IAS ଇଣ୍ଟରଭ୍ୟୁ ପ୍ରଶ୍ନ : ଏମିତି କେଉଁ ଶବ୍ଦ ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ? 99% ହେଇଗଲେ ଫେଲ

ନମସ୍କାର ବନ୍ଧୁଗଣ ତେବେ ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ ଆଇ ଏ ଏସ ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ ୟୁପିଏସସି ବା ଆଇ ଏ ଏସ , ଆଇପିଏସ ଇଣ୍ଟରଭିଉ ପରୀକ୍ଷା ରେ ପଚାରା ଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।

୧- ଏଭଳି କେଉଁ ଦେଶ ଯାହା କାହା ଆଗରେ ନଇଁ ନାହିଁ।
ଉତ୍ତର- ନେପାଳ।

୨- ମନୁଷ୍ୟ କେତେ ପ୍ରକାରର ବାସ୍ନା ବାରି ପାରେ।
ଉତ୍ତର- ୫୦ ହଜାରରୁ ବି ଅଧିକ।

୩- ଏଭଳି କେଉଁ ଜିନିଷ ରହିଛି ଯାହା ଦିନ ରାତି ଚାଲୁଥାଏ।
ଉତ୍ତର- ଘଂଟା।

୪- ଏଭଳି କେଉଁ ପଶୁ ରହିଛି ଯିଏ ବିଲକୁଲ କିଛି କହି ପାରେ ନାହିଁ।
ଉତ୍ତର- ଜିରାଫ।

୫- କଳା ଗୋଲାପ କେଉଁ ଦେଶରେ ମିଳିଥାଏ।
ଉତ୍ତର- ତୁର୍କୀ ଦେଶରେ।

୬- ଗୋଟିଏ ଫିଲ୍ମ ନିର୍ମାଣ ପାଇଁ କେତେ ସମୟ ଲାଗି ଥାଏ।
ଉତ୍ତର- ୬ ରୁ ୮ ମାସ।

୭- ତମ୍ବାଖୁରେ କେଉଁ ପ୍ରକାରର କେମିକାଲ ମିଳିଥାଏ?
ଉତ୍ତର- ନୈଟ୍ରୋଜେନ।

୮- କେଉଁ ଦେଶରେ ଆଳୁ ଚାଷ କରାଯାଏ ନାହିଁ।
ଉତ୍ତର- ବେନିୟ ଦେଶ।

୯- କେଉଁ ପଶୁ କୁ ସବୁ ଦୁଇଗୁଣ ବଡ଼ ଦେଖାଯାଏ।
ଉତ୍ତର- ହାତୀ।

୧୦- କେଉଁ ଦେଶର କାନୁନ ବହୁତ କଡା।
ଉତ୍ତର- ସାଉଦି ଆରବ।

୧୧- କେତୋଟି ମହାସାଗର ରହିଛି।
ଉତ୍ତର- ୫ ଟି।

୧୨- ଏମିତି କେଉଁ ଶବ୍ଦ ଅଛି ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ?
ଉତ୍ତର- ନାହିଁ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *