କୋଟିଏ ରେ କେବଳ ଗୋଟିଏ ଲୋକକୁ ହିଁ ଆସିଥାଏ ଏହି କୋଟିପତି ହେବାର ସ୍ଵପ୍ନ

ସ୍ଵପ୍ନର ଦୁନିଆ ବହୁତ ରହସ୍ୟମୟ ଅଟେ । ସ୍ଵପ୍ନ ସମସ୍ତଙ୍କୁ ଆସିଥାଏ ଓ ସବୁ ସ୍ଵପ୍ନର ଅଲଗା ଅଲଗା ମତଲବ ରହିଥାଏ । ସ୍ଵପ୍ନର ଦୁନିଆ ଏତେ ଅଲଗା ହୋଇଥାଏ ଯେଉଁଠିକି ଯିବା ପରେ ନିଜକୁ ଆମେ ଅଲଗା ଅଲଗା ଅନୁଭବ କରିଥାଉ । ସ୍ଵପ୍ନ ବହୁତ ପ୍ରକାରର ଥାଏ । ଗୋଟିଏ ସିଏ ଯାହାକୁ ଦେଖିବା ପରେ ଆମେ ଡରି କି ଉଠି ଯାଇଥାଉ । ଆଉ କିଛି ସ୍ଵପ୍ନ ଅଛି ଯାହାକୁ ଦେଖିବା ପରେ ଆମକୁ ଆନଦ ଅନୁଭବ ହୋଇଥାଏ ।

କିନ୍ତୁ ଏହା ସହିତ କିଛି ଏମିତି ସ୍ଵପ୍ନ ବି ଥାଏ ଯିଏ ରାତା ରାତି ବ୍ୟକ୍ତିଙ୍କର ଭାଗ୍ୟକୁ ଚମକେଇ ଦେଇଥାନ୍ତି । ଏହି ସ୍ଵପ୍ନ କୌଣସି ଖାସ ବ୍ୟକ୍ତିକୁ ହିଁ ଦେଖା ଦେଇଥାଏ । ଏହା ଭଗବାନଙ୍କର ସେହି ସଙ୍କେତ ଅଟେ ଯିଏ ଦର୍ଶାଇଥାଏ କି ବ୍ୟକ୍ତି ଭବିଷ୍ୟତରେ ଜଲ୍ଦି କୋଟିପତି ହେବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ।

୧. ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯେଉଁ ମଣିଷର ସ୍ଵପ୍ନରେ ଗଙ୍ଗାର ଧାରା ଦେଖା ଯାଇଥାଏ ତେବେ ସେହି ବ୍ୟକ୍ତି ଭବିଷ୍ୟତରେ ଧନବାନ ଅବଶ୍ୟ ବନିଥାଏ । ଏହି ସଙ୍କେତ କୌଣସି ଖାସ ମଣିଷକୁ ହିଁ ଦେଖା ଯାଇଥାଏ । ଏମିତି କୁହାଯାଏ କି ଏହି ସଙ୍କେତ ଈଶ୍ବରଙ୍କ କୃପା କୁ ଦର୍ଶାଇଥାଏ । କିନ୍ତୁ ମନେ ରଖିବେ ଏହି ସ୍ଵପ୍ନକୁ କାହା ସହିତ ଶେୟାର କରିବେ ନାହିଁ ।

୨. ଯଦି ଆପଣଙ୍କ ସ୍ଵପ୍ନରେ କୌଣସି ଝରଣା ଉଚ୍ଚ ପାହାଡ଼ରୁ ଝରି ଯାଉଥିବାର ନଜର ଆସିଥାଏ ଓ ଆପଣ ସ୍ଵପ୍ନରେ ସେହି ଝରଣାରୁ ନିଜ ପାଣି ପିଉଥିବାର ଦେଖନ୍ତି ତେବେ ଏହି ସଙ୍କେତ ଈଶ୍ଵରଙ୍କ ଦ୍ଵାରା ବରଦାନ କୁ ଇସାରା କରିଥାଏ । ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏମିତି କୁହାଯାଏ କି ଏହି ସ୍ଵପ୍ନ କୋଟିଏରେ ଗୋଟିଏ ବ୍ୟକ୍ତିକୁ ହିଁ ଆସିଥାଏ । ଯିଏ କହି ଦେଇଥାଏ କି ଆପଣଙ୍କ ଉପରେ ଈଶ୍ବରଙ୍କ ହାତ ଅଛି । ଏମିତିରେ ଏହି ସ୍ଵପ୍ନ ଅମୃତ ସମାନ ଅଟେ । କିନ୍ତୁ ଏହି ସ୍ଵପ୍ନକୁ ବି ଶେୟାର କରନ୍ତୁ ନାହିଁ ।

୩. ସ୍ଵପ୍ନରେ ଈଶ୍ଵରଙ୍କୁ ଦେଖିବା ବହୁତ ବଡ ସ୍ଵପ୍ନ ମନା ଯାଇଥାଏ । ଶାସ୍ତ୍ରରେ କୁହାଯାଇଛି କି ଗୋଟିଏ ପବିତ୍ର ଲୋକକୁ ସ୍ଵପ୍ନରେ ହିଁ ଇଶ୍ଵର ଦେଖା ଯାଇଥାଏ । ସ୍ଵପ୍ନରେ ଈଶ୍ଵରଙ୍କୁ ଦେଖିବା ସକରାତ୍ମକ ଉର୍ଜ୍ଜା ଆଡକୁ ଇସାରା କରିଥାଏ । ଏହି ଉର୍ଜ୍ଜା ଭବିଷ୍ୟତରେ ବ୍ୟକ୍ତିକୁ ଧନବାନ ଅବଶ୍ୟ ବନାଇଥାଏ । କିନ୍ତୁ ମନେ ରଖିବେ ଏହାକୁ କାହା ସହିତ ଶେୟାର କରିବେ ନାହିଁ ।

୪. ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିକୁ ସ୍ଵପ୍ନରେ ସବୁଜିମା ଦେଖା ଯାଇଥାଏ ସେହି ବ୍ୟକ୍ତି ନିଶ୍ଚିତ ରୂପରେ ଧନବାନ ହେଇଥାଏ । ଏମିତିରେ କ୍ଷେତରେ ସବୁଜ ଗଛ ଲତା, ଫୁଟିଥିବା ଫୁଲ ବ୍ୟକ୍ତିକୁ ସ୍ଵପ୍ନରେ ଦେଖା ଦେଲେ ତାକୁ ଧନବାନ ବନିବାର ଇସାରା କରିଥାଏ ।

୫. ଯଦି ଆପଣଙ୍କ ସ୍ଵପ୍ନରେ ଆପଣଙ୍କ ମାତା ପିତା ଆପଣଙ୍କୁ ଜଳପାନ କରାଉଛନ୍ତି ତେବେ ସେହି ବ୍ୟକ୍ତି ଧନବାନ ଅବଶ୍ୟ ବନିଥାଏ । ଏହି ସଙ୍କେତ ମା ବାବାଙ୍କ ତରଫରୁ ଆଶୀର୍ବାଦ ମିଳିବାର ସଙ୍କେତ ଅଟେ । ସ୍ଵପ୍ନରେ ମାତା ପିତାଙ୍କୁ ଦେଖିଲେ ବ୍ୟକ୍ତିକୁ ବିଜୟ ପ୍ରାପ୍ତ ହୋଇଥାଏ ।

ସାଙ୍ଗମାନେ ଯଦି ଆପଣଙ୍କୁ ସ୍ଵପ୍ନରେ ଏମାନଙ୍କ ମଧ୍ୟରୁ କୌଣସି ସ୍ଵପ୍ନ ଦେଖା ଯାଇଛି ତେବେ ଆପଣ ଜଣେ ଲକି ବ୍ୟକ୍ତି ଅଟନ୍ତି । କାରଣ ଏ ସବୁ ସ୍ଵପ୍ନ କୋଟିଏରେ ଗୋଟିଏ ବ୍ୟକ୍ତିଙ୍କୁ ହିଁ ଆସିଥାଏ । ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *