ଦେଖନ୍ତୁ Exclusive ଭିଡିଓ: ଏତେ ଦିନ ପରେ ସାମ୍ନାକୁ ଆସିଲା ସେହି ଭିଡିଓ ଯାହା ପାଇଁ ଚାଲିଗଲା 2-2ଟି ଜୀବନ, ଏମିତି ହୋଇଥିଲା ମା-ଝିଅଙ୍କ ସହ ଟ୍ରକ ଡ୍ରାଇଭର ର ଝଗଡା…

ଯାହା ଅନୁମାନ କରାଯାଉଥିଲା ସତ ଦୁର୍ଘଟଣା ହୋଇ ନଥିଲା ହୋଇଥିଲା ହତୟଆ । ଜାଣିଶୁଣି ମାଆ-ଝିଅଙ୍କ ଉପରେ ଚଢା ଯାଇଥିଲା ଗାଡି ହତୟଆ ପୂର୍ବରୁ ହୋଇଥିଲା ବଚସା । ମାଆ-ଝିଅଙ୍କ ସହ ହୋଇଥିଲା ଝଗଡା ଯାହାକୁ ନେଇ ପିତ ଚଢି ଯାଇଥିଲା ଡ୍ରାଇଭରର । ଆଉ ରାସ୍ତା ଉପରେ ଉଭୟ ମାଆ-ଝିଅଙ୍କ ଉପରେ ଗାଡି ଚଢାଇ ଦେଇଥିଲା । ହଁ ଦର୍ଶକ ବନ୍ଧୁ ଏହି କିଛି ଦିନ ହେବ ଆପଣ ମାନଙ୍କର ମନ ଥିବ ଚଳିତ ଅଗଷ୍ଟ ମାସ 3 ତାରିଖର ଘଟଣା ।

ସନ୍ଧ୍ୟା ବେଳେ 53 ନମ୍ବର ଜାତୀୟ ରାଜପଥର  ଯାଜପୁର ଅରୁହା ଛକ ନିକଟରେ ହୋଇଥିଲା ଦୁର୍ଘଟଣା । ଆଉ ଏ ଦୁର୍ଘଟଣାରେ ମାଆ-ଝିଅଙ୍କ ଉପରେ ଗାଡି ଚଢି ଯାଇଥିଲା । ସମସ୍ତେ କହିଲେ ଏହା ଦୁର୍ଘଟଣା ହେଲେ ଏହା ପରଦିନରେ ପୋଲିସ ଏ ଘଟଣା ଉପରୁ ପରଦା ଉଠାଇ ଥିଲା । ଏହା ଏକ ଦୁର୍ଘଟଣା ନଥିଲା ଏହା ଥିଲା ଏକ ହତୟଆ କାଣ୍ଡ । କୁହାଗଲା ମୃତ୍ୟୁ ବରଣ କରିଥିବା ମାଆ-ଝିଅଙ୍କ ସହ ପୂର୍ବରୁ କାଳେ ଡ୍ରାଇଭରଙ୍କ ଝଗଡା ହୋଇଥିଲା ।

ଯେଉଁଥିରେ ଡ୍ରାଇଭର ଜଣକ ମାଆ-ଝିଅଙ୍କୁ ଅଶୀଳ ଇଙ୍ଗିତ କରୁଥିଲେ କମେଣ୍ଟ ମାରୁଥିଲେ ରାସ୍ତା ସାରା ସାଇଡ ମାରୁଥିଲେ ଆଉ ତା ପରେ ରାସ୍ତା ମଝିରେ କୁଆଡେ ମାଆ-ଝିଅ ଡ୍ରାଇଭରକୁ ଅଟକାଇ ଚପଲରେ ମାଡ ମାରିଥିଲେ । ଆଉ ଏହା ପରେ ଡ୍ରାଇଭର ପ୍ରତିଶୋତ ପରାୟଣା ହୋଇ ଉଭୟ ମାଆ-ଝିଅଙ୍କ ଉପରେ କୁଆଡେ ଗାଡି ଚଳାଇ ଦେଇଥିଲା । ବନ୍ଧୁଗଣ ଏ ସବୁ କଥା ଆଜି ସତ ହୋଇଛି କାରଣ ଗଣମାଧ୍ୟମ ହାତରେ ଲାଗିଛି ସେଦିନ ଘଟଣାର ଭିଡିଓ ।

ଏ ଭିଡିଓ ହେଉଛି ସେହି ଦିନର ଯେଉଁ ଦିନ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିଲା । ଏ ଭିଡିଓ ହେଉଛି ଚଳିତ ଅଗଷ୍ଟ ମାସ 3 ତାରିଖର ଯେଉଁ ସନ୍ଧ୍ୟାରେ ମାଆ-ଝିଅଙ୍କ ଉପରେ ଟ୍ରକ ଚଢି ଯାଇଥିଲା । ଯେଉଁ କଥା କୁହାଯାଉଥିଲା ଯେ, ଦୁର୍ଘଟଣା ପୂର୍ବରୁ ମାଆ-ଝିଅଙ୍କ ସହ ଡ୍ରାଇଭରର ଝଗଡା ହୋଇଥିଲା ବଚସା ହୋଇଥିଲା ଏ ହେଉଛି ସେହି ସମୟର ଭିଡିଓ ।

ଏହି ଭିଡିଓରେ ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶୃତିକା ଚକ୍ରବର୍ତ୍ତୀ ଓ ଝିଅ ସୋନାଲି ଚକ୍ରବର୍ତ୍ତୀ କେନ୍ଦ୍ରାପଡା ଜିଲ୍ଲାରୁ ଏକ ଶୁଦ୍ଧିକ୍ରିୟା ଶେଷ କରି ଫେରୁଥିଲେ । ଆଉ ସେହି ସମୟରେ ସେହି ଟ୍ରକ ଡ୍ରାଇଭର ମାଆ-ଝିଅଙ୍କୁ ପିଛା କରିବା ସହ ଅଶୀଳ ଇଙ୍ଗିତ କରୁଥିଲା ଯାହାର ଭିଡିଓ ଏବେ ଆପଣ ମାନଙ୍କ ସାମ୍ନାରେ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *