ରାତି 12 ଟା ରେ ଲୋକଙ୍କୁ ନଦୀ ବନ୍ଧରୁ ଉଦ୍ଧାର କରି ଆଶ୍ରୟ ଦେଲେ ପିପିଲି ବିଧାୟକ Rudra Maharathy, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରୁଦ୍ର ପ୍ରତାପ ମହାରଥୀ ହେଉଛନ୍ତି ବିଜେଡି ଦଳର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଏକ ମାତ୍ର ପୁତ୍ର । ଗତ କିଛି …

Read More

ପଳେଇ ଚାଲ…ଭାଙ୍ଗିଲା ନଦୀ ବନ୍ଧ, ଚାହୁଁ ଚାହୁଁ ସୁ-ସୁ ଗର୍ଜନ କରି ମାଡି ଆସିଲା ପାଣି ! ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମ …

Read More

Health Tips- ପେଟ କମାଇବା ପାଇଁ ଡାଏଟ୍‌, ଜାଣନ୍ତୁ କଣ ଖାଇବେ ଓ କଣ ଖାଇବେନି ? Dietician Niharika Dash ଙ୍କ ଠାରୁ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଅଧିକାଂଶ ଲୋକ ମୋଟାପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ସାଧାରଣତଃ ଯେଉଁ ସବୁ ଲୋକ ମାନେ ବସିକି ଅଧିକାଂଶ ସମୟ କାର୍ଯ୍ୟ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକ ଏହି ସମସ୍ୟା ଦେଖା ଦେଇଥାଏ । ଆଜିକାଲି …

Read More

ପିଲା ହେଉନି କି ? (Infertility), ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Sini S Venugopal

ବନ୍ଧୁଗଣ ବନ୍ଧ୍ୟା ଦୋଷ ବା INFERTILITY ହେଉଛି ଯେତେବେଳେ ଜଣେ ଦମ୍ପତ୍ତି ବିବାହ ପରେ ଛୁଆ ଜନ୍ମ କରିବାକୁ ଚାହୁଁ ଛନ୍ତି ହେଲେ ଏକ ବର୍ଷ ଚେଷ୍ଟା କରିବା ସତ୍ବେ ସେମାନେ ସନ୍ତାନ ପ୍ରାପ୍ତ କରିପାରୁ ନାହାନ୍ତି ତାହାକୁ ବନ୍ଧ୍ୟା ଦୋଷ …

Read More

ଏହି ଝିଅ ପାଇଁ 42 ବର୍ଷ ପର୍ଯ୍ୟନ୍ତ ବନ୍ଦ ପଡିଥିଲା ଭାରତର ଏହି Railway ଷ୍ଟେସନ, ଏହା ପଛର ରାହାସ୍ୟ ଆପଣଙ୍କ ନିଦ ହଜେଇ ଦେବ…

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭାରତରେ ଏକ ଏପରି ରେଳ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ ଯେଉଁଠି 42 ବର୍ଷ ପର୍ଯ୍ୟନ୍ତ ଟ୍ରେନ ଚାଲି ନଥିଲା । ଯେବେବି ଏହି ଷ୍ଟେସନରେ ଟ୍ରେନ ପହଞ୍ଚେ ସେତେବେଳେ ଟ୍ରେନ ଡ୍ରାଇଭର ଟ୍ରେନ …

Read More

ଦେଖନ୍ତୁ Exclusive ଭିଡିଓ: ଏତେ ଦିନ ପରେ ସାମ୍ନାକୁ ଆସିଲା ସେହି ଭିଡିଓ ଯାହା ପାଇଁ ଚାଲିଗଲା 2-2ଟି ଜୀବନ, ଏମିତି ହୋଇଥିଲା ମା-ଝିଅଙ୍କ ସହ ଟ୍ରକ ଡ୍ରାଇଭର ର ଝଗଡା…

ଯାହା ଅନୁମାନ କରାଯାଉଥିଲା ସତ ଦୁର୍ଘଟଣା ହୋଇ ନଥିଲା ହୋଇଥିଲା ହତୟଆ । ଜାଣିଶୁଣି ମାଆ-ଝିଅଙ୍କ ଉପରେ ଚଢା ଯାଇଥିଲା ଗାଡି ହତୟଆ ପୂର୍ବରୁ ହୋଇଥିଲା ବଚସା । ମାଆ-ଝିଅଙ୍କ ସହ ହୋଇଥିଲା ଝଗଡା ଯାହାକୁ ନେଇ ପିତ ଚଢି ଯାଇଥିଲା …

Read More

ହେ Prabhu ! କମେଡିଆନ Papu Pom Pom ଙ୍କ ଘରକୁ ଆସିଲା ବହୁତ ବଡ ଦୁଃଖ ଖବର, କାନ୍ଦୁଛନ୍ତି ପପୁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଯବଦରସ୍ତ ଅଭିନୟ ପାଇଁ ସବୁବେଳେ …

Read More

ସମ୍ଭାଳି ପାରୁନି ହୀରାକୁଦ ? କରୁଛି ଭୟଙ୍କର ଗର୍ଜନ…ଦେଖନ୍ତୁ Video

ମହାନଦୀରେ ବଡ ବନ୍ୟା ତେବେ କଣ ହୋଇପାରେ ଏହା ପଛର କାରଣ । ଛତିଶଗଡରେ ଏକାଧିକ ବ୍ୟାରେଜ ନିର୍ମାଣ ନା ହୀରାକୁଦ ପଙ୍କରେ ପୋତି ହୋଇପଡୁଥିବାରୁ ସୃଷ୍ଟି ହେଉଛି ସମସ୍ଯା । ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ …

Read More

ମହାନଦୀର କରାଲ ରୂପ, ଦେଖିବା ପାଇଁ ମୁଣ୍ଡଳୀ Bridge ଉପରେ ଲାଗିଛି ଲୋକଙ୍କ ଭିଡ…ଦେଖନ୍ତୁ Video

ମାଳ ମାଳ ଗାଡି ହଜାର ହଜାର ଲୋକ ମହାନଦୀର ମୁଣ୍ଡାଳି ବ୍ରିଜରେ ଯାତ୍ରା ଭଳି ଭିଡ । ହେଲେ ଲୋକ ମାନେ ଯାତ୍ରା ଦେଖିବାକୁ ଆସି ନାହାନ୍ତି ଲୋକ ମାନେ ଆସିଛନ୍ତି ମହାନଦୀରେ ବନ୍ୟା ପାଣି ଦେଖିବାକୁ । ବ୍ରିଜ ଉପରୁ …

Read More

‘ଦେହ ଦେଖେଇଲା…ମୁହଁ ଦେଖାଇଲାନି, ମୁଁ କହିଲି କଣ ଖାଲି ତୋର ଅଛି ଆଉ କାହାର ନାହିଁ…’ ଯୁବକ ଜଣକ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବା ସହ ବହୁତ ହସିବେ । ଆଜି …

Read More