ଭଦ୍ରକକୁ ମ୍ୟାଚ ଖେଳିବାକୁ ଆସିଥିଲେ Dhoni ? ଯାହାର ଫୋଟୋ ହେଉଛି ଏବେ ଭାଇରାଲ, ଜାଣନ୍ତୁ କେବେ ଓ କେଉଁଠି ଖେଳିଥିଲେ ମ୍ଯାଚ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଭଦ୍ରକକୁ ମ୍ୟାଚ ଖେଳିବାକୁ ଆସିଥିଲେ କ୍ରିକେଟର ଧୋନୀ । ହନୁମାନ ମିନି ଷ୍ଟାଡିୟମରେ ସେ ଖେଳିଥିଲେ ମ୍ୟାଚ । ବର୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ଏହାର ଫଟୋଚିତ୍ର । ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଭଦ୍ରକ ଆସିଥିଲେ । ଏହା ସହିତ ସେ ଏଠାରେ ମ୍ୟାଚ ମଧ୍ୟ ଖେଳିଥିଲେ । ଏହି ମ୍ୟାଚଟି ହନୁମାନ ମିନି ଷ୍ଟାଡିୟମ ରେ ଖେଳାଯାଇଥିଲା ।

ଏହି ଫଟୋ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ଧୋନୀ 2002 ମସିହାରେ ଭଦ୍ରକ ଆସିଥିଲେ । ଭଦ୍ରକରେ ରହି ସେ ରେଲୱେ ତରଫରୁ ମ୍ୟାଚ ମଧ୍ୟ ଖେଳିଥିଲେ । ମାତ୍ର ଏହା ପଛରେ କେତେ ସତ୍ୟତା ରହିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ଭା-ଇ-ରା-ଲ ହେଉଥିବା ଫଟୋରେ କ୍ୟାପଟେନ ଧୋନୀ ଧଳା ଜର୍ଷିରେ ରହିଥିବା ଦେଖିବାକୁ ମିଳିଛି ।

ଏହା ସହିତ ସେ ଗ୍ଲୋବ୍ସ କୁ ହାତରୁ ବାହାର କରି ଧରିଛନ୍ତି  ଏହି ଫଟୋରେ ଏହା ମଧ୍ୟ ଅଛି ଯେ ସେ ତାଙ୍କ ହେଲମେଟ ଏବଂ ବ୍ୟାଟ କୁ ତଳେ ରଖିଦେଇଛନ୍ତି । ଭା-ଇ-ରା-ଲ ହେଉଥିବା ଏହି ଫଟୋକୁ ଦେଖିଲେ ମନେ ହେଉଛି ଯେ ଏହି ଫଟୋଟି ମ୍ୟାଚ ମଝିର ଡ୍ରିଂକ୍ସ ବ୍ରେକ ସମୟର । ଅନୁମାନ କରାଯାଉଅଛି ଯେ ସେ ଖଡକପୁର ତରଫରୁ ରେଲୱେ ମ୍ୟାଚ ଖେଳିବାକୁ ଧୋନୀ ଭଦ୍ରକ ଆସିଥିଲେ ।

ଯଦି ଦେଖାଯାଏ ତେବେ ଧୋନୀ ଙ୍କ ସହିତ ଅନ୍ୟ ଖେଳାଳୀ ମାନଙ୍କ ତାଲିକା ମଧ୍ୟ ଭା-ଇ-ରା-ଲ ହୋଇଛି । ସେଥିରେ କୌଶିକ ଚକ୍ରବର୍ତୀ, ଅଧିନାୟକ ପ୍ରଶାନ୍ତ ସିଂହ ରାୟ, ଏମଏସ ଧୋନୀ, ସତ୍ୟପ୍ରକାଶ, ରବୀନ କୁମାର, ଅନିକେତ ଦାସ, ଗୌତମ ଗମ୍ଭୀର ଆଦି ସାମିଲ ଥିଲେ । ତେବେ ଏହାକୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । ଏହି ଚର୍ଚ୍ଚା ଏଭଳି ଭାବରେ ଯେ ଏହାକୁ ସାଧାରଣତଃ କ୍ରିକେଟ ପ୍ରେମୀ ନାନା ପ୍ରକାରର ମତ ଦେଇଛନ୍ତି ।

କେତେଜଣ ଏହା ମିଛ ବୋଲି ମାନୁଥିବା ବେଳେ ଅନ୍ୟ କେତେକ ଏହି ଫଟୋଚିତ୍ର କୁ ଅଧିକ ରୁ ଅଧିକ ସେୟାର କରିଥିବାର ଦେଖିବାକୁ ମିଳିଛି । ଯଦି ଏହା ଭଦ୍ରକରେ ଖେଳାଯାଇଥିବା ଏକ ମ୍ୟାଚର ଦୃଶ୍ୟ ଅଟେ ତେବେ ଏହାକୁ ବର୍ତ୍ତମାନ କିଏ ଏବଂ କାହିଁକି ସେୟାର କରିଛି ? କାହା ପାଖରେ ଏହି ଫଟୋଚିତ୍ର ଟି ଥିଲା ବୋଲି ମଧ୍ୟ କିଛି ପ୍ରଶଂସକ ପ୍ରଶ୍ନ ଉଠାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *