Interesting Odia Gk- ଏମିତି କେଉଁ ଜାଗା ଅଛି ଯେଉଁଠିକୁ ୧୦୦ ଲୋକ ଗଲେ ୯୯ ଲୋକ ହିଁ ଫେରନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଏହିଭଳି ପ୍ରଶ୍ନ ନେଇ ଆସିଛୁ ଯାହାକି ଆପଣଙ୍କୁ କୌଣସି ବି ବହିରେ ମିଳିବ ନାହିଁ । ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଚାରିପଟେ ଅଛି । ଏହି ସବୁ ପ୍ରଶ୍ନ ଆପଣଙ୍କୁ ଅଜବ ଲାଗିବ କିନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ବହୁତ ହିଁ ସହଜ । ଏହାକୁ ଆପଣ କେବଳ ନିଜର ଉପସ୍ଥିତ ବୁଦ୍ଧିର ଉପଯୋଗ କରି ଦେଇ ପାରିବେ । ଏହି ସବୁ ପ୍ରଶ୍ନକୁ ଶୁଣିବା ପରେ କେତେକ ଲୋକମାନଙ୍କ ମୁଣ୍ଡ ବୁଲିଯାଏ । କିନ୍ତୁ ଏହାର ଉତ୍ତର ସେତିକି ହିଁ ସହଜ ଯେତିକି ଆପଣ ଚିନ୍ତା ବି କରି ନ ଥିବେ ।

୧- ଜଳୁଥାଏ ସୁଗନ୍ଧ ପାଇଁ ଫୁଲ ନୁହେଁ କିନ୍ତୁ ସୁଗନ୍ଧ ଦିଏ?
ଉତ୍ତର- ଅଗରବତୀ।

୨- ତିନି ଅକ୍ଷର ମୋର ନାମ ଓଲଟା ସିଧା ସବୁ ସମାନ?
ଉତ୍ତର- ଜହାଜ।

୩-ପଡିବେନି କେହି,ହଜାର ଲକ୍ଷ ଏକାଠି ରୁହନ୍ତି, ବୁଦ୍ଧି କୁ ଘୋଡେଇ ରଖନ୍ତି। ଖରା ହେଉ କିମ୍ବା ଥଂଡା।
ଉତ୍ତର- ଚୁଟି।

୪-ମୋ ଶିରା ପ୍ରଶିରା ରେ ମିଠା ହିଁ ମିଠା ଯିଏ ମୋ ନାଁ ନିଏ ତାକୁ ମିଳିବ ଟଙ୍କା।
ଉତ୍ତର- ଜିଲାପି।

୫- ସେ ଏଭଳି କେଉଁ ଜିନିଷ ଯାହାକୁ ନ ଧରି ମଧ୍ୟ ଭାଙ୍ଗି ଦିଆ ଯାଇପାରେ।
ଉତ୍ତର- ପ୍ରମିଜ।

୬- ସବୁଠାରୁ ପୁରୁଣା ଟିଭି ସିରିୟଲ କଣ।
ଉତ୍ତର- ତାରକ ମେହେତା କା ଓଲଟା ଚଷମା।

୭- କେଉଁ ଦେଶରେ କେବଳ ଝିଅ ମାନେ ହିଁ ମଦ ପିଇପାରିବେ।
ଉତ୍ତର- ପେରୁ ଦେଶ।

୮- ଏଭଳି କେଉଁ ଡ୍ରେସ ଯାହାକୁ ପିନ୍ଧି ପାରିବା ନାହିଁ।
ଉତ୍ତର- ଅଡ୍ରେସ।

୯- ଏଭଳି କେଉଁ ଜିନିଷ ଯାହା ଫଟେ କିନ୍ତୁ ଶବ୍ଦ ଆସେନି?
ଉତ୍ତର- କ୍ଷୀର।

୧୦- କେଉଁ ସ୍ଥାନକୁ ୧୦୦ ଲୋକ ଯାଆନ୍ତି କିନ୍ତୁ ୯୯ ଲୋକ ହିଁ ଫେରନ୍ତି ?
ଉତ୍ତର- ମଶାଣି।

୧୧- ଏଭଳି କେଉଁ ଜିନିଷ ରହିଛି ଯାହାକି ଖରା ହେଉ କି ଶୀତ ଥଂଡା ରୁହେ।
ଉତ୍ତର- ବରଫ।

୧୨- ୟୁଟିୟୁବ କେଉଁ ଦେଶର କମ୍ପାନୀ।
ଉତ୍ତର- ଆମେରିକା।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *