Tarot card; -ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି, ତାଙ୍କ ନାମ ପାଇଁ ଏକ ନମ୍ବର ବାଛନ୍ତୁ…

ଆମ ପାଇଁ କାହା ମନରେ କଣ ଭାବନା ବା ଫିଲିଙ୍ଗ୍ ରହିଛି । ତାହା ଜାଣିବା ପାଇଁ ଆମକୁ ବହୁ ସମୟରେ ଇଛା ହୋଇଥାଏ । ହେଲେ କାହା ମନର କଥା ତାଙ୍କ ନିଜ ମୁହଁରୁ ଶୁଣିବା ତ ସବୁ ସମୟରେ ହୋଇପାରିନଥାଏ । ତେଣୁ ବର୍ତ୍ତମାନ ଯଦି ଆପଣ କାହାର ମନର କଥା ଜାଣିବାକୁ ଚାହୁଁଛନ୍ତି । ଯେ ତାଙ୍କ ମନର ଆପଣଙ୍କ ପାଇଁ ଫିଲିଙ୍ଗ୍ସ କ’ଣ ରହିଛି ଜାଣନ୍ତୁ । ତେବେ ଆପଣ 4 ଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର ବାଛିକି ସେହି ପର୍ଶନ ବା ବ୍ୟକ୍ତିଙ୍କ ମନର କଥା ଜାଣିପାରିବେ ।

1- ଆପଣ ଜଣେ ବହୁତ ଭଲ ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ସେହି ବ୍ୟକ୍ତି ଜଣଙ୍କ ବୁଦ୍ଧିମାନ ବୋଲି ଭାବନ୍ତି । ଆପଣଙ୍କ ପ୍ରତି ତାଙ୍କ ମନରେ ବହୁତ ଭଲ ଭାବନା ରହିଛି । ଆପଣଙ୍କ ପାଇଁ ତାଙ୍କ ମନରେ ସବୁବେଳେ ସମ୍ମାନ ଭାବ ରହିଅଛି । ତେଣୁ ଯଦି ଏଠାରେ କହିବାକୁ ଜୀବ । ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ବୁଦ୍ଧିମନ ସହିତ ବହୁତ ପର୍ଶନ ବୋଲି ତାଙ୍କ ଚିନ୍ତାଧାରାରେ ରଖିଛନ୍ତି ।

2- ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ସେ ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ ଏଭଳି କିଛି କଥା ରହିଛି । ଯେ ଆପଣ ତାଙ୍କ ଠାରୁ ଯେମିତି ଧୀରେ ଧୀରେ ଦୂରେଇ ଯିବାକୁ ଲାଗୁଛନ୍ତି । ଆପଣ ଯେଉଁ ଖୁସି ଚାହୁଁଛନ୍ତି । ସେହି ଖୁସି ଆପଣ ତାଙ୍କ ଠାରୁ ପାଇପାରୁ ନାହାନ୍ତି । ତେଣୁ ଆପଣ ଏହି ପର୍ଶନଙ୍କ ଠାରୁ ଦୂରେଇ ଯାଉଛନ୍ତି ବୋଲି ଏହି ବ୍ୟକ୍ତି ଜଣଙ୍କୁ ଲାଗୁଛି ଯାହାଙ୍କ ମନର କଥା ଆପଣ ଜାଣିବାକୁ ଚାହୁଁଥିଲେ ।

3- ଆପଣ ଜଣେ କଳହ ପ୍ରକୃତିର ବ୍ୟକ୍ତି ଅଟନ୍ତି । ଆପଣଙ୍କ ମନରେ ଇଗୋ ରହିଛି । ସେଥିପାଇଁ ଏହି ବ୍ୟକ୍ତି ଜଣଙ୍କ ଯେତେବେଳେ ବି ଆପଣଙ୍କ ସହ କିଛି କଥା ହେବାକୁ ଚାହାନ୍ତି । ବହୁତ ଭାବିଚିନ୍ତିକି କଥା କୁହନ୍ତି । କାରଣ ତାଙ୍କୁ ଡର ଥାଏ । ଯେ ଆପଣ ତାଙ୍କୁ କିଛି ଯେପରି ଇଆଡୁ ସିଆଡୁ ନକହି ଦିଅନ୍ତି । ତେଣୁ ଯାହାଙ୍କ ବିଷୟରେ ଆପଣ ଜାଣିବାକୁ ଚାହୁଁଥିଲେ । ସେହି ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ ବର୍ତ୍ତମାନ ସମୟରେ କେଉଁଠି ନା କେଉଁଠି ଏକ ଭୟ ରହିଛି ।

4- ଆପଣ ବର୍ତ୍ତମାନ ସମୟରେ ବହୁତ ଏକେଲାପଣ ଅନୁଭବ କରୁଛନ୍ତି । ଯାହା ବି ଲାଇଫରେ ଆପଣ ଷ୍ଟ୍ରଗଲ କରିଥିଲେ ବା କରୁଛନ୍ତି । ସେଥିରୁ ଆପଣଙ୍କୁ କିଛି ସମୟରେ ନିରାଶା ମିଳିଛି । ଯେଉଁ କାରଣରୁ ଆପଣ ଦୁଃଖୀ ମଧ୍ୟ ଅଛନ୍ତି । ତେଣୁ ଆପଣଙ୍କ ଖୁସି ପାଇଁ ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କର କେୟାର କରିବାକୁ ଚାହୁଁଛନ୍ତି । ଆପଣଙ୍କର ସେ ଜଣେ ବହୁତ ଭଲ ଗୁଡ୍ ୱିଶର ଅଟନ୍ତି । ଯିଏ ଆପଣଙ୍କ ବିଷୟରେ ସବୁବେଳେ ଭଲ ଚିନ୍ତା କରନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *