ହେ Prabhu ! କମେଡିଆନ Papu Pom Pom ଙ୍କ ଘରକୁ ଆସିଲା ବହୁତ ବଡ ଦୁଃଖ ଖବର, କାନ୍ଦୁଛନ୍ତି ପପୁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଯବଦରସ୍ତ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ତେବେ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପପୁ ପମ ପମ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଅଭିନେତା ପପୁ ପମ ପମଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପପୁ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ଗତ କିଛି ସମୟ ହେବ ପପୁ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ପପୁ ପମ ପମଙ୍କ ଘରକୁ ଆସିଛି ଏକ ବଡ ଦୁଃଖର ଖବର । ତେବେ କଣ ସେହି ଦୁଃଖ ଖବର ଯାହା ଦ୍ଵାରା ପପୁଙ୍କ ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡିଛି ଏବଂ ନିରାଶ ହୋଇ ପଡିଛନ୍ତି ପପୁ ପମ ପମ । ତେବେ କଣ ସେହି ଖବରଟି ଆଉ ଡେରି ନକରି ଆସନ୍ତୁ ଜାଣିବା ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ପପୁ ପମ ପମଙ୍କ ବାପା ଆଉ ଏ ଦୁନିଆରେ ନାହାନ୍ତି । ପପୁ ପମ ପମଙ୍କୁ ଛାଡି ତାଙ୍କ ବାପା ଆରପାରିକୁ ଚାଲି ଯାଇଛନ୍ତି । ପପୁ ସବୁବେଳେ ତାଙ୍କ ବାପାଙ୍କ ବିଷୟରେ କୁହନ୍ତି କାରଣ ତାଙ୍କ ବାପାଙ୍କୁ ସେ ବହୁତ ଅଧିକ ଭଲ ପାଉଥିଲେ । ତେବେ ପପୁଙ୍କ ବାପା ଏବେ ମୃତ୍ୟୁ ବରଣ କରିଛନ୍ତି ଆଉ ପପୁ ପମ ପମ ଏବେ ନିଜ ଗାଁକୁ ଯାଇଛନ୍ତି ।

ସେ ନିଜ ବାପାଙ୍କ ଶବ ସତ୍କାର କରିବା ପାଇଁ ନିଜ ଗାଁକୁ ଯାଇଛନ୍ତି । ପପୁଙ୍କ ବାପାଙ୍କ ମୃତ୍ୟୁ ନିଜେ ପପୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇ ଛନ୍ତି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *