ଏମାନେ ହେଲେ ଦୁନିଆର ୧୦ ଜଣ ସବୁଠାରୁ ଧନୀ କ୍ରିକେଟର, ଜାଣନ୍ତୁ ଧୋନୀ ଅଛନ୍ତି କେତେ ନମ୍ବରରେ

ଦୁନିଆରେ ସବୁଠାରୁ ଅଧିକ ଖେଳା ଯାଉଥିବା ଓ ଦେଖାଯାଉଥିବା ଖେଳ କ୍ରିକେଟ ଲୋକ ମାନଙ୍କ ଭିତରେ ବହୁତ ଲୋକପ୍ରିୟ | କଣ ଆପଣମାନେ ଜାଣିଛନ୍ତି କି ଏହି ଖେଳ କୁ ଖେଳୁଥିବା ଖେଳାଳି ମାନଙ୍କ ପାଖରେ କୁବେରର ସମ୍ପତି ଅଛି ବୋଲି | ଆଜି ଆମେ ଆପଣଙ୍କୁ ସବୁଠାରୁ ଧନୀ ୧୦ ଜଣ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ୧୦ ଜଣ ସବୁଠାରୁ ଧନୀ ଖେଳାଳି ମାନଙ୍କ ସମ୍ପତି ବିଷୟରେ|

ମହେନ୍ଦ୍ର ସିଂହ ଧୋନୀ

ଦଳ: ଭାରତ ଆୟ:୩.୫ ମିଲିୟନଡଲାର (ପାଖାପାଖି ୨୩ କୋଟି ୨୫ ଲକ୍ଷ ଟଙ୍କା)ମୋଟ ସମ୍ପତି :୬୫ମିଲିୟନ ଡଲାର(ପ୍ରାୟ ୪୩୧କୋଟି ୭୯ ଲକ୍ଷ ଟଙ୍କା)ସ୍ପନ୍ସର- ରୀବୋକ,ପେସ୍ପ୍ସିକୋ,ସୋନି ଇତ୍ୟାଦି |ମହେନ୍ଦ୍ର ସିଂହ ଧୋନୀ ଭାରତର ଟପ ଖେଳାଳି ମାନଙ୍କ ମଧ୍ୟରୁ ଜଣେ । ତାଙ୍କର ଲୋକପ୍ରିୟତା ବହୁତ ଅଧିକ । ସେ ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରୁ ଅବସର ନେଇଛନ୍ତି ।

ଶାହୀଦ ଆଫ୍ରିଦୀ

ଦଳ:ପାକିସ୍ଥାନ ଆୟ: ୨.୫ ମିଲିୟନ ଡଲାର ( ପ୍ରାୟ ୧୬ କୋଟି ୬୦ଲକ୍ଷ ଟଙ୍କା) ମୋଟ ସମ୍ପତି :୪୭ ମିଲିୟନ ଡଲାର(ପ୍ରାୟ ୩୧୨ କୋଟି ୨୧ଲକ୍ଷ ଟଙ୍କା) ସ୍ପନ୍ସର- ହେଡ ଆଣ୍ଡଶୋଲ୍ଡର, କ୍ୟୁ ମୋବାଇଲ,ପେପ୍ସିକୋ ଇତ୍ୟାଦି |

ବିରାଟ କୋହଲି

ଦଳ:ଭାରତ ଆୟ ୩.୧ ମିଲିୟନ ଡଲାର (ପ୍ରାୟ ୨୦କୋଟି୫୯ଲକ୍ଷ ଟଙ୍କା) ମୋଟ ସମ୍ପତି:୪୬ମିଲିୟନ ଡଲାର(ପ୍ରାୟ ୩୦୫ କୋଟି ୫୭ଲକ୍ଷ ଟଙ୍କା) ସ୍ପନ୍ସର- ନାଇକ,ପେପ୍ସିକୋ,ଟୋୟୋଟା,ହେଡ ଆଣ୍ଡ ସୋଲଡୋର,ଇତ୍ୟାଦି| ସେ ମଧ୍ୟ ଭାରତର ଟପ ଖେଳାଳି ମାନଙ୍କ ମଧ୍ୟରେ ଗଣା ଯାଆନ୍ତି । ସେ ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରି ବହୁତ ଖୁସିରେ ଅଛନ୍ତି ।

