Govinda ଙ୍କ ପତ୍ନୀଙ୍କ ବଡ ବୟାନ ! କହିଲେ ‘ମୋ ସ୍ଵାମୀଙ୍କୁ ସେମାନେ ପ୍ଲାନ କରି ମାରିଦେଲେ, ଏବେ ମୋ ପରିବାରକୁ ସେମାନେ…’

ବନ୍ଧୁଗଣ, ବହୁ ଚର୍ଚ୍ଚିତ ମମିତା ହତୟଆ-କା-ଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ଆ-ତ୍ମ-ହତୟଆ କରିଛି । ଏହାକୁ ନେଇ ଗୋବିନ୍ଦ ଙ୍କ ସ୍ତ୍ରୀ କଣ କହିଛନ୍ତି ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ଗୋବିନ୍ଦ ଙ୍କ ସ୍ତ୍ରୀ କହିଛନ୍ତି ଯେ ମୋ ସ୍ଵାମୀ ଙ୍କୁ ସଂପୂର୍ଣ୍ଣ ଭାବରେ ହତୟଆ କରାଯାଇଛି । ଜେଲରେ ପୋଲିସ ପ୍ରଶାସନ ଙ୍କ ପାଖରେ ଥାଇ ସେ କିଭଳି ଆ-ତ୍ମ-ହତୟଆ କରି ପାରିଲେ ? ଗୋବିନ୍ଦ ସ୍ତ୍ରୀ ଙ୍କ ପାଖକୁ ଦିନ ୧୧ ଟାରେ ଫୋନ କରିଥିଲେ ।

ମାତ୍ର ସେ କିଛି ବିଶେଷ କଥା କହି ନଥିଲେ । ଭଲରେ କଥା ହୋଇଥିଲେ ଭଲମନ୍ଦ କଥା ସବୁ ପଚାରି ବୁଝିଥିଲେ । ମେଡ଼ିସିନ ଆସିଲା କି ନାହିଁ ? ଶ୍ଵଶୁର ଦେହ ଭଲ ଅଛି କି ନାହିଁ ? ଏହିଭଳି ଅନେକ ଭଲମନ୍ଦ କଥା ହେଲେ, ଏହା ପରେ ଗୋବିନ୍ଦ ନିଜ ପୁଅ କୁ କହିଥିଲେ ଯେ ତୁ ଭଲ ଭାବରେ ପାଠ ପଢାପଢି କରେ ସ୍କୁଲରେ । ଗୋବିନ୍ଦ ଙ୍କ ସ୍ତ୍ରୀ ବର୍ତମାନ କହିଛନ୍ତି ଯେ ତାଙ୍କର ନ୍ୟାୟ ଦରକାର !

କାହିଁକି ତାଙ୍କ ସ୍ଵାମୀ ଙ୍କୁ ହତୟଆ କରାଗଲା ? ଏହା ସହିତ ସେ କହିଛନ୍ତି ଯେ ତାଙ୍କ ସ୍ଵାମୀ ଗୋବିନ୍ଦ ବହୁତ ଷ୍ଟ୍ରଙ୍ଗ ଅଟନ୍ତି ଯଦି ସେ ଆ-ତ୍ମ-ହତୟଆ କରିବାର ଥାନ୍ତା ତେବେ କେବେ ହେଲେ ସେ ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରି ରହିନଥାନ୍ତେ । ସ୍ତ୍ରୀ କାନ୍ଦି କାନ୍ଦି କହୁଛନ୍ତି ଯେ ସେ କେବେ ଆ-ତ୍ମ-ହତୟଆ କରିନାହାଁନ୍ତି ଏହା ସଂପୂର୍ଣ୍ଣ ଭାବରେ ଷଡଯନ୍ତ୍ର କରି କରାଯାଇଛି ସବୁ ।

ଜେଲରେ ଯିଏ ରଖିଥିଲେ ତାଙ୍କୁ ସେ ସୁରକ୍ଷିତ କରି ରଖିବା କଥା । ମାତ୍ର ଜେଲରେ ଅଛି ଜଣେ ସେ କେତେବେଳେ ଆ-ତ୍ମ-ହତୟଆ କରିବ ତାହା କିଭଳି କେହି ଜାଣି ପାରିବେ ନାହିଁ ? ଏଥିରେ କୌଣସି ପଲିଟିକାଲ ଲିଙ୍କ ଅଛି କି ନାହିଁ ସେ ସମ୍ବନ୍ଧରେ ମଧ୍ୟ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି ଗୋବିନ୍ଦ ଙ୍କ ସ୍ତ୍ରୀ । ମାତ୍ର ସେ ଏଫୟାର ଦେବେ ନାହିଁ କାରଣ ତାଙ୍କର ପିଲାଛୁଆ ଘର ସଂସାର ଅଛି ସେ ଏକୁଟିଆ କିଭଳି ଚଳାଇବେ ସେମାନଙ୍କୁ ?

ତଥା ସେମାନେ ସବୁ କିଭଳି ବଞ୍ଚିବେ ? ତାଙ୍କର ସୁରକ୍ଷା ଦରକାର ବୋଲି ମି-ଡି-ଆ ଆଗରେ କହିଛନ୍ତି ଗୋବିନ୍ଦ ଙ୍କ ପତ୍ନୀ । ବର୍ତ୍ତମାନ ଗୋବିନ୍ଦ ଙ୍କ ପିଲା ଟ୍ରେନ ଯୋଗେ ନିଜ ବାପା ଙ୍କ ନିକଟକୁ ଆସୁଥିବାର ସୂଚନା ମିଳିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *