Pakistan ବିପକ୍ଷରେ ସେମିଫାଇନାଲ ରେ Warner ଙ୍କ 2 ଟପ୍ପେ ବାଲି ବଲରେ ଛକା ମାରିବା ଦ୍ଵାରା ରାଗିଗଲେ Dhoni, କହିଲେ କିଛି ଏମିତି…

ବନ୍ଧୁଗଣ ଗତ କାଲି ଦୁବାଇର ଅନ୍ତଃ ରାଷ୍ଟ୍ରୀୟ ଷ୍ଟାଡିୟମରେ ଟି20 ବିଶ୍ଵ କପ୍ ର ସେମି ଫାଇନାଲ ମ୍ୟାଚ ହୋଇଥିଲା । ଏହି ମ୍ୟାଚଟି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା । ଏହି ମ୍ୟାଚଟି ବହୁତ ରୋମାଞ୍ଚକ ଥିଲା ଅଷ୍ଟ୍ରେଲିଆ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚି ସାରିଛି । ନଭେମ୍ବର ୧୪ ତାରିଖରେ ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି୨୦ ବିଶ୍ଵ କପ୍ ର ଫାଇନାଲ ମ୍ୟାଚ ହେବାକୁ ଯାଉଛି । ହେଲେ ସେମି ଫାଇନାଲ ମ୍ୟାଚଟି ବହୁତ ରୋମାଞ୍ଚକ ଥିଲା ଏହି ମ୍ୟାଚ ଯିଏ ବି ଦେଖିଛି ଆଶ୍ଚର୍ଯ୍ୟ ହୋଇଯାଇଛି ।

ଅଷ୍ଟ୍ରେଲିଆ ଟିମ ଯେଉଁ ଭଳି ଭାବରେ ପାକିସ୍ତାନକୁ ହରାଇ ଫାଇନାଲ ଯାଇଛି ତାର କଳ୍ପନା କେବେବି ପାକିସ୍ତାନ କରିପାରିବ ନାହିଁ । ତେବେ ସେମି ଫାଇନାଲରୁ ପାକିସ୍ତାନ ଟିମ ବାହାରିବା ପରେ ପାକିସ୍ତାନୀ ପ୍ରଶଂସକ ମାନଙ୍କ ମନ ବହୁତ ଦୁଃଖ ଅଛି । ପାକିସ୍ଥାନ ହାରିବା ପଛରେ ହସନ ଅଲିଙ୍କୁ ଦା-ୟୀ କରୁଛନ୍ତି ପ୍ରଶଂସକ କାରଣ ଅନ୍ତିମ ସମୟରେ ମାଥୱେ ୱେଡଙ୍କ କ୍ୟାଚକୁ ଛାଡି ଦେଇଥିଲେ ହସନ ।

ହେଲେ ଡେଭିଡ ୱାର୍ନରଙ୍କ ବେଇମାନି କାମ ପାଇଁ ଭାରତର ଦିଗଜ ଖେଳାଳି ଭଡକି ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ କରୁଥିବା ବେଳେ ୮ତମ ଓଭରର ପ୍ରଥମ ବଲ ମହମ୍ମଦ ହାଫିଜ ପକାଇ ଥିଲେ ହେଲେ ତାଙ୍କ ହାତରୁ ବଲ ଖସି ଯାଇ ଥିଲା ଯାହା ଫଳରେ ବଲଟି ଦୁଇ ଥର ପିଚରେ ବାଜି ୱାର୍ନରଙ୍କ ପାଖକୁ ଯାଇଥିଲା ଏହି ବଲରେ ୱାର୍ନର ଛକା ମା-ରି-ଦେ-ଲେ । କ୍ରିକେଟ ନିୟମ ଅନୁସାରେ ଏଇଟା ନୋ ବଲ ଥିଲା ହେଲେ ହାତରୁ ମହମ୍ମଦଙ୍କ ହାତରୁ ବଲ ଖସିବାର ଫାଇଦା ୱାର୍ନର ବହୁତ ଭଲ ଉଠାଇଲେ ।

ୱାର୍ନରଙ୍କ ଏହି ହରକତକୁ ଦେଖି ଗୌତମ ଗମ୍ଭୀର ଏକ ବଡ ବୟାନ ଦେଇଛନ୍ତି । ଗୌତମ କହିଛନ୍ତି- ‘ୱାର୍ନର କେତେ ଖରାପ ଖେଳିଲେ ଏହା ବହୁତ ଲ-ଜ୍ୟା ଜନକ । ମହମ୍ମଦଙ୍କ ହାତରୁ ବଲ ଖସି ଯାଇଥିଲା ତେଣୁ ୱାର୍ନରଙ୍କୁ ଏମିତି କରିବା ଉଚିତ ନୁହେଁ । ୱାର୍ନର ୬ ରନ୍ କରି ନାହାନ୍ତି ସେ ଚୋ-ରୀ କରିଛନ୍ତି’ ।

ଅନ୍ୟ ପକ୍ଷରେ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଗୌତମଙ୍କ ସମର୍ଥନରେ ନଜର ଆସିଛନ୍ତି । ଧୋନୀ କହିଛନ୍ତି- ‘କ୍ରିକେଟକୁ ଖେଳ ଭାବନାର ସହ ଖେଳିବା ଉଚିତ କାହା ମଜବୁରିର ଫାଇଦା ଉଠାଇବା ଠିକ ନୁହେଁ । ଯଦି ବଲ ହାତରୁ ଖସି ଯାଇଛି ତା ହେଲେ ଜାଣିଶୁଣି ସେହି ବଲରେ ଛକା ମା-ରି-ବା ଉଚିତ ନୁହେଁ । ୱାର୍ନର ଭୁଲ କାମ କରିଲେ’ ।

Leave a Reply

Your email address will not be published. Required fields are marked *