ଗୌତମ ଗମ୍ଭୀର

ଦଳ:ଭରତ ଆୟ: ୨.୯ ମିଲିୟନ ଡଲାର ( ପ୍ରାୟ ୧୯ କୋଟି୨୬ଲକ୍ଷ ଟଙ୍କା) ମୋଟ ସମ୍ପତି :୪୪ ମିଲିୟନ ଡଲାର(୨୯୨କୋଟି ୨୮ ଲକ୍ଷ ଟଙ୍କା) ସ୍ପନ୍ସର- ରୀବୋକ, ରେଡ ବୁଲ୍ଲ, ହୀରୋ ହୋଣ୍ଡା ଇତ୍ୟାଦି|

ସେନ ୱାଟସନ

ଦଳ:ଅଷ୍ଟ୍ରେଲିଆ ଦରମା :୪ ମିଲିୟନଡଲାର(୨୬କୋଟି ୫୭ଲକ୍ଷଟଙ୍କା) ମୋଟ ସମ୍ପତି :୪୦ମିଲିୟନଡଲାର (୨୬୫ କୋଟି ୭୧ ଲକ୍ଷ ଟଙ୍କା) ସ୍ପନ୍ସର- Gunn & Moore, Asics, TAG Heuer

ବିରେନ୍ଦ୍ର ସେହବାଗ

ଦଳ:ଭରତ ଆୟ: ୩.୫ ମିଲିୟନ ଡଲାର ( ପ୍ରାୟ ୨୩ କୋଟି ୨୫ ଲକ୍ଷ ଟଙ୍କା) ମୋଟ ସମ୍ପତି :୪୦ ମିଲିୟନ ଡଲାର(୨୬୫କୋଟି ୭୧ ଲକ୍ଷ ଟଙ୍କା) ସ୍ପନ୍ସର- ଫିଲା, ହୀରୋ ହୋଣ୍ଡା, ରୟାଲ ଚ୍ଯାଲେନ୍ଜ ଇତ୍ୟାଦି|

ଶିଖର ଧବନ

ଦଳ: ଭାରତ ଆୟ: ୨.୨ ମିଲିୟନ ଡଲାର ( ପ୍ରାୟ ୧ କୋଟି ୪୬ଲକ୍ଷ ଟଙ୍କା) ମୋଟ ସମ୍ପତି :୪୦ ମିଲିୟନ ଡଲାର(ପ୍ରାୟ ୨୬୫ କୋଟି ୭୧ଲକ୍ଷ ଟଙ୍କା) ସ୍ପନ୍ସର-ବାଇସ କ୍ରୀମ ,ପେପ୍ସିକୋ ଇତ୍ୟାଦି

ରୋହିତ ଶର୍ମା

ଦଳ: ଭାରତ ଆୟ: ୨ ମିଲିୟନ ଡଲାର ( ପ୍ରାୟ ୧ କୋଟି ୩୨ ଲକ୍ଷ ଟଙ୍କା) ମୋଟ ସମ୍ପତି :୨୯ ମିଲିୟନ ଡଲାର(ପ୍ରାୟ୧୯୨କୋଟି୬୪ଲକ୍ଷ ଟଙ୍କା) ସ୍ପନ୍ସର-ସୋନି ଏରିକ୍କ୍ସୋନ ,ସାମସଙ୍ଗ ଇତ୍ୟାଦି|

ଲାଶୀଥ ମାଲିଙ୍ଗା

ଦଳ : ଶ୍ରୀଲଙ୍କା ଆୟ: ୧ ମିଲିୟନ ଡଲାର( ପ୍ରାୟ ୬୬ଲକ୍ଷ ୪୨ ହଜାର ଟଙ୍କା) ମୋଟ ସମ୍ପତି :୨୯ ମିଲିୟନ ଡଲାର(ପ୍ରାୟ ୧୯୨ କୋଟି ୬୪ ଲକ୍ଷ ଟଙ୍କା) ସ୍ପନ୍ସର- ସେଟବେଟ

ଏ ବି ଡିବିଲିୟର୍ସ

ଦଳ : ସାଉଥ ଆଫ୍ରିକା ଆୟ: ୦.୭ ମିଲିୟନ ଡଲାର ( ପ୍ରାୟ ୪ କୋଟି ୬୫ଲକ୍ଷ ଟଙ୍କା) ମୋଟ ସମ୍ପତି :୫ ମିଲିୟନ ଡଲାର (ପ୍ରାୟ ୩୩ କୋଟି ୨୧ ଲକ୍ଷ ଟଙ୍କା) ସ୍ପନ୍ସର- ଭେସଲିନ, କୁକବୁରା ଇତ୍ୟାଦି|

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *