ସ୍କିନରେ ହେଉଥିବା ଜାଦୁ, କାଛୁ, କୁଣ୍ଡିଆ ସବୁ ସମୟର ସମସ୍ଯାର କେବଳ ଗୋଟିଏ ସମାଧାନ ! ମାତ୍ର 2 ଦିନରେ ସ୍କିନ ପ୍ରୋବ୍ଲେମ ଦୂର…

ବନ୍ଧୁଗଣ ଅନେକ ପ୍ରକାର କାରଣ ଯୋଗୁ ସ୍କିନରେ ସ୍କିନ ପ୍ରୋବ୍ଲେମ ଦେଖାଯାଇଥାଏ । ଯାହା ଦ୍ଵାରା ଜାଦୁ, କାଛୁ କୁଣ୍ଡିଆ ଭଳି ପ୍ରୋବ୍ଲେମ ସ୍କିନରେ ଦେଖାଯାଇଥାଏ । ଆଲର୍ଜି ଥିଲେ ମଧ୍ୟ ସ୍କିନ ଇନଫେକସନ ବିଶେଷ ଭାବେ ଦେଖାଯାଇଥାଏ । ଯେଉଁ ବ୍ୟକ୍ତିକୁ କୌଣସି ପ୍ରକାର ସ୍କିନ ଇନଫେକସନ ରହିଥାଏ । ତେବେ ସେମାନେ ଏହି ଉପାୟ ଦ୍ଵାରା ସ୍କିନର ସବୁ ପ୍ରୋବ୍ଲେମକୁ ଗାୟବ କରିପାରିବେ । ଏହା ସଂପୂର୍ଣ୍ଣ ଘରୋଇ ଉପଚାର ହୋଇଥିବାରୁ ସ୍କିନର କୌଣସି କ୍ଷତି ନହୋଇ ସ୍କିନ ପ୍ରୋବ୍ଲେମ ଦୂର କରିଥାଏ ।

ତେବେ ରେମିଡିକୁ ପ୍ରସ୍ତୁତ କରିବା ପାଇଁ କଞ୍ଚା କଦଳୀର ଦରକାର ପଡିଥାଏ। ଏହି କଞ୍ଚା କଦଳୀର ପ୍ରୟୋଗ କରି ସ୍କିନ ଇନଫେକସନକୁ ଦୂର ବହୁତ ଶୀଘ୍ର କରିପାରିବେ । ତେବେ ପ୍ରଥମେ ଏକ କଞ୍ଚା କଦଳୀକୁ ଆଣି ତାହାକୁ ଅଧା ମଝିରୁ କାଟି ଦିଅନ୍ତୁ । ତାପରେ ସେହି ଫାଳେ କଦଳୀର ଉପର ଚୋପାକୁ ଛଡାଇ ତାହାକୁ ଗ୍ରାଇଣ୍ଡିଙ୍ଗ କରିବାକୁ ପଡିବ। ହେଲେ କଦଳୀକୁ ଗ୍ରାଇଣ୍ଡିଙ୍ଗ କରିବା ସମୟରେ ପାଣିର ବ୍ୟବହାର  କରନ୍ତୁ ନାହିଁ ।

ଦିତୀୟରେ ସେହି ଗ୍ରାଇଣ୍ଡିଙ୍ଗ ହୋଇଥିବା କଦଳୀରେ 2 ଚାମଚ ଦହି ଆଡ୍ କରନ୍ତୁ । ତାପରେ ତୃତୀୟରେ ସେଥିରେ 1 ଚାମଚ ହଳଦୀର ଆଡ୍ କରନ୍ତୁ । ହଳଦୀ ସ୍କିନ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଭଲ ଉପାଦାନ ହୋଇଥାଏ । କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିଫଗାଲ ପ୍ରପଟି ରହିଥାଏ । ଯାହା ସ୍କିନକୁ ସୁନ୍ଦର କରିଥାଏ । ତାପରେ ସେହି 3 ଟି ଜିନିଷକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ ।

ତାପରେ ଯେଉଁ ସ୍ଥାନରେ ଆପଣଙ୍କର କୌଣସି ବି ସ୍କିନ ଇନଫେକସନ ହୋଇଥାଉ । ସେହି ସ୍ଥାନକୁ ପାଣିରେ ପ୍ରଥମେ ଭଲରେ ଧୋଇ ଦିଅନ୍ତୁ । ସେହି ସ୍ଥାନରେ ଲେମ୍ବୁକୁ ନେଇ ଅଳ୍ପ ଘଷି ସଫା କରନ୍ତୁ । ତାପରେ ପ୍ରସ୍ତୁତ କରିଥିବା ପେଷ୍ଟକୁ ସେହି ସ୍ଥାନରେ ନେଇ ଥାପିକି ରଖିଦିଅନ୍ତୁ । କିଛି ଘଣ୍ଟା ରଖି ତାହାକୁ ପାଣି ସହାୟତାରେ ଧୋଇ ପରିଷ୍କାର କରନ୍ତୁ ।

ଏହି ଉପାୟକୁ 1 ରୁ 2 ଥର କରି ଆପଣଙ୍କର ସବୁ ପ୍ରକାର ସ୍କିନ ଇନଫେକସନକୁ ଦୂର କରିପାରିବେ । ଯେଉଁ ମାନଙ୍କର ସ୍କିନ ଇନଫେକସନ ବହୁତ ପୁରୁଣା ଅଟେ। ସେମାନେ 1 ସପ୍ତାହ ପର୍ଯ୍ୟନ୍ତ ଏହିପରି ଭାବେ ତାହାର ବ୍ୟବହାର କରି ସବୁ ପ୍ରକାର ସ୍କିନ ପ୍ରୋବ୍ଲେମକୁ ଦୂର କରିପାରିବେ । ଏହା ବହୁତ ଇଫେକଟିଭ ଉପାୟ ଅଟେ । ଯାହା ସ୍କିନରୁ ସବୁ ପ୍ରକାର ଇନଫେକସନକୁ ହଟାଇଦେଇଥାଏ ।

ସ୍କିନକୁ ସୁସ୍ଥ ଓ ସୁନ୍ଦର କରିବାରେ ସାହାଜ୍ଯ କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ନିହାତି ଭାବେ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *