ମୁମ୍ବାଇ ପାଇଁ ଆସିଲା ବଡ ଦୁଃଖ ଖବର, 17.5 କୋଟି ଟଙ୍କାର ଏହି ଦାମୀ ଖେଳାଳି ହେଲେ ଆହତ, ଏବେ କଣ କରିବ Mumbai Indians

ବନ୍ଧୁଗଣ, ସୂଚନା ଅନୁଯାୟୀ ମୁମ୍ବାଇ ପାଇଁ ଆସିଲା ବଡ ଅଶୁଭ ଖବର । ସାଢେ 17 କୋଟି ଟଙ୍କାର ଖେଳାଳୀ ହେଲେ ଆହାତ । “କ୍ୟାମରନ ଗ୍ରୀନ” ଙ୍କ ଆଙ୍ଗୁଳୀ ଫ୍ରାକ୍ଚର ହୋଇଥିବା ଖବର ମିଳିଛି । ତେବେ ନିକଟରେ ହୋଇଥିବା ନିଲାମରେ ଅଷ୍ଟ୍ରେଲିଆର ଅଲ ରାଉଣ୍ଡର “କ୍ୟାମରନ ଗ୍ରୀନ” ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ବିଟ ସହିତ କିଣିଥିଲା । ଏହି ଦଳ “କ୍ୟାମରନ ଗ୍ରୀନ” ଙ୍କ ଉପରେ ସାଢେ 17 କୋଟି ଟଙ୍କାର ସଫଳ ବିଡ କରିଛି ।

“କ୍ୟାମରନ ଗ୍ରୀନ” ସମ୍ବନ୍ଧରେ ବର୍ତ୍ତମାନ ଗୋଟିଏ ଖରାପ ଖବର ରହିଛି ଏବଂ ତାହା ହେଉଛି ଯେ ତାଙ୍କ ଆଙ୍ଗୁଳୀରେ ଫ୍ରାକ୍ଚର ହୋଇଛି । ସେ ଦକ୍ଷିଣ ଆଫ୍ରିକା ପକ୍ଷରେ ଟେଷ୍ଟ ଏବଂ ବିବିଏଲ ରୁ ମଧ୍ୟ ବାଦ ପଡିଛନ୍ତି । ସିଗ୍ନି ଟେଷ୍ଟରୁ “କ୍ୟାମରନ ଗ୍ରୀନ” ଙ୍କୁ ବାଦ ଦିଆଯାଇଛି ସେ ବିଗବାସ୍ଲିପରେ ମଧ୍ୟ ଖେଳିପାରିବେ ନାହିଁ । “କ୍ୟାମରନ ଗ୍ରୀନ” ଙ୍କୁ ବର୍ତ୍ତମାନ ସିଧାସଳଖ ଭାରତ ଗ୍ରସ୍ତରେ ଦେଖିବାକୁ ମିଳିବ ।

ସେ ଏହି ଗୁରୁତ୍ଵପୂର୍ଣ୍ଣ ଯାତ୍ରା ପୂର୍ବରୁ ନିଜକୁ ଫିଟ କରିବାକୁ ଚାହୁଁଛନ୍ତି । ଏହାପରେ ତାଙ୍କୁ ଆଇପିଏଲ ମଧ୍ୟ ଖେଳିବାକୁ ପଡିବ । ଗତବର୍ଷ ଆଇପିଏଲର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସବୁଠାରୁ ଖରାପ ଥିଲା । ଦଳ ପ୍ରଥମରୁ ହିଁ ବାହାରି ଯାଇଥିଲା । ଗତବର୍ଷ ଟିମ କୁ ଯୋଫ୍ରାର୍ଜର ଙ୍କ ଅଭାବ ଅନୁଭୂତି ହୋଇଥିଲା, ଯାହାକୁ ଟିମ ନିଲାମରେ କିଣିଥିଲା ।

ଏଥିରେ “କ୍ୟାମରନ ଗ୍ରୀନ” ଙ୍କ ଠାରୁ ଦଳ କୁ ବହୁତ ଆଶା ରହିଛି । ଏଣୁ ସେମାନେ ଅଷ୍ଟ୍ରେଲିଆ ଅଲରାଉଣ୍ଡର କୁ ଏକ ରେକର୍ଡବ୍ରିଡ ସହିତ କିଣିଥିଲେ । ତେବେ ବର୍ତ୍ତମାନ ଏହିଭଳି ଖବର ଜାଣିବା ପରେ ତାହା ମୁଣ୍ଡବ୍ୟଥାର କାରଣ ହୋଇଛି କାରଣ ଏହାଦ୍ଵାରା ଅନେକ କ୍ଷୟ ହେବ । ଯଦି “କ୍ୟାମରନ ଗ୍ରୀନ” ବର୍ତମାନ ଖେଳି ପାରିବେ ନାହିଁ ତେବେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଚିନ୍ତିତ ରହିବେ । କାରଣ ସେ ଜଣେ ଦକ୍ଷ ଖେଳାଳୀ ଅଟନ୍ତି ।

ଏହା ସହିତ ସେ ମଇଦାନରେ ନିଜର କରାମତି ଦେଖାଇଥାନ୍ତି । “କ୍ୟାମରନ ଗ୍ରୀନ” ନିଜ ବ୍ୟାଟିଂ ଦ୍ଵାରା ସମସ୍ତଙ୍କର ପ୍ରିୟର ପାତ୍ର ହୋଇପାରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ଆଉ ପ୍ରଦର୍ଶନ କରିପାରିବେ ନାହିଁ ଜାଣି କ୍ରିକେଟ ପ୍ରେମୀ ଙ୍କ ମନରେ ଆଘାତ ଲାଗିଛି । ତାଙ୍କୁ ସୁସ୍ଥ ହେବାକୁ ପ୍ରାୟ କେତେ ଦିନ ଲାଗିବ ? ଏହା ମଧ୍ୟ ନିଶ୍ଚିତ ନୁହେଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *