ଗର୍ଲ ଫ୍ରେଣ୍ଡ ସହ ସପିଙ୍ଗର ମଜା ନେଉଥିଲେ ସ୍ଵାମୀ, ଧରିନେଲେ ସ୍ତ୍ରୀ, ଆଉ ତା’ପରେ…

ନମସ୍କାର ବନ୍ଧୁଗଣ ତେବେ ଏହି ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ଏବେ ଏହିଭଳି ଘଟଣା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି । ସବୁ ସ୍ଥାନରେ ଏହି ସବୁ କଥା ଦେଖାଯାଉଛି । ଏହାକୁ ନେଇ ଆମର ଯୁବ ସମାଜ ମଧ୍ୟ ପ୍ରଭାବିତ ହେବା ସହିତ ତାଙ୍କ ଉପରେ ଏହି ସବୁ ଜିନିଷର ଖରାପ ପ୍ରଭାବ ପଡୁଛି । ସ୍ୱାମୀ-ସ୍ତ୍ରୀ ସମ୍ପର୍କ ହେଉଛି ଏକ ଅବିସ୍ମରଣୀୟ ସମ୍ପର୍କ ଯାହା ଉପରେ ଶରୀର, ମନ, ଅର୍ଥ, ସବୁକିଛି ଆମନ୍ତ୍ରିତ ହୁଏ ।

ଏହା ହେଉଛି ପ୍ରେମର ସମ୍ପର୍କ, ଏହା ଏକ ସମ୍ପର୍କ ଯାହାକୁ ଆମେ ହୃଦୟ ଏବଂ ଆତ୍ମା ସହିତ ଗ୍ରହଣ କରୁ । ଏହା ହେଉଛି ସେହି ସମ୍ପର୍କ ଯାହା ପାଇଁ ଆମେ ଆମ ଜୀବନର ସବୁକିଛି ପରସ୍ପରକୁ ବଳିଦାନ ଦେଇଥାଉ । ଏବଂ ଏହା ସହିତ, ଆମେ ଆମର ଦିନ, ରାତି, ଆମର ସକାଳ, ସନ୍ଧ୍ୟା ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଇଥାଉ । ତେବେ କିନ୍ତୁ ବର୍ତ୍ତମାନ କିଛି ଲୋକ ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ କୁ ବଦନାମ କରି ସାରିଲେଣି ଏହି ସମ୍ପର୍କ ରେ କଳଙ୍କ ଲଗେଇ ସାରିଲେଣି ।

ତେବେ ଆସନ୍ତୁ ସେହିଭଳି ଏକ ଘଟଣା ଶୁଣିନେବା । ତେବେ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ପ୍ରତ୍ୟେକ ଭାରତୀୟ ମହିଳା କରୱାଚୋଥ୍ ବ୍ରତ ପାଳିଥାନ୍ତି । ଇହକାଳ ପରକାଳର ଦେବତା ପାଇଁ ଗୋଟିଏ ଦିନ ଉପବାସ ରଖି ଦେବତାଙ୍କୁ ପ୍ରସନ୍ନ କରିଥାନ୍ତି । କିନ୍ତୁ ସେହି ସ୍ୱାମୀ ଯେତେବେଳେ ସ୍ତ୍ରୀ କୁ ଧୋକା ଦେଇଥାଏ ସେତେବେଳେ କାହା ଉପରେ ଭରସା କରି ହେବ ।

ତେବେ ଏହି ଘଟଣା ଟି ଗାଜିଆବାଦ ର ତେବେ ଘଟଣା ଟି କିଛି ଏପରି କି କରୱାଚୋଥ ରେ ପ୍ରୀତି ନାମକ ଜଣେ ଝିଅ ନିଜ ସ୍ୱାମୀ ପାଇଁ ବ୍ରତ ରଖିଥିଲେ କିନ୍ତୁ ତାଙ୍କ ସ୍ୱାମୀ ଆଉ ଅନ୍ୟ ଝିଅ ସହିତ ପ୍ରେମ କରୁଥିବା ଏବଂ ସପିଙ୍ଗ କରୁଥିବାର ର ସମୟରେ ଧରି ନେଇଥିଲେ । ତେବେ ଏହା ପରେ ସ୍ତ୍ରୀ ଜଣଙ୍କ ନିଜ ସ୍ୱାମୀ କୁ ନିର୍ଧୁମ ମ-ଆଡ଼ ମ-ଆରିବା ସହ ସେହି ଝିଅ କୁ ମଧ୍ୟ ମ-ଆଡ଼ ମାରିଥିଲେ ।


ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ତେବେ ଝିଅ ଟି ର କହିବା କଥା ସେମାନେ ୪ ବର୍ଷ ହେଲାଣି ବାହାଘର ହୋଇଛି କିନ୍ତୁ ତାଙ୍କ ନିଜ ସ୍ତ୍ରୀ ଏବଂ ପୁଅକୁ ଛାଡି ଅନ୍ୟ ଝିଅ ମାନଙ୍କ ସହ ପ୍ରେମ ସମ୍ପର୍କ ରଖିଛି । ତେବେ ଆଜି ଧରା ପଡ଼ିଥିବାରୁ ମ-ଆଡ଼ ମ-ଆରିବା ସହ ତାଙ୍କ ନାଁରେ ପୋଲିସରେ ଅଭିଯୋଗ କରାଯାଇଛି । ତେବେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *