ସୁଶାନ୍ତ ସିଂହ ରାଜପୁତଙ୍କ ପଡୋଶୀଙ୍କର ବଡ ଖୁଲାସା କହିଲେ କହିଲେ ମୁଁ ସବୁ ଦେଖିଛି…

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା CBIହାତକୁ ଯିବା ମାତ୍ରେ ସୁଶାନ୍ତଙ୍କ ସହିତ ଜଡିତ ସାକ୍ଷୀଙ୍କ ମଧ୍ୟରେ ଏକ ଆତ୍ମବିଶ୍ଵାସ ଭରି ଦେଇଛି । ଆଜ୍ଞା ହଁ, ସୁଶାନ୍ତ ହତ୍ୟାର କିଛି ସାକ୍ଷୀ ଅଛନ୍ତି କିନ୍ତୁ ସେ ସେହି ଖୁନି ମାନଙ୍କ ଡରରେ ମୁହଁ ଖୋଲି ପାରୁ ନଥିଲେ । ସେହି କାରଣରୁ ସେ ସାମ୍ନା କୁ ଆସୁ ନଥିଲେ । କିନ୍ତୁ ଏବେ CBI ହାତକୁ ଏହି ପୁରା ମାମଲା ଯିବା ପରେ ଏମିତି ଲୋକଙ୍କ ମଧ୍ୟରେ ସାହସ ଆସି ଯାଇଛି ଓ ସେମାନେ ଲଗାତାର ଅନେକ ଖୁଲାସା କରୁଛନ୍ତି ।

ଆଜ୍ଞା ହଁ, ଆମେ କହୁଛୁ ସୁଶାନ୍ତ ସିଂହ ରାଜପୁତଙ୍କ ଏକ ପଡୋଶୀଙ୍କ ବିଷୟରେ । ସେ ଏକ ଏମିତି କଥା ପୋଲିସ ଙ୍କ ସାମ୍ନା ରେ ରଖିଛନ୍ତି ଯାହାକୁ ଶୁଣିବା ପରେ ଏହି ପୁରା ମାମଲାରେ ଏକ ନୂଆ ମୋଡ ଆସିଛି । ତାଙ୍କ ପଡୋଶୀ କହିଛନ୍ତି ଏହି ମାମଲା 14 ଜୁନ ର ନୁହେଁ, ବରଂ 13 ଜୁନ କୁ ହିଁ ସୁଶାନ୍ତଙ୍କ କାମ ଶେଷ କରି ଦିଆଯାଇଥିଲା ।

କାରଣ ସୁଶାନ୍ତ ସିଂହ ଙ୍କ ଘରର ଲାଇଟ ସକାଳ 4 ଟା ପର୍ଯ୍ୟନ୍ତ ଜଳୁଥାଏ । କିନ୍ତୁ 13 ଜୁନ ରାତିରେ ପାଖାପାଖି 10.30 ଟା ବେଳ ଠାରୁ ସୁଶାନ୍ତଙ୍କ ଘରର ଲାଇଟ ଅଫ ହେଇଗଲା । କେବଳ କିଚେନ ଲାଇଟ ଜଳୁଥିଲା । ଆପଣ ଦେଖନ୍ତୁ କି କେମିତି ୧ ଦିନ ପୂର୍ବରୁ ହିଁ ସୁଶାନ୍ତଙ୍କ ମର୍ଡର କରାଗଲା , ଲାଇଟ କୁ ଅଫ କରି ଦିଆଗଲା ଓ CCTV କୁ ଅଫ କରି ଦିଆଗଲା । ତା ପରେ ସୁଶାନ୍ତଙ୍କର ହତ୍ୟା କରାଗଲା ।

ଯେତେବେଳେ ମିଡିଆ ସୁଶାନ୍ତଙ୍କ ଘର ବାହାରେ ଠିଆ ହେଇଥିଲେ ଓ ସୁଶାନ୍ତଙ୍କ ଘରେ CBI ଥିଲେ ସେହି ସମୟରେ ସୁଶାନ୍ତଙ୍କର ଏକ ପଡୋଶୀ ସାମନାକୁ ଆସି କହିଲେ କି ମୁଁ ଏହି ରାଜ କୁ ଜାଣିଛି । ମୁଁ ସବୁ କିଛି ଜାଣିଛି ଓ ମତେ ଦବେଇ ରଖି ଦିଆଯାଇଥିଲା ।

କିନ୍ତୁ ଏହି ପୁରା ମାମଲା CBI ହାତକୁ ଯିବା ପରେ ତାଙ୍କ ମଧ୍ୟରେ ସାହସ ବୃଦ୍ଧି ପାଇଛି ଓ ସେ ସବୁ କିଛି ସମସ୍ତଙ୍କୁ କହିବାକୁ ଚାହୁଞ୍ଚନ୍ତି । ସୁଶାନ୍ତଙ୍କ ଘରର ଲାଇଟ ସବୁଦିନ ସକାଳ 4 ଟା ପର୍ଯ୍ୟନ୍ତ ଜଳୁଥାଏ କିନ୍ତୁ 13 ତାରିଖ ରାତିରେ ହିଁ ତାଙ୍କ ଘରର ସବୁ ଲାଇଟ କୁ ରାତି 10.30 ରେ ବନ୍ଦ କରା ଯାଇଥିଲା ।

ମାନେ ପୁରା କାଣ୍ଡ ସେହି ସମୟରେ ହୋଇଥିଲା । ଲାଇଟ ବନ୍ଦ ହେବା ସହିତ CCTV କ୍ୟାମେରା କୁ ବି ଅଫ କରା ଯାଇଥିବ ଓ ସୁଶାନ୍ତଙ୍କୁ ହତ୍ୟା କରା ଯାଇଥିବ । ସୂତ୍ର ଅନୁସାରେ CBI ଏହି ମାମଲାରେ ହାରାହାରି 90 % କେସ ସଳ୍ଭ କରି ଦେଇଛନ୍ତି କିନ୍ତୁ ରେଜଲ୍ଟ ମିଡିଆ ସାମ୍ନାରେ ରଖୁ ନାହାଁନ୍ତି । କାରଣ ଏବେ ବି ଆହୁରି ଯାଞ୍ଚ ବାକି ଅଛି । ଆମେ ଆଶା କରୁଛୁ କି ସୁଶାନ୍ତଙ୍କ ଦୋଷୀ ଜଲ୍ଦି ଧରା ପଡୁ । ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *