Interesting Odia Gk- ପୁଅ ମାନେ ସବୁବେଳେ ଓ ଝିଅ ମାନେ ବର୍ଷକୁ କେବଳ ଥରେ ପିନ୍ଧନ୍ତି, କୁହନ୍ତୁ ତାହା କଣ ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ। ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ।ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ।

୧- ଏଭଳି କେଉଁ ଜିନିଷ ଅଛି ଯାହା ଆପଣଙ୍କ ର ଥାଏ କିନ୍ତୁ ବ୍ୟବହାର ଆଉ କେହି କରନ୍ତି।
ଉତ୍ତର- ଆପଣଙ୍କ ନାମ।

୨- ତେବେ ଏଭଳି କେଉଁ ଜିନିଷ ଅଛି ଯାହା ପୁଅ ମାନେ ଲୁଚେଇ ଏବଂ ଝିଅ ମାନେ ଦେଖେଇକି ଯାଆନ୍ତି।
ଉତ୍ତର- ପର୍ସ।

୩- ମୁଁ ସମୁଦ୍ର ରେ ଜନ୍ମ ହୋଇଥାଏ କିନ୍ତୁ ଆପଣଙ୍କ ଘରେ ରହିଥାଏ।
ଉତ୍ତର- ଲୁଣ।

୪- ଏଭଳି କେଉଁ ଜିନିଷ ରହିଛି ଯାହାକୁ ଆମେ ବାଣ୍ଟି ଥାଉ,ପେଶୀ ବି ଥାଉ ଏବଂ ବାଟି ବି ଥାଉ।
ଉତ୍ତର- ତାସ।

୫- ଏଭଳି କେଉଁ ଜିନିଷ ରହିଛି ଯାହା ଆଲୁଅ ରେ ଆପଣଙ୍କ ସାଥ ଛାଡି ନଥାଏ।
ଉତ୍ତର- ଛାଇ।

୬- ବିଶ୍ଵ ର ସବୁଠାରୁ ମହଙ୍ଗା ଫଳ କେଉଁଠି ମିଳିଥାଏ।
ଉତ୍ତର- ଜାପାନରେ ( ଯୁବରୀ ଖରଭୁଜା)

୭- କେଉଁ ଜୀବ ର ହାତ କାଟି ଦେଲେ ତାହା ପୁଣି ଆସି ଯାଇଥାଏ।
ଉତ୍ତର- ଝିଟିପିଟି।

୮- କେଉଁ ଦେଶରେ ବିଲେଇ କୁ ପୂଜା କରାଯାଇ ଥାଏ।
ଉତ୍ତର- ଇଜିପ୍ଟ।

୯- ଦୁର୍ୟୋଧନ ର ଭଉଣୀ ଙ୍କ ନାମ କଣ।
ଉତ୍ତର- ଦୁଶାଲା।

୧୦- ଗୁଗୁଲ ପ୍ଲେ ଷ୍ଟୋର ର ମାଲିକ କିଏ।
ଉତ୍ତର- ଲେରୀ ପେଜ।

୧୧- ଭଗବାନ ଶ୍ରୀ ରାମଙ୍କ ଭଉଣୀ ଙ୍କ ନାମ କଣ।
ଉତ୍ତର- ଶାନ୍ତା ଦେବୀ।

୧୨- ମନୁଷ୍ୟ ଗୋଟିଏ ଦିନରେ କେତେ ଥର ପଲକ ପକେଇଥାଏ।
ଉତ୍ତର- ୨୦,୦୦୦।

୧୩- ଭାରତରେ କେଉଁ ଦିନ ଫିଲ୍ମ ରିଲିଜ ହୋଇଥାଏ।
ଉତ୍ତର- ଶୁକ୍ରବାର।

୧୪- କେଉଁ ଜଙ୍ଗଲୀ ପଶୁ ର ଦେହରେ ସବୁଠାରୁ ଅଧିକ ରକ୍ତ ଥାଏ।
ଉତ୍ତର- ହାତୀ।

୧୫-ପୁଅ ମାନେ ସବୁବେଳେ ଏବଂ ଝିଅ ମାନେ ବର୍ଷକୁ ଥରେ ପିଧନ୍ତି ସେ କଣ?
ଉତ୍ତର- ପଇତା।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *