନୁଭବ । କିନ୍ତୁ କାହିଁକି ହିରୋଇନ ଜଣଙ୍କ ବ୍ରତ ରଖୁଛନ୍ତି ଏବଂ ଏତେ ସବୁ ପରେ ମଧ୍ୟ କାହିଁକି ଅନୁଭବ ତାଙ୍କୁ ଭଲପାଉନାହାଁନ୍ତି ?

ତାହା ଏହି ଚିତ୍ରରେ ଦେଖିବାକୁ ମିଳୁଛି ଆଉ ଏହି ଦୃଶ୍ୟକୁ ଦେଖି ସାରିବା ପରେ ମଧ୍ୟ ଜଣେ ସ୍ତ୍ରୀ ନିଜ ସ୍ଵାମୀ ର ଶୁଭ ମନାସୁଛି, ସ୍ଵାମୀ ପାଖରେ ରହିବାକୁ ଚାହୁଁଛି । କିନ୍ତୁ ସ୍ଵାମୀ ଅନୁଭବ କାହିଁକି ତାଙ୍କୁ ପସନ୍ଦ କରୁନାହାଁନ୍ତି ? କାହିଁକି ତାଙ୍କ ପାଖରେ ରହିବାକୁ ଚାହୁଁନାହାଁନ୍ତି ? କାହିଁକି ତାଙ୍କ ରୁମ ରୁ ତାଙ୍କୁ ତଡି ଦେଉଛନ୍ତି ? ଏହି ସବୁର ପ୍ରଶ୍ନ ସିନେମା ରିଲିଜ ହେବାପରେ ଦର୍ଶକ ପାଇଯିବେ ବୋଲି ଆଶା ରଖିଛନ୍ତି ।

କେବେ ରିଲିଜ ହେବ “ଲଭ ଇନ ଲଣ୍ଡନ” ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଅନୁଭବ ଏହି ଚଳଚିତ୍ର ରେ ନିଜର ଦମଦାର ଅଭିନୟ କରିଛନ୍ତି ବୋଲି ତାଙ୍କ ଫ୍ୟାନ୍ସ ମାନେ କଥା ହେବାକୁ ଲାଗିଛନ୍ତି । ଅନୁଭବ ଏହି ଫିଲ୍ମ କୁ ନେଇ ବହୁତ ଆନନ୍ଦ ର ସହିତ କହିଛନ୍ତି ଯେ ଦର୍ଶକ ମାନଙ୍କ ମନକୁ ଏହି ଚଳଚିତ୍ର ଟି ନିଶ୍ଚିତ ଭାବରେ ଛୁଇଁବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